ଗଲଗନାଥ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗଲଗନାଥ
ಗಳಗನಾಥ
town
Country India
StateKarnataka
DistrictHaveri
TalukHaveri
Lok Sabha ConstituencyHaveri
Languages
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-27
Nearest cityRanebennur
Websitekarnataka.gov.in

ଗଳଗନାଥ  ଭାରତୀୟ ରାଜ୍ୟ କର୍ଣାଟକର ହାଭେଲି ଜିଲ୍ଲାରେ ଏକ ଗ୍ରାମ । ଏଠାରେ ପ୍ରସିଦ୍ଧ ଗଲାଗେଶ୍ୱର ଶିବ ମନ୍ଦିର ରହିଛି । ଏହା ପଶ୍ଚିମ ଚାଲୁକ୍ୟଙ୍କ ଶାସନ ସମୟରେ ନିର୍ମିତ ହେଇଥିଲା । ଏହି ମଦିର ତୁଙ୍ଗଭଦ୍ରା ନଦୀ ଟିରରେ ଅବସ୍ଥିତ । ଏହି ସ୍ଥଳରେ ତୁଙ୍ଗ ଓ ଭଦ୍ରା ନଦୀର ସାଙ୍ଗମା ହେଇଥାଏ ଓ ତୁଙ୍ଗଭଦ୍ରା ହେଇ ପ୍ରବାହିତ ହୁଏ । 

ଇତିହାସ [ସମ୍ପାଦନା]

ଗଳଗନାଥର ପ୍ରଚଚିନ ନାମ ପଲ୍ଲୁନୀ ଥିଲା । ଗଳଗନାଥ ମନ୍ଦିର [୧]ଚାଲୁକ୍ୟ ଶୈଳୀରେ ନିର୍ମିତ । ଏହା 11 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଶ୍ରୀ ଭେଙ୍କତେଶ ଗଳଗନାଥ ଏଠାରେ ଗଳଗନାଥଙ୍କୁ ଆରାଧନା କରୁଥିଲେ ଓ ସେହି ସ୍ଥଳରେ ତାଙ୍କର ଉପନ୍ୟାସ ସବୁ ଲେଖୁଥିଲେ ।.

ଗଲଗେଶ୍ୱର ମନ୍ଦିର [ସମ୍ପାଦନା]

Galageshwar Temple at Galaganath
Galageshwar Temple at Galaganath

ଏଠାରେ ଶିବଙ୍କ ସରପ ଲିଙ୍ଗା ରହିଛି .[୨] ମଦିରର ନିର୍ମାଣ ଶୈଳୀ ଅନନ୍ୟ ପ୍ରକାରର । ଏହାର ମୂଳ ପିରାମିଡ ଆକୃତି ବିଶିଷ୍ଟ । ଏଥିରେ ପ୍ରସ୍ତର ଖୋଦେଇ କମ ହୀଇଥିବା ଏକ ବଡ଼ ହଲ ରହିଛି । ଭିତରେ ଅନେକ ମୂର୍ତି ସହ ଗଣେଶଙ୍କ କ୍ଷୋଦିତ ମୂର୍ତି ମଧ୍ୟ ରହିଛି । 

ଶିଳା ଲେଖ [ସମ୍ପାଦନା]

1080 ମସିହାର ସିଲାଲେଖା ସବୁ ମନ୍ଦିରରେ ଦେଖିବାକୁ ମିଳେ । ଏଥିରୁ ମନ୍ଦିରର ନିର୍ମାଣ କାଳ ବିଷୟରେ ଜଣାଯାଏ  । 

ଏହି ଲିପିରୁ ସେତେବେଳେ ସଂଗୀତା ଓ ନୃତ୍ୟର ଜନପ୍ରