Jump to content

ୱହୀଦା ରହମାନ

ଉଇକିପିଡ଼ିଆ‌ରୁ

ଲେଖା ଚାଲିଛି...

ୱହୀଦା ରହମାନ
୨୦୧୯ ମସିହାରେ ୱାହୀଦା ରହମାନ
ଜନ୍ମ (1936-02-03) ୩ ଫେବୃଆରୀ ୧୯୩୬ (ବୟସ ୮୮)
ଚେଙ୍ଗଲପେଟ, ମାଡ୍ରାସ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୫୫–୧୯୯୧
୨୦୦୨–ଏବେଯାଏଁ
ବୈବାହିକ-ସାଥୀଶଶି ରେଖି (୧୯୭୪ – ୨୦୦୦; ମୃତ୍ୟୁ)
ସନ୍ତାନ
Honoursପଦ୍ମଶ୍ରୀ (୧୯୭୨)
ପଦ୍ମ ଭୂଷଣ (୨୦୧୧)
ଦାଦାସାହେବ ଫାଲକେ ପୁରସ୍କାର (୨୦୨୩)

ୱାହିଦା ରହମାନ (ଜନ୍ମ: ୩ ଫେବୃଆରୀ ୧୯୩୬) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗଳା ଓ ମାଲାୟଲମ କଥାଚିତ୍ର ଜଗତରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଅନ୍ୟତମ ସଫଳ ଅଭିନେତ୍ରୀ ଭାବରେ ସେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଭାରତ ସରକାର ତାଙ୍କୁ ୧୯୭୨ ମସିହାରେ ପଦ୍ମଶ୍ରୀ ଏବଂ ୨୦୧୧ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।[୧][୨] ୨୦୨୩ ମସିହାରେ ତାଙ୍କୁ ଭାରତୀୟ କଥାଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ଦାଦାସାହେବ ଫାଲକେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ସେ ପାଞ୍ଚ ଦଶନ୍ଧି ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ରହି ୯୦ରୁ ଅଧିକ କଥାଚିତ୍ରରେ କାମ କରିଛନ୍ତି ।[୩][୪]

୧୯୫୫ ମସିହାରେ ସେ ତେଲୁଗୁ କଥାଚିତ୍ର ରୋଜୁଲୁ ମାରାୟି ଜରିଆରେ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ଜଣେ ନର୍ତ୍ତକୀ ଭାବରେ କାମ କରିଥିଲେ ଏବଂ ତେଲୁଗୁ କଥାଚିତ୍ର ଜୟସ୍ମିତା ଜରିଆରେ ଜଣେ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ମାତା ଗୁରୁ ଦତ୍ତଙ୍କ ରୋମାଣ୍ଟିକ୍ କଥାଚିତ୍ର ପ୍ୟାସା (୧୯୫୭), କାଗଜ କା ଫୁଲ୍ (୧୯୫୯) ଆଦିରେ ଅଭିନୟ କରିବା ପରେ ଚୌଦହବି କା ଚାନ୍ଦ୍ (୧୯୬୦), ସାହେବ ବିବି ଔର୍ ଗୁଲାମ୍ (୧୯୬୨) ଆଦିରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଗାଇଡ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୧୯୬୮ରେ ନୀଲ୍ କଲମ୍ ପାଇଁ ତାଙ୍କୁ ପୁଣିଥରେ ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ଏବଂ ୧୯୬୭ ଓ ୧୯୭୦ରେ ଫିଲ୍ମଫେୟାର୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଅପରାଧିକ ଡ୍ରାମା ରେଶ୍ମା ଔର୍ ଶେରା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

୧୯୭୦ ଦଶକର ପ୍ରାରମ୍ଭରୁ ସେ କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ କାମ କରିବା ଆରମ୍ଭ କରିଦେଇଥିଲେ । ୧୯୭୬ର କଭି କଭି, ୧୯୭୮ର ତ୍ରିଶୁଳ, ୧୯୮୨ର ନମକୀନ୍ନମକ ହଲାଲ୍, ୧୯୮୪ର ମଶାଲା, ୧୯୮୯ର ଚାନ୍ଦିନୀ, ୧୯୯୧ର ଲହ୍ମେ, ୨୦୦୬ର ରଙ୍ଗ ଦେ ବାସନ୍ତୀ, ୨୦୦୯ର ଦିଲ୍ଲୀ ୬ ଆଦି କଥାଚିତ୍ରରେ ସେ କାମ କରିଛନ୍ତି । ୧୯୯୧ ମସିହାରୁ ଅଭିନୟ ଦୁନିଆରୁ ଦୂରେଇ ଯିବା ପରେ ୧୯୯୪ ମସିହାରେ ତାଙ୍କୁ ଫିଲ୍ମଫେୟାର୍ ଲାଇଫ୍‍ଟାଇମ୍ ଆଚିଭ୍‍‍ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଅଭିନୟ ବ୍ୟତୀତ ସେ ଜଣେ ସମାଜସେବୀ ଭାବରେ କାମ କରନ୍ତି । ଭାରତରେ ଦାରିଦ୍ର ଦୂରିକରଣ ପାଇଁ କାମ କରୁଥିବା ବେସକାରୀ ସଂସ୍ଥା ରଙ୍ଗଦେର ସେ ଦୂତ ଭାବରେ କରୁଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ୱହୀଦା ରହମାନ ୧୯୩୮ ମସିହାର ଫେବୃଆରୀ ୩ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ମାଡ୍ରାସ ପ୍ରେସିଡେନ୍ସିର ଚେଙ୍ଗାଲପେଟଠାରେ (ବର୍ତ୍ତମାନର ତାମିଲନାଡ଼ୁ) ଏକ ଡେକାନୀ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫][୬][୭] ସେ ତାମିଲନାଡ଼ୁ ବଦଳରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ବୋଲି ଏକ ସାଧାରଣ ଭୁଲ ଧାରଣା ରହିଛି ।[୮] ତାଙ୍କ ବାପାଙ୍କ ନାମ ଅବଦୁଲ ରହମାନ ଓ ମାଆଙ୍କ ନାମ ମମତାଜ ବେଗମ୍, ସେ ୪ ଭଉଣୀମାନଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ ।[୯] ଛୋଟବେଳୁ ସେ ଓ ତାଙ୍କ ଭଉଣୀମାନେ ଚେନ୍ନାଇରେ ଭରତନାଟ୍ୟମର ପ୍ରଶିକ୍ଷଣ ନେଇଥିଲେ ।[୧୦] ସେ ବିଶାଖାପାଟଣାର ସେଣ୍ଟ ଜୋସେଫ୍ କନ୍‍‍ଭେଣ୍ଟ ସ୍କୁଲରେ ପଢ଼ୁଥିଲେ । ତାଙ୍କର କିଶୋର ଅବସ୍ଥାରେ ୧୯୫୧ ମସିହାରେ, ଜିଲ୍ଲା କମିଶନର୍ ଭାବରେ କାର୍ଯ୍ୟ କରୁଥିବା ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା ।[୧୧][୧୨]

ଜଣେ ଡାକ୍ତର ହେବା ତାଙ୍କର ଇଚ୍ଛ ଥିଲା, ମାତ୍ର ପାରବାରିକ ପରିସ୍ଥିତି ଓ ମାଆଙ୍କର ଅସୁସ୍ଥତା କାରଣରୁ ତାଙ୍କ ନୃତ୍ୟ କଳା ପାଇଁ ତାଙ୍କୁ ଆସୁଥିବା କଥାଚିତ୍ରର ସୁଯୋଗକୁ ସେ ହାତକୁ ନେଇଥିଲେ ଓ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧୩]

ଅଭିନୟ ଜୀବନ[ସମ୍ପାଦନା]

ଆରମ୍ଭ ଏବଂ ସଫଳତା[ସମ୍ପାଦନା]

