ଗଲଗନାଥ

ଉଇକିପିଡ଼ିଆ ରୁ
Jump to navigation Jump to search
ଗଲଗନାଥ
ಗಳಗನಾಥ
town
ଗଲଗନାଥ is located in କର୍ଣ୍ଣାଟକ
ଗଲଗନାଥ
ଗଲଗନାଥ
ଗଲଗନାଥ is located in India
ଗଲଗନାଥ
ଗଲଗନାଥ
Karnataka, India
ଅବସ୍ଥିତି: 14°55′10″N 75°40′52″E / 14.91944°N 75.68111°E / 14.91944; 75.68111Coordinates: 14°55′10″N 75°40′52″E / 14.91944°N 75.68111°E / 14.91944; 75.68111
Country India
StateKarnataka
DistrictHaveri
TalukHaveri
Lok Sabha ConstituencyHaveri
Languages
 • Official{{{demographics1_info1}}}
IST (UTC+5:30)
ଆଇଏସଓ ୩୧୬୬ କୋଡ଼IN-KA
ଗାଡ଼ି ପଞ୍ଜିକରଣKA-27
Nearest cityRanebennur
ୱେବସାଇଟkarnataka.gov.in

ଗଳଗନାଥ  ଭାରତୀୟ ରାଜ୍ୟ କର୍ଣାଟକର ହାଭେଲି ଜିଲ୍ଲାରେ ଏକ ଗ୍ରାମ । ଏଠାରେ ପ୍ରସିଦ୍ଧ ଗଲାଗେଶ୍ୱର ଶିବ ମନ୍ଦିର ରହିଛି । ଏହା ପଶ୍ଚିମ ଚାଲୁକ୍ୟଙ୍କ ଶାସନ ସମୟରେ ନିର୍ମିତ ହେଇଥିଲା । ଏହି ମଦିର ତୁଙ୍ଗଭଦ୍ରା ନଦୀ ଟିରରେ ଅବସ୍ଥିତ । ଏହି ସ୍ଥଳରେ ତୁଙ୍ଗ ଓ ଭଦ୍ରା ନଦୀର ସାଙ୍ଗମା ହେଇଥାଏ ଓ ତୁଙ୍ଗଭଦ୍ରା ହେଇ ପ୍ରବାହିତ ହୁଏ । 

ଇତିହାସ [ସମ୍ପାଦନା]

ଗଳଗନାଥର ପ୍ରଚଚିନ ନାମ ପଲ୍ଲୁନୀ ଥିଲା । ଗଳଗନାଥ ମନ୍ଦିର [୧]ଚାଲୁକ୍ୟ ଶୈଳୀରେ ନିର୍ମିତ । ଏହା 11 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଶ୍ରୀ ଭେଙ୍କତେଶ ଗଳଗନାଥ ଏଠାରେ ଗଳଗନାଥଙ୍କୁ ଆରାଧନା କରୁଥିଲେ ଓ ସେହି ସ୍ଥଳରେ ତାଙ୍କର ଉପନ୍ୟାସ ସବୁ ଲେଖୁଥିଲେ ।.

ଗଲଗେଶ୍ୱର ମନ୍ଦିର [ସମ୍ପାଦନା]

Galageshwar Temple at Galaganath
Galageshwar Temple at Galaganath

ଏଠାରେ ଶିବଙ୍କ ସରପ ଲିଙ୍ଗା ରହିଛି .[୨] ମଦିରର ନିର୍ମାଣ ଶୈଳୀ ଅନନ୍ୟ ପ୍ରକାରର । ଏହାର ମୂଳ ପିରାମିଡ ଆକୃତି ବିଶିଷ୍ଟ । ଏଥିରେ ପ୍ରସ୍ତର ଖୋଦେଇ କମ ହୀଇଥିବା ଏକ ବଡ ହଲ ରହିଛି । ଭିତରେ ଅନେକ ମୂର୍ତି ସହ ଗଣେଶଙ୍କ କ୍ଷୋଦିତ ମୂର୍ତି ମଧ୍ୟ ରହିଛି । 

ଶିଳା ଲେଖ [ସମ୍ପାଦନା]

1080 ମସିହାର ସିଲାଲେଖା ସବୁ ମନ୍ଦିରରେ ଦେଖିବାକୁ ମିଳେ । ଏଥିରୁ ମନ୍ଦିରର ନିର୍ମାଣ କାଳ ବିଷୟରେ ଜଣାଯାଏ  । 

ଏହି ଲିପିରୁ ସେତେବେଳେ ସଂଗୀତା ଓ ନୃତ୍ୟର ଜନପ୍ରିୟତା ବିଷୟରେ ମଧ୍ୟ ଜଣାପଡେ । ଏଠାରେ ବିକ୍ରମାଦିତ୍ୟଙ୍କ ଶାସନ କାଳ ବିଷୟରେ ଅନେକ କଥା ଜଣାପଡିଥାଏ । ,[୩]ଏହି ଲେଖାରୁ ମୋଖରୀ ବର୍ମମାୟା ନାମକ ଜେନ ବିଖ୍ୟାତ ସଙ୍ଗୀତଙ୍ଗ୍ୟଙ୍କ ବିଷୟ ମଧ୍ୟ ଜଣାଯାଇଥିଲା । ସେ 32 ପ୍ରକାର ରାଗରେ ଧୁରନ୍ଧର ଥିଲେ ।[୪]

 

ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]

  • North Karnataka
  • Tourism in North Karnataka
  • Ranebennur
  • Haveri
  • Chaudayyadanapur
  • Mylar Lingeshwar Temple at Mylar
  • Hangal
  • Bankapur
  • Kaginele

ଆଧାର ସମୂହ [ସମ୍ପାଦନା]

  1. "Close view from the north-west of shrine and shikar of the Galageshwar Shiva Temple, Galaganath". Retrieved 2008-10-27.
  2. "History of Haveri, Eeshwar at Galaganath". Retrieved 2008-10-27.
  3. "Linga called Sparsa-linga, temple of Galageshwar at Galagnath". Retrieved 2008-10-27.
  4. "Epigraphical Studies in India - Sanskrit and Dravidian, Importance of Epigraphy". Retrieved 2008-10-27.