ଦି ହିନ୍ଦୁ
ଦି ହିନ୍ଦୁ
ଫାଇଲ:The Hindu logo.gif | |
ଫାଇଲ:NewsPaperTheHindu.png ୧୬ ମାର୍ଚ ୨୦୦୫ରେ ଦି ହିନ୍ଦୁର ମୁଖ୍ୟ ପୃଷ୍ଠା । | |
Type | ଦୈନିକ ସମ୍ବାଦପତ୍ର |
---|---|
Format | Broadsheet |
Owner(s) | ଦି ହିନ୍ଦୁ ଗ୍ରୁପ, ଓ କସ୍ତୁରୀ ଏଣ୍ଡ୍ ସନ୍ସ୍ ଲିମିଟେଡ୍ |
Founder(s) | ଜି ସୁବ୍ରମଣ୍ୟ ଆୟାର୍ |
Publisher | ଏନ୍ ରାମ[୧] |
Editor | ମୁକୁନ୍ଦ ପଦ୍ମନାଭନ୍[୨][୩] |
Founded | 20 ସେପ୍ଟେମ୍ବର 1878 |
Language | ଇଂରାଜୀ |
Headquarters | ଚେନ୍ନାଇ |
Circulation | ୧,୪୫୮,୩୯୮ ପ୍ରତିଦିନ[୪] (as of ଜାନୁଆରୀ–ଜୁନ୍ ୨୦୧୬) |
ISSN | 0971-751X |
OCLC number | 13119119 |
Website | www |
ଦି ହିନ୍ଦୁ ହେଉଛି ଭାରତରେ ପ୍ରକାଶିତ ଇଂରାଜୀ ଭାଷାର ଏକ ଦୈନିକ ସମ୍ବାଦପତ୍ର । ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇଛାରେ ଅବସ୍ଥିତ । ୧୮୭୮ ମସିହାରେ ଆରମ୍ଭ ହେବାବେଳେ ଏହା ଏକ ସାପ୍ତାହିକୀ ଥିଲା ଓ ପରେ ଏହା ୧୮୮୯ଠାରୁ ଦୈନିକ ଭାବେ ପ୍ରକାଶିତ ହେଲା । ଏହା ଦୁଇଟି ଭାରତୀୟ ସମ୍ବାଦପତ୍ର ରେକର୍ଡ ମଧ୍ଧରୁ ଗୋଟିଏ ।[୬][୭] ଓ ଦି ଟାଇମ୍ସ ଅଫ୍ ଇଣ୍ଡିଆ ପରେ ଦ୍ୱିତୀୟ ସର୍ବବୃହତ ଖବରକାଗଜ ।[୪]
ଆଧାର[ସମ୍ପାଦନା]
- ↑ "Changes at the Helm: Editorial and Business". The Hindu. Chennai, India. 22 ଅକ୍ଟୋବର 2013. Retrieved 22 ଅକ୍ଟୋବର 2013.
- ↑ "Mukund Padmanabhan is Editor of The Hindu; Raghavan Srinivasan becomes Business Line Editor". The Hindu. Retrieved 14 ମଇ 2016.
- ↑ Vidhi Choudhary. "'The Hindu' appoints Mukund Padmanabhan as editor". www.livemint.com/. Retrieved 14 ମଇ 2016.
- ↑ ୪.୦ ୪.୧ "Submission of circulation figures for the audit period July - December 2015" (PDF). Audit Bureau of Circulations. Retrieved 5 ଜାନୁଆରୀ 2016.
- ↑ "thehindu.com Site Info". Alexa Internet. Retrieved 14 ଅଗଷ୍ଟ 2014.
- ↑ Drèze, Jean; Sen, Amartya (21 ଫେବୃଆରୀ 1991). The Political Economy of Hunger: Volume 1: Entitlement and Well-being (in ଇଂରାଜୀ). Clarendon Press. ISBN 9780191544460.
- ↑ Bald, Vivek; Chatterji, Miabi; Reddy, Sujani; Vimalassery, Manu (22 ଜୁଲାଇ 2013). The Sun Never Sets: South Asian Migrants in an Age of U.S. Power (in ଇଂରାଜୀ). NYU Press. ISBN 081478643X.