ୱାହୀଦା ଜଣେ ନର୍ତ୍ତକୀ ଭାବରେ ପ୍ରଥମ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । ସେ ତାମିଲ କଥାଚିତ୍ର ଅଲିବାବାବୁମ ୪୦ ତିରୁଦରନାଲୁମ କଥାଚିତ୍ରରେ ପ୍ରଥମ ଜଣେ ନର୍ତ୍ତକୀ ଭାବରେ କାମ କରିଥିଲେ । ୧୯୯୫ ମସିହାରେ ସେ ତେଲୁଗୁ କଥାଚିତ୍ର ରୋଜୁଲୁ ମାରାୟିରେ ନୃତ୍ୟ କରିଥିଲେ, ଯାହାକି ପ୍ରଥମେ ମୁକ୍ତିଲାଭ କରିଥିଲା । ସେହି ବର୍ଷ ଏନ୍. ଟି. ରାମା ରାଓଙ୍କ ନାୟିକା ଭାବରେ ସେ ଜୟସ୍ମିତାରେ ଅଭିନୟ କରିଥିଲେ । ୧୯୫୬ ମସିହାରେ ଅଲିବାବାବୁମ ୪୦ ତିରୁଦରନାଲୁମ ମୁକ୍ତିଲାଭ କରିଥିଲା ।[୧୪] ୧୯୫୦ ଦଶକର ମଧ୍ୟ ଭାଗରେ, ସେ ଦେବ ଆନନ୍ଦଙ୍କ ସହ କିଛି ସଫଳ କଥାଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରୁ ୧୯୫୮ ମସିହାରେ ମୁକ୍ତିଲାଭ କରିଥିବା ସୋଲଭା ସାଲ୍ ଅନ୍ୟତମ । ଦି ହିନ୍ଦୁର ସୁରେଶ କୋହଲି ସୋଲଭା ସାଲ୍ ପାଇଁ ତାଙ୍କ ପ୍ରସଂଶାରେ ଲେଖିଥିଲେ, "ଯଦିଓ ବୟସ ପାଖାପାଖି ୨୦ ଓ ଏହା ତାଙ୍କର ୪ର୍ଥ ହିନ୍ଦୀ କଥାଚିତ୍ର, ତଥାପି ରହମାନ ତାଙ୍କ ଭୂମିକାକୁ ନିଖୁଣ ଭାବରେ ନିଭେଇଛନ୍ତି; ଯେଉଁଠି ଯେତିକି ଗମ୍ଭୀର ହେବା କଥା ସେଠାରେ ସେତିକି ଯତ୍ନର ସହିତ କାମ କରିଛନ୍ତି ଏବଂ ଯେଉଁ ମନୋରଞ୍ଜନ ଦରକାର, ସେଇଠି ଆଖିରେ ଆଖିରେ ବଦମାସିକୁ ଦେଖାଇଛନ୍ତି ।"[୧୫]

ଗୁରୁ ଦତ୍ତଙ୍କ ସହିତ କାମ

ପ୍ୟାସାରେ ୱାହୀଦା (୧୯୫୭)

Waheeda's performances caught the eye of Hindi filmmaker Guru Dutt, whom she considered her mentor.[୧୬] Dutt brought her to Bombay (present-day Mumbai) and cast her as Kamini in the crime thriller C.I.D. (1956). Because of the trend set of the then popular actresses such as Madhubala, Nargis and Meena Kumari, Waheeda was asked to use a stage name, reasoning that her name should be "something sexy"; which she refused and continued with her birth name.[୧୭] Dutt would next cast her in her first lead role in Hindi films in the drama Pyaasa (1957), where she portrayed a prostitute. The film was a commercial success, and it has been regarded by critics as one of the greatest films ever made.[୧୮][୧୯] She continued collaborations with Dutt which include the noir film 12 O'Clock (1958),[୨୦] the romantic drama Kaagaz Ke Phool (1959), and the Muslim social film Chaudhvin Ka Chand (1960); all of which earned her critical praise.[୨୧] Rehman and Dutt's last collaboration was the romantic drama Sahib Bibi Aur Ghulam (1962), which starred Dutt, Kumari, and Rehman herself in a supporting role.[୨୨] The film was a major success, being lauded by both Indian and international critics.[୨୩] This earned Rehman her first Filmfare nomination in the category of Best Supporting Actress,[୨୪] meanwhile the film itself received nominations for the Golden Bear at the 13th Berlin International Film Festival and won the Filmfare Award for Best Film.[୨୫]

ବ୍ୟାପକ ସଫଳତା[ସମ୍ପାଦନା]

The actress next ventured into Bengali film-making with Satyajit Ray's film Abhijan (1962).[୨୬] Following this, she played a murder suspect in Baat Ek Raat Ki (1962), a girl embroiled in a sibling feud in Rakhi (1962) and an infertile woman in Ek Dil Sau Afsane (1963). As a leading lady, she was cast opposite many familiar faces of Hindi Cinema; notably, this includes Sunil Dutt in Mujhe Jeene Do (1962), Nirupa Roy in Kaun Apna Kaun Paraya (1963) and Biswajit in the horror film Kohraa (1964), the drama Majboor (1964), and the psychological-thriller Bees Saal Baad (1962)—the latter becoming the highest-grossing Hindi film of 1962.[୨୭] At the end of 1964, Rehman became the third-highest paid actress in Hindi films, from 1959 to 1964.

