ବଲ୍ଲୀଗଭୀ
Balligavi | |
---|---|
village | |
Country | India |
State | Karnataka |
District | Shivamogga District |
Languages | |
Time zone | UTC+5:30 (IST) |
ବଲ୍ଲୀଗଭୀ (କନ୍ନଡ଼: ಬಳ್ಳಿಗಾವಿ) ଭାରତୀୟତା ରାଜ୍ୟ କର୍ଣାଟକର ଶିବମୋଗ୍ଗା ଜିଲ୍ଲାର ଶିକରିପୁରା ତାଲୁକର ଏକ ସହର । ଏହାର ପ୍ରାଚୀନ ନାମ ଦକ୍ଷିଣ କେଦାର , ଭିଲ୍ଲୀଗ୍ରାମ ଥିଲା । ଏହା ଏକ ପ୍ରାଚୀନ ସଂସ୍କୃତି ଓ ଏଇତିହ ସ୍ଥଳ । ଏଠାରେ ଅନେକ ପୁରାତନ ଭାସ୍କର୍ଜ୍ୟ ରହିଛି । ଏହା ବୀର ଶୈବ ସନ୍ଥ ଆଲ୍ଲାମା ପ୍ରଭୁଙ୍କ ଜନ୍ମସ୍ଥାନ । [୧] ବଚନ କବି ଅକ୍କା ମହାଦେବୀ ଏହି ସ୍ଥାନସହ ସମ୍ପୃକ୍ତ ଥିଲେ । .[୨] ସେ ଆଲ୍ଲାମ୍ମା ପ୍ରଭଯୁ ଓ ବାସଭନ୍ନଙ୍କ ସହ ମିଶି ବୀର ଶୈବ ସଂଗଠନକୁ ଆଗେଇ ନେଇଥିଲେ । ବଲ୍ଲଗଭୀଠାରେ ହୋୟଶାଳାରର ରାଣୀ ଶନତଲା ଦେବୀ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ ।
ହୋୟଶାଳା ଅଞ୍ଚଳର ଅନେକ ପ୍ରସିଦ୍ଧ ଭାସ୍କର୍ଜୀ ଶିଳ୍ପୀ ଏହି ଅଞ୍ଚଳରୁ ହିଁ ଜନ୍ମ ଗ୍ରହଣ କରି ଥିଲେ । ଏଠାରେ ଥିବା 11 ଶ ଶତାବ୍ଦୀର ମନ୍ଦିର କେଦାରେଶ୍ୱର ମନ୍ଦିର ସହ ତ୍ରିପୁରଣତକେଶ୍ୱର ମନ୍ଦିର ପର୍ଯ୍ୟଟନ ପାଇଁ ଉତ୍ତମ ସ୍ଥଳୀ ଭାବରେ ରହିଛି ।
କିମ୍ବଦନ୍ତୀ
[ସମ୍ପାଦନା]କିମ୍ବଦନ୍ତୀ ଅନୁସାରେ ଏହା ଅସୁର ରାଜାଙ୍କ ରାଜଧାନୀ ଥିଲା । ପାଣ୍ଡବମାନେ ବନବାସ ସମୟର ଏଠାକୁ ଆସି ଆରବନ୍ୟାରେ ପାଞ୍ଚଟି ଲିଙ୍ଗା ସ୍ଥାପନ କରି ଶିବ ଉପାସନା କରିଥିଲେ । ତାହା ପରେ ପଞ୍ଚଲିଙ୍ଗେଶ୍ୱର ନାମରେ ଏକ ମନ୍ଦିର ହେଇ ରହିଲା । 685 ମସିହାର ସିଲାଲେଖରେ ବଲ୍ଲଗଭୀର ନାମ ଚାଲୁକ୍ୟ ଲିପିରେ ଲିଖିତ ରହିଛି । [୩]
ସୁବର୍ଣ୍ଣ ଯୁଗ
[ସମ୍ପାଦନା]10 ମରୁ 12 ଶ ଶତାବ୍ଦୀ ଯାଏ ବଲ୍ଲଗଭୀର ସୁବର୍ଣ୍ଣ ଯୁଗ କୁହାଯାଇଥାଏ । ସେତେବେଳେ ପଶ୍ଚିମ ଚାଲୁକ୍ୟ ବଂଶର ଶାସନ ଚଳୁଥିଲା । .[୩]ଏହି ସମୟରେ ବଲ୍ଲଗଭୀ ଏକ ସମ୍ବରୁଧ ଅଞ୍ଚଳ ଭାବରେ ଥିଲା । ମନ୍ଦିର , ମଠ ବିଦ୍ୟାପୀଠ , ଏପରିକି ଏକ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଏଠାରେ ଥିଲା । [୪] ସହରରେ ସେ ସମୟରେ 60ଟି ମଠ ଥିଲା ଓ 60,000 ଅଧିବାସୀ ରହୁଥିଲେ । .[୩] ଏହି ଅଞ୍ଚଳରୁ ପ୍ରତ୍ନତତ୍ତ୍ୱ ବିଭାଗ କଦମ୍ବ ଲିପିରେ ସିଲାଲେଖା ଉଦ୍ଧାର କରିଛନ୍ତି । .[୫]
କେଦାରେଶ୍ୱର ମନ୍ଦିର
[ସମ୍ପାଦନା]ଟୀକା
[ସମ୍ପାଦନା]- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ ୩.୦ ୩.୧ ୩.୨
{{cite web}}
: Empty citation (help) - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;shantala
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ The Talagunda inscription gives the most plausible explanation to the birth of the Kadamba kingdom and the reasons surrounding the coronation of Mayurasharma as the founder of the kingdom, Dr. S.U. Kamath, Concise history of Karnataka pp 30
ଆଧାର
[ସମ୍ପାଦନା]- Gerard Foekema, A Complete Guide To Hoysala Temples, 1996, Abhinav, ISBN 81-7017-345-0
- Dr. Suryanath U. Kamath, Concise history of Karnataka, 2001, MCC, Bangalore (Reprinted 2002)
-
{{cite web}}
: Empty citation (help) -
{{cite web}}
: Empty citation (help) -
{{cite web}}
: Empty citation (help)[dead link] -
{{cite web}}
: Empty citation (help) -
{{cite web}}
: Empty citation (help)
ବାହାର ଲିଙ୍କ
[ସମ୍ପାଦନା]- Balligavi, India9.com
- "Vachanas of Akka Mahadevi", Article in The Hindu, November 16, 2004
- A unique sculpture of Gandaberunda or berunda from Balligavi: [୧]
- A side view of the temple: [୨]