Jump to content

ଦି ହିନ୍ଦୁ

ଉଇକିପିଡ଼ିଆ‌ରୁ


ଦି ହିନ୍ଦୁ
ଫାଇଲ:The Hindu logo.gif
ଫାଇଲ:NewsPaperTheHindu.png
୧୬ ମାର୍ଚ ୨୦୦୫ରେ ଦି ହିନ୍ଦୁର ମୁଖ୍ୟ ପୃଷ୍ଠା ।
ପ୍ରକାରଦୈନିକ ସମ୍ବାଦପତ୍ର
FormatBroadsheet
ମାଲିକଦି ହିନ୍ଦୁ ଗ୍ରୁପ, ଓ
କସ୍ତୁରୀ ଏଣ୍ଡ୍ ସନ୍ସ୍ ଲିମିଟେଡ୍
ପ୍ରତିଷ୍ଠାତାଜି ସୁବ୍ରମଣ୍ୟ ଆୟାର୍
ପ୍ରକାଶକଏନ୍ ରାମ[]
ସମ୍ପାଦକମୁକୁନ୍ଦ ପଦ୍ମନାଭନ୍[][]
ପ୍ରତିଷ୍ଠିତ20 ସେପ୍ଟେମ୍ବର 1878 (1878-09-20)
ଭାଷାଇଂରାଜୀ
ମୁଖ୍ୟାଳୟଚେନ୍ନାଇ
Circulation୧,୪୫୮,୩୯୮ ପ୍ରତିଦିନ[] (as of ଜାନୁଆରୀ–ଜୁନ୍ ୨୦୧୬)
ISSN0971-751X
ଓ. ସି. ଏଲ. ସି. ନମ୍ବର13119119
ୱେବସାଇଟwww.thehindu.com

ଦି ହିନ୍ଦୁ ହେଉଛି ଭାରତରେ ପ୍ରକାଶିତ ଇଂରାଜୀ ଭାଷାର ଏକ ଦୈନିକ ସମ୍ବାଦପତ୍ର । ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇଛାରେ ଅବସ୍ଥିତ । ୧୮୭୮ ମସିହାରେ ଆରମ୍ଭ ହେବାବେଳେ ଏହା ଏକ ସାପ୍ତାହିକୀ ଥିଲା ଓ ପରେ ଏହା ୧୮୮୯ଠାରୁ ଦୈନିକ ଭାବେ ପ୍ରକାଶିତ ହେଲା । ଏହା ଦୁଇଟି ଭାରତୀୟ ସମ୍ବାଦପତ୍ର ରେକର୍ଡ ମଧ୍ଧରୁ ଗୋଟିଏ ।[][] ଓ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପରେ ଦ୍ୱିତୀୟ ସର୍ବବୃହତ ଖବରକାଗଜ ।[]

  1. "Changes at the Helm: Editorial and Business". The Hindu. Chennai, India. 22 ଅକ୍ଟୋବର 2013. Retrieved 22 ଅକ୍ଟୋବର 2013.
  2. "Mukund Padmanabhan is Editor of The Hindu; Raghavan Srinivasan becomes Business Line Editor". The Hindu. Retrieved 14 ମଇ 2016.
  3. Vidhi Choudhary. "'The Hindu' appoints Mukund Padmanabhan as editor". www.livemint.com/. Retrieved 14 ମଇ 2016.
  4. ୪.୦ ୪.୧ "Submission of circulation figures for the audit period July - December 2015" (PDF). Audit Bureau of Circulations. Retrieved 5 ଜାନୁଆରୀ 2016.
  5. "thehindu.com Site Info". Alexa Internet. Archived from the original on 25 ଡିସେମ୍ବର 2018. Retrieved 14 ଅଗଷ୍ଟ 2014.
  6. Drèze, Jean; Sen, Amartya (21 ଫେବୃଆରୀ 1991). The Political Economy of Hunger: Volume 1: Entitlement and Well-being (in ଇଂରାଜୀ). Clarendon Press. ISBN 9780191544460.
  7. Bald, Vivek; Chatterji, Miabi; Reddy, Sujani; Vimalassery, Manu (22 ଜୁଲାଇ 2013). The Sun Never Sets: South Asian Migrants in an Age of U.S. Power (in ଇଂରାଜୀ). NYU Press. ISBN 081478643X.