(ବାମରୁ-ଡାହାଣ) ନନ୍ଦା, ୱାହୀଦା ରହମାନ, ହେଲେନ ଏବଂ ସାଧନା

Rehman's peak continued when she was paired with other well-established superstars, namely Dilip Kumar, Rajendra Kumar, Raj Kapoor, and Rajesh Khanna. Among her most acclaimed films of the late 1960s include Teesri Kasam (1966), which won the National Film Award for Best Feature Film, Ram Aur Shyam (1967), Neel Kamal (1968) and Khamoshi (1969). The last three films each earned Rehman consecutive nominations for the Filmfare Award for Best Actress each, winning for Neel Kamal.[୨୮] In her highly praised role in Khamoshi starring alongside Rajesh Khanna and Dharmendra, she plays a nurse who goes mentally insane after falling in love with one of her patients, and eventually is sent to her own mental institution. Other commercial successes of this period were Patthar Ke Sanam (1967) and Aadmi (1968). At the end of the 1960s, Rehman ranked a new record amongst herself in becoming the second-paid actress in Hindi films, from 1964 to 1969. She states herself, "For Solva Saal, my first film as a freelancer, I received ₹30,000. The highest I ever earned in my career was Rs. 7 lakh for a film."[୨୯]

ଗାଇଡ୍ ଓ ରେଶ୍ମା ଔର୍ ଶେରା

Vijay Anand's magnum opus, the 1965 romantic drama Guide was an adaptation of the same book written by R. K. Narayan, published in 1958.[୩୦] Rehman starred as Rosie, a rebellious, strong-willed wife of an unfaithful archaeologist. She stated that the role proved difficult for her, particularly because it broke several film stereotypes at the time.[୩୧] Guide was a major commercial success, emerging as the fifth-highest grossing Hindi film of 1965, and it opened to widespread critical acclaim, with Rehman's performance receiving particular praise. Trisha Gupta of Hindustan Times writing, "Rosie was triply unusual: a woman who walks out of an unhappy marriage, begins a romantic relationship with a man who isn't her husband, and simultaneously embarks on a successful career as a dancer. She would be an unusual Hindi film heroine even today..."[୩୨] and ranked her performance amongst Indian cinema's greatest. For her performance, Rehman won the Filmfare Award for Best Actress, and Guide went on to win the National Film Award for Best Feature Film and the Filmfare Award for Best Film. It became India's official entry to the Oscars, though it did not get nominated. It is now considered a cult classic, and is considered Rehman's signature film performance.[୩୩] For headlining the film Reshma Aur Shera (1971), Rehman won the National Film Award for Best Actress, which is India's equivalent to the Academy Award for Best Actress. Reshma Aur Shera also received nominations for the Golden Bear at the 22nd Berlin International Film Festival and garnered her praise from critics, however the film failed at the box office.

ପରବର୍ତ୍ତୀ ଭୂମିକା ଓ ଚରିତ୍ର ଅଭିନେତା[ସମ୍ପାଦନା]

Rehman began experimenting with roles at this stage of career. She accepted the offer to play a mother to Jaya Bhaduri in Phagun (1973). In her new innings from the '70s, her successful films include Kabhi Kabhie (1976), Trishul (1978), Jwalamukhi (1980), Naseeb (1981), Namkeen (1982), Dharam Kanta (1982), Namak Halaal (1982), Coolie (1983), Mashaal (1984), Chandni (1989) and Lamhe (1991). Kabhi Kabhie, Namkeen, Chandni and Lamhe garnered her nominations for the Filmfare Award for Best Supporting Actress. Film expert Rajesh Subramanian reported that Manmohan Desai had approached Rehman, on behalf of Shammi Kapoor, during the making of Naseeb. In the song "John Jani Janardhan", Kapoor and Rehman make a grand-entry holding hands. Incidentally, this was the first time the two stars appeared together on screen. After her appearance in Lamhe (1991), she announced a sabbatical from the film industry.

