ଦିଲୱାରା ମନ୍ଦିର
ଦେଖଣା
ଦିଲୱାରା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | Jainism |
Location | |
ସ୍ଥାନ | Mount Abu, Sirohi, Rajasthan, India |
Architecture | |
Completed | between the 11th and 13th centuries AD |
ଦିଲୱାରା ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନର ଅବୁ ପର୍ବତରୁ 2.5 କିଲୋମିଟର ଦୂରରେ ଥିବା ଏକ ଜୈନ ମନ୍ଦିର । ଏହା ବସ୍ତୁପାଳ ତେଜପଲଙ୍କଦ୍ୱାରା 11 ଶ ଓ 13 ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହେଇଥିବାର ଜଣାଯାଏ । ସେହି ସମୟରେ ମାର୍ବଳ କଳା ଭାରତରେ ପ୍ରସିଦ୍ଧି ଲାଭ କରିଥିଲା । ଦିଲୱାରା ମନ୍ଦିରଠାରେ ମାର୍ବଳରେ 5ଟି ଜୈନ ମନ୍ଦିର ରହିଛି ।ଏହାକୁ ଭାରତର ସବୁଠାରୁ ସୁନ୍ଦର ଜୈନ ଧର୍ମସ୍ଥଳୀ କୁହାଯାଏ ।
ରାଜସ୍ଥାନର ଅନନ୍ୟ ସ୍ଥାନରେ ମଧ୍ୟ ଜୈନ ମନ୍ଦିର ମାନ ଥିଲେ ମଧ୍ୟ ଏହି ମନ୍ଦିର ପରି ସୁନ୍ଦର ସ୍ଥାପତ୍ୟ କଳା ଦେଖିବାକୁ ମିଳେ ନାହିଁ । ଛତ , ସ୍ତମ୍ଭ , କବାଟ ଓ ପାନେଲରେ ଥିବା ସୂକ୍ଷ୍ମ କଳା ଏଠାରେ ଅନନ୍ୟ ।
ଦିଲୱାରାର 5ଟି ମନ୍ଦିର
[ସମ୍ପାଦନା]ଦିଲୱାରାର 5ଟି ମନ୍ଦିର,
Vimal Vasahi Temple
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]-
Parshvanatha Temple at Dilwara group of Temples
-
Jain temple, Mt.Abu
-
Interior of the Luna Vasahi or Neminath Temple, Dilwara
-
Inner Hall of the main temple at Mt. Abu in 1898
-
Dilwara Temple, domed ceiling, detail
-
Dilwara in 1990
-
Dilwara Temple ceiling detail
-
Doorway detail
-
Kalpavriksha illustration in Dilwara Jain Temple
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Dilwara Temples ( Mount Abu ) Archived 2009-04-24 at the Wayback Machine.
- The Delwara Temples at Mount Abu Jaina Architecture in India, ch.1