ଚଉଦୟଦାନପୁର
Appearance
Chaudayyadanapur
Chaudadanapur | |
---|---|
town | |
Country | India |
State | Karnataka |
District | Haveri |
Languages | |
Time zone | UTC+5:30 (IST) |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA-27 |
Nearest city | Ranebennur |
Website | karnataka |
ଚଉଦୟଦାନପୁର, ଭାରତୀୟ ରାଜ୍ୟ କରଣାତକର ହାଭରି ଜିଲ୍ଲାର ରାନେବେଣୁର ତାଲୁକ ଅଞ୍ଚଳରେ ଥିବା ଏକ ଗ୍ରାମ । ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର ଭାରତୀୟ ଧର୍ମ , ସଂସ୍କୃତି ଓ କାବ୍ଯ କବିତା ସମସ୍ତଙ୍କୁ ଉତ୍ତମ ଭାବରେ ପ୍ରତିପାଦିତ କରିବା ଭଳି ସ୍ଥାପତ୍ୟ କଳା ସହ ରହିଛି । [୧]
ପରିଚିତି
[ସମ୍ପାଦନା]ବ୍ଭାରତୀୟ ସଂସ୍କୃତିକୁ ଉତ୍ତର କରଣତକର ବହୁମୂଲ୍ୟ ଅବଦାନ ସବୁ କାଳରେ ରହିଥିଲା । ଏହା ପରେ ଅବସକୃତ ହେଇଥିବା ଖାନରୁ ଜଣା ପଡିଥାଏ ।
.ଚଉଦୟଦାନପୁରର ପ୍ରାଚୀନ ନାମ ଶିବପୁର ଥିଲା । ଦ୍ୱାଦଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ବାସଭେଶ୍ୱର ଏହି ଗ୍ରାମକୁ ଅମ୍ବିଗରା ଚୌଦଯ୍ଯ ନାମକ ଜଣେ ଦଙ୍ଗାଚାଳକଙ୍କୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ତାହା ପରେ ଏହାର ନାମ ଚୌଦଦାନପୁର ହେଲା । [୨]
ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର କୁ ଭାରତୀୟ କଳା ଓ ସଂସ୍କୃତିର ଏକ ଚରମ ନିଦର୍ଶନ କୁହାଯାଇପାରେ । .[୩]
ମୁକ୍ତେଶ୍ୱର ମନ୍ଦିର
[ସମ୍ପାଦନା]
History
[ସମ୍ପାଦନା]ଏହା ନିକଟରେ ଥିବା ନରସିଂହ ମନ୍ଦିରର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- North Karnataka
- Tourism in North Karnataka
- Ranebennur
- Haveri
- Galaganatha
- Mylara Lingeshwara Temple at Mylara
- Hangal
- Bankapur
- Kaginele
ଆଧାର
[ସମ୍ପାଦନା]- ↑ "Temple of Mukteswar at Caudadanapur: A Little-Known 12th-13th Century Temple in Dharwar District, Karnataka". Retrieved 2008-10-27.
- ↑ "Chaudadanapur". Retrieved 2009-05-04.
- ↑ "The Temple of Mukteshwar at Cauudenapur". Retrieved 2008-10-27.