୨୦୧୨ରେ ରହମାନ

Initially, Rehman was supposed to play the role of her frequent co-star Amitabh Bachchan's mother in Karan Johar's ensemble family drama Kabhi Khushi Kabhie Gham... (2001). However, after having shot a few scenes, she dropped out of the film due to her husband's death in November 2000; subsequently, her role was then played by Achala Sachdev.[୩୪] In recent years, she has played motherly roles in Om Jai Jagadish (2002), Water (2005), 15 Park Avenue (2005), Rang De Basanti (2006) and Delhi 6 (2009), all of which earned her critical acclaim. In 2011, she was honoured by the Government of India with the Padma Bhushan, and in 2013 with the Cenetary Award for Indian Film Personality for her contribution to Indian Cinema. A biography has been written and published in 2014 about Rehman, entitled Conversations With Waheeda Rehman,[୩୫] which consist of interviews collected by author and director Nasreen Munni Kabir.

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅପ୍ରେଲ ୧୯୭୪ରେ, ସେ ଅଭିନେତା ଶଶି ରେଖିଙ୍କୁ (ମଞ୍ଚନାମ: କମଲଜିତ) ବିବାହ କରିଥିଲେ ।[୩୬] ୧୯୬୪ ମସିହାରେ ସେମାନେ ଶଗୁନ୍ କଥାଚିତ୍ରରେ ଏକାଠି କାମ କରିଥିଲେ । ଏହି ଦମ୍ପତିଙ୍କର ଦୁଇ ଜଣ ପୁଅ ଅଛନ୍ତି; ସୋହେଲ ଓ କଶ୍ୱି ଉଭୟ ଲେଖକ । ବିବାହ ପରେ ସେ ବାଙ୍ଗାଲୋରରେ ରହୁଥିଲେ ଏବଂ ୨୦୦୦ ମସିହାରେ ରେଖିଙ୍କ ମୃତ୍ୟୁ ପରେ ସେ ମୁମ୍ବାଇ ଆସିଯାଇଥିଲେ ଓ ବାଣ୍ଡ୍ରାରେ ରହୁଛନ୍ତି ।[୩୭][୩୮]

ତାଙ୍କ ଜୀବନୀ ବିଷୟରେ ଜନସାଧାରଣରେ ଅଧିକ ଧାରଣା ନାହିଁ । ନସରୀନ ମୁନ୍ନି କବିରଙ୍କଦ୍ୱାରା ରଚିତ ତାଙ୍କ ଜୀବନୀ ପୁସ୍ତକ କନ୍‍ଭରସେସନ୍ ଉଇଥ୍ ୱାହୀଦା ରହମାନର ଉନ୍ମୋଚନ ବେଳେ ସେ ଦେଇଥିବା ସାକ୍ଷାତକାରରେ କହିଥିଲେ, ସେ ତାଙ୍କ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହାନ୍ତି ।[୩୯]

ପ୍ରଶଂସା[ସମ୍ପାଦନା]

ରହମାନ ଭାରତୀୟ କଥାଚିତ୍ର ଜଗତର ସର୍ବୋତ୍ତମ ଅଭିନେତ୍ରୀ ଭାବରେ ବିବେଚିତ ହୁଅନ୍ତି ।[୪୦] ରେଡିଫ୍.କମ୍ ତାଙ୍କୁ "ହିନ୍ଦୀ କଥାଚିତ୍ର ଜଗତର ସର୍ବଶ୍ରେଷ୍ଠ ଅଭିନେତ୍ରୀ" ଭାବରେ ସ୍ଥାନିତ କରିଥିଲେ ।[୪୧] ୨୦୨୨ ମସିହାରେ, ସେ ଆଉଟ୍‌ଲୁକ୍ ଇଣ୍ଡିଆର "୭୫ ବେଷ୍ଟ ବଲିଉଡ୍ ଆକ୍ଟ୍ରେସ୍"ରେ ତାଙ୍କୁ ସ୍ଥାନିତ କରିଥିଲେ ।[୪୨] ୧୯୬୦ ଓ ୧୯୭୦ ଦଶକରେ ସେ ଭାରତୀୟ ବକ୍ସ ଅଫିସ୍‌ରେ ସର୍ବାଧିକ ପାରିଶ୍ରମିକ ନେଉଥିବା ନାୟିକ ଅଥିଲେ ।[୪୩]

