Jump to content

ନର୍ଗିସ ଦତ୍ତ

ଉଇକିପିଡ଼ିଆ‌ରୁ
(Nargisରୁ ଲେଉଟି ଆସିଛି)
ନର୍ଗିସ ଦତ୍ତ
ନର୍ଗିସ ଦତ୍ତ
ଜନ୍ମ୧ ଜୁନ ୧୯୨୯
କଲିକତା, ପଶ୍ଚିମ ବଙ୍ଗ,
ମୃତ୍ୟୁ୩ ମେ ୧୯୮୧ (ବୟସ ୫୧)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୩୫, ୧୯୪୨୧୯୬୭
ବୈବାହିକ-ସାଥୀସୁନିଲ ଦତ୍ତ (19581981) (her death)
ସନ୍ତାନସଞ୍ଜୟ ଦତ୍ତ
ନର୍ମତ୍ତା ଦତ୍ତ
ପ୍ରିୟା ଦତ୍ତ

ନର୍ଗିସଙ୍କ ଜନ୍ମ କଲିକତାରେ ୧୯୨୯ ମସିହା ଜୁନ ୧ ତାରିଖରେ ହୋଇଥିଲା । ତାଙ୍କ ବାପା ବୃତ୍ତିରେ ଜଣେ ଡାକ୍ତର ଥିଲେ ଏବଂ ମା ଜଣେ ସଂଗୀତ ଗାୟିକା ଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ନର୍ଗିସ ଅଭିନେତା ସୁନିଲ ଦତ୍ତଙ୍କୁ ବିବାହ କରିଥିଲେ । ତାଙ୍କର ତିନିଟି ସନ୍ତାନ ଥିଲେ, ସଞ୍ଜୟ ଦତ୍ତ, ନମ୍ରତା ଦତ୍ତ ଓ ପ୍ରିୟା ଦତ୍ତ[]

  1. "Sanjay Dutt recalls when mother Nargis asked him to spend some time with her: 'We take parents for granted'". The Indian Express (in ଇଂରାଜୀ). 2024-01-05. Retrieved 2026-03-02.

ଅଧିକ ତଥ୍ୟ

[ସମ୍ପାଦନା]