ହାଙ୍ଗଳ
ଦେଖଣା
Hanagal
ಹಾನಗಲ್ Hangal | |
|---|---|
town | |
Hangal Tarakeshwara temple | |
| Nickname: Panagal | |
| Country | |
| State | Karnataka |
| District | Haveri |
| Lok Sabha Constituency | Haveri |
| Elevation | 555 m (1,821 ft) |
| Population (2011) | |
| • Total | ୨୮,୧୫୯ |
| Languages | |
| Time zone | UTC+5:30 (IST) |
| PIN | 581 104 |
| Telephone code | 08379 |
| ISO 3166 code | IN-KA |
| ଯାନବାହାନ ପଞ୍ଚୀକରଣ | KA-27 |
| Website | www |
ହାଙ୍ଗଳ, ଭାରତୀୟ ରାଜ୍ୟ କର୍ଣାତକର ଏକ ଏଇତିହାସିକ ସହର । ଏହା ହୁବଲି-ଧରବାଦର 75 କିଲୋମିଟର ଦକ୍ଷିଣକୁ ରହିଛି । ଏହା ତୁଙ୍ଗଭଦ୍ରା ନଦୀର ପଶ୍ଚିମକୁ 35 କିଲୋମିରତ ଦୂରରେ ଅବସ୍ଥିତ । ଆରବ ସାଗର ମଧ୍ୟ ଏହା ନିକଟରେ ରହିଛି । ଏହା ଏକ କୃଷିପ୍ରଧାନ ଅଞ୍ଚଳ ।
.[୧]
ଏହା ପ୍ରାଚୀନ କଡମ୍ବ ସମ୍ଭ୍ରାଜୀର ରାଜଧାନୀ ରହିଥିଲା । 485 ମସିହା ସମୟରେ କଡମ୍ବ ସମ୍ଭରଜ୍ୟ ଏକ ବିଶାଳ ରାଜ୍ୟ ଥିଲା । ସେହି ସମୟରେ ନିର୍ମିତ ଜୈନ ମନ୍ଦିର ଏଠାରେ ରହିଛି ।
4 2001 ଜନଗଣନା ଅନୁସାରେ ହାଙ୍ଗଳର ଜନସଂଖ୍ୟା 25.011 ଥିଲା । ଏହା ମଧ୍ୟରୁ 51 % ପୁରୁଷ ରହିଥିବା ବେଳେ 49 % ମହିଳା ଥିଲେ । ଏଠାରେ ସାକ୍ଷ୍ୟରତା ହାର 64 % ଥିଲା ଓ 6 ବର୍ଷରୁ କମ ସଂଖ୍ୟା 14 % ରହିଥିଲା । under six years of age.
ଏଠାରେ ଚାଲୁକ୍ୟ ଓ ହୋୟଶାଳା ରାଜବଂଶ ସମୟର ଅନେକ ପ୍ରାଚୀନ ମନ୍ଦିର ସମୂହ ରହିଛି ।

ତାରକେଶ୍ୱରୀ ମନ୍ଦିର
[ସମ୍ପାଦନା]ଦୁର୍ଗରେ ଥିବା ଜୈନ ମନ୍ଦିର
[ସମ୍ପାଦନା]Photo Gallery
|
|---|
|
|
|
ପୁନଶ୍ଚ ଦେଖଣା
[ସମ୍ପାଦନା]
|