ପୁରସ୍କୃତ ଓ ମନୋନିତ ହୋଇଥିବା କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ପୁରସ୍କାର ବର୍ଗ ଫଳାଫଳ ଆଧାର
୧୯୬୨ ସାହେବ ବିବି ଔର୍ ଗୁଲାମ୍ ଫିଲ୍ମଫେୟାର୍ ପୁରସ୍କାର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ମନୋନୀତ [୪୪]
୧୯୬୫ ଗାଇଡ୍ ଶ୍ରେଷ୍ଠ ଅଭିନେତ୍ରୀ ବିଜୟୀ [୪୫]
ଚିକାଗୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଶ୍ରେଷ୍ଠ ଅଭିନେତ୍ରୀ ବିଜୟୀ [୪୬]
୧୯୬୬ ତୀସ୍ରି କସମ୍ ବିଏଫ୍‌ଜେଏ ଆୱାର୍ଡ଼ ଶ୍ରେଷ୍ଠ ଅଭିନେତ୍ରୀ (ହିନ୍ଦୀ) ବିଜୟୀ [୪୭]
୧୯୬୭ ରାମ୍ ଔର୍ ଶ୍ୟାମ୍ ଫିଲ୍ମଫେୟାର୍ ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ମନୋନୀତ [୪୮]
୧୯୬୮ ନୀଲ୍ କମଲ୍ ବିଜୟୀ [୨୮]
୧୯୭୦ ଖାମୋଶି ମନୋନୀତ [୪୯]
୧୯୭୧ ରେଶ୍ମା ଔର୍ ଶେରା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ବିଜୟୀ [୫୦]
୧୯୭୬ କଭି କଭି ଫିଲ୍ମଫେୟାର୍ ପୁରସ୍କାର ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ମନୋନୀତ [୫୧]
୧୯୮୨ ନମକୀନ୍ ମନୋନୀତ [୫୨]
୧୯୮୯ ଚାନ୍ଦିନୀ ମନୋନୀତ
୧୯୯୧ ଲହ୍ମେ ମନୋନୀତ [୫୩]

ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ (୧୯୭୨)[୫୪]
  • ଫିଲ୍ମଫେୟାର ଜୀବନ ବ୍ୟାପି ସାଧନା ପୁରସ୍କାର (୧୯୯୪)[୫୫]
  • ଆଇଫା ଜୀବନ ବ୍ୟାପି ସାଧନା ପୁରସ୍କାର (୨୦୦୧)[୫୬]
  • ଏନ୍‌ଟିଆର୍ ନ୍ୟାସନାଲ୍ ଆୱାର୍ଡ଼ (୨୦୦୬)[୫୭]
  • ପଦ୍ମ ଭୂଷଣ (୨୦୧୧)[୫୮]
  • ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ରାଷ୍ଟ୍ରୀୟ କିଶୋର କୁମାର ସମ୍ମାନ (୨୦୨୦)[୫୯]
  • ଦାଦାସାହେବ ଫାଲକେ ପୁରସ୍କାର: ଭାରତୀୟ କଥାଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ୨୦୨୧ (୨୦୨୩ ମସିହାରେ ଦିଆଯାଇଥିଲା)[୬୦]

ଆଧାର[ସମ୍ପାଦନା]

  1. "Interview: Waheeda Rehman". glamsham.com. Archived from the original on 13 March 2014. Retrieved 13 March 2014.
  2. "'I did not consider myself beautiful' – Waheeda Rehman". india.com. Archived from the original on 4 March 2016. Retrieved 13 March 2014.
  3. "Waheeda Rehman: The Quintessential Beauty of Bollywood". firstpost.com. Retrieved 13 March 2014.
  4. "I am not very keen on doing films: Waheeda Rehman". timesofindia.com. 20 October 2012. Archived from the original on 14 September 2017. Retrieved 13 March 2014.
  5. Rachana Dubey (15 May 2014). "Waheeda Rehman's date issues". The Times of India. Archived from the original on 14 September 2017. Retrieved 15 January 2015.
  6. "Rehman, Waheeda (1938-)". National Library of Australia. Archived from the original on 18 May 2015. Retrieved 15 January 2015.
  7. "Rahman, waheeda, 1938". id.loc. Archived from the original on 18 May 2015. Retrieved 15 January 2015.
  8. "My Mentor". The Times of India. 23 June 2009. Archived from the original on 27 January 2015. Retrieved 17 February 2016.
  9. Kabir, Nasreen Munni (15 March 2015). Conversations with Waheeda Rehman (in ଇଂରାଜୀ). Penguin UK. ISBN 9789351186427.
  10. Guru Dutt was my mentor: Waheeda/
  11. Gulzar, p. 22
  12. "Interview with Waheeda Rehman". 5 August 2015. Archived from the original on 5 March 2016. Retrieved 6 August 2015.
  13. Britannica, Encyclopedia (2003). Encyclopaedia of Hindi Cinema (in ଇଂରାଜୀ). Popular Prakashan. ISBN 9788179910665.
  14. Modern Theatres (14 January 1956). Alibabavum 40 Thirudargalum 1956 Songbook.
  15. Kohli, Suresh (30 August 2012). "Solva Saal (1958)". The Hindu (in Indian English). ISSN 0971-751X. Retrieved 7 August 2019.
  16. "How Guru Dutt Discovered Legendary Actress Waheeda Rehman". www.msn.com. Retrieved 7 August 2019.
  17. "Was a stubborn newcomer in industry: Waheeda Rehman". The Economic Times. 22 January 2015. Retrieved 7 August 2019.
  18. "BoxOffice India.com". 2 January 2010. Archived from the original on 2 January 2010. Retrieved 26 May 2021.
  19. An, Gautam (27 November 2014). "'Pyaasa' (1957) is an Eternal Classic. Here's Why". The Cinemaholic (in ଆମେରିକୀୟ ଇଂରାଜୀ). Retrieved 26 May 2021.
  20. "Filmfare recommends: Best Bollywood noir films of the '50s". filmfare.com (in ଇଂରାଜୀ). Retrieved 26 May 2021.
  21. Sood, Samira (16 May 2020). "Kaagaz Ke Phool is Guru Dutt's masterclass in filmmaking and heartbreak". ThePrint (in ଆମେରିକୀୟ ଇଂରାଜୀ). Retrieved 26 May 2021.
  22. "Raise a Glass for the Lady". The Indian Express (in ଇଂରାଜୀ). 11 March 2018. Retrieved 26 May 2021.
  23. Kumar, Anuj (1 June 2012). "The legend endures". The Hindu (in Indian English). ISSN 0971-751X. Retrieved 7 August 2019.
  24. "The Nominations - 1962- The 51st Filmfare Awards". archive.is. 8 July 2012. Archived from the original on 8 July 2012. Retrieved 7 August 2019.
  25. Alvi, Abrar (2005). "Sahib bibi aur ghulam". 100 Bollywood Films. doi:10.5040/9781838710538.0089. ISBN 9781838710538.
  26. IANS (9 April 2014). "'Conversations With Waheeda Rehman' : The endearing story of a remarkable actress (Book Review)". Business Standard India. Retrieved 8 August 2019.
  27. Britannica, Encyclopedia (2003). Encyclopaedia of Hindi Cinema (in ଇଂରାଜୀ). Popular Prakashan. ISBN 978-81-7991-066-5.
  28. ୨୮.୦ ୨୮.୧ "The Winners – 1968". Filmfare Awards. Archived from the original on 10 July 2012. Retrieved 15 December 2010.
  29. Gupta, Trisha (12 February 2016). "In her own name". @businessline (in ଇଂରାଜୀ). Retrieved 8 August 2019.
  30. "rediff.com, Movies: Classics Revisited: Guide". www.rediff.com. Retrieved 26 May 2021.
  31. "'Guide' was a challenge for me: Waheeda Rehman - Times of India". The Times of India (in ଇଂରାଜୀ). 22 July 2012. Retrieved 8 August 2019.
  32. "60 years of RK Narayan's The Guide: A tale ahead of its time". Hindustan Times (in ଇଂରାଜୀ). 27 October 2018. Retrieved 8 August 2019.
  33. "Time Magazine". Time: Guide (1965). Archived from the original on 30 October 2010.
  34. Hungama, Bollywood (2000-11-24). "Waheeda Rehman opts out of Kabhi Khushi Kabhi Gham: : Bollywood News - Bollywood Hungama". Bollywood Hungama (in ଇଂରାଜୀ). Retrieved 2023-02-26.
  35. Kabir, Nasreen Munni (15 March 2015). Conversations with Waheeda Rehman (in ଇଂରାଜୀ). Penguin UK. ISBN 9789351186427.
  36. "Secrets: Unknown Husbands Of Bollywood". Indiatimes. Times Internet Limited. 9 March 2016. Archived from the original on 12 March 2018. Retrieved 11 March 2018.
  37. "Exclusive: Waheeda Rehman's Son Has A Dream Wedding In Bhutan". The Quint. 15 June 2016. Retrieved 11 March 2018.
  38. "Mirror on a Full Moon". Outlook India. Retrieved 11 March 2018.
  39. "My private life nobody's business: Waheeda Rehman on relationship with Guru Dutt". The Indian Express (in Indian English). 6 April 2014. Retrieved 6 August 2019.
  40. "Top heroines of Bollywood". India Today. Archived from the original on 28 November 2020. Retrieved 24 August 2020.
  41. Sen, Raja (6 March 2007). "Bollywood's best actresses. Ever". Rediff.com. Archived from the original on 9 March 2007. Retrieved 13 March 2007.
  42. "75 Bollywood Actresses Who Ruled The Silver Screen With Grace, Beauty And Talent". Outlook India. Archived from the original on 16 August 2022. Retrieved 16 August 2022.
  43. "Top Actresses". Box Office India. Archived from the original on 4 January 2012. Retrieved 24 April 2020.
  44. "The Nominations – 1962". Filmfare Awards. Archived from the original on 8 July 2012. Retrieved 15 December 2010.
  45. "The Winners – 1966". Filmfare Awards. Archived from the original on 8 July 2012. Retrieved 15 December 2010.
  46. "Chicago International Film Festival Awards". The Chicago International Film Festival. Retrieved October 25, 2017.
  47. 32nd Annual BFJA Awards
  48. "The Nominations – 1967". Filmfare Awards. Archived from the original on 29 October 2007. Retrieved 15 December 2010.
  49. "The Nominations – 1970". Filmfare Awards. Archived from the original on 23 March 2004. Retrieved 15 December 2010.
  50. "Reshma Aur Shera 1971". The Hindu (in Indian English). 25 October 2008. ISSN 0971-751X. Retrieved 31 December 2018.
  51. "The Nominations – 1976". Filmfare Awards. Archived from the original on 10 July 2012. Retrieved 15 December 2010.
  52. "The Nominations – 1982". Filmfare Awards. Archived from the original on 8 July 2012. Retrieved 15 December 2010.
  53. "The Nominations – 1991". Filmfare Awards. Archived from the original on 10 July 2012. Retrieved 15 December 2010.
  54. "Padma Awards Directory (1954–2014)" (PDF). Ministry of Home Affairs (India). 21 May 2014. pp. 37–72. Archived from the original (PDF) on 14 September 2017. Retrieved 22 March 2016.
  55. "Lifetime Achievement (Popular)". Filmfare Awards. Archived from the original on 12 February 2008. Retrieved 15 December 2010.
  56. "IIFA Through the Years – IIFA 2001: South Africa". International Indian Film Academy Awards. Archived from the original on 25 September 2015. Retrieved 3 August 2021.
  57. "N.T.R. NATIONAL FILM AWARDEES". APSFTVTDC. Retrieved 3 January 2021.
  58. "Brajesh Mishra, Azim Premji, Montek in list of 128 Padma awardees". The Times of India. Archived from the original on 16 July 2012. Retrieved 26 January 2011.
  59. "Waheeda Rehman conferred with Kishore Kumar Award". The Indian Express (in ଇଂରାଜୀ). 2020-02-04. Retrieved 2022-03-20.
  60. The Indian Express (26 September 2023). "Waheeda Rehman honoured with Dadasaheb Phalke Award for contributions to Indian cinema, expemplifying 'strength of Bharatiya Nari'" (in ଇଂରାଜୀ). Archived from the original on 26 September 2023. Retrieved 26 September 2023.

ଉତ୍ସ[ସମ୍ପାଦନା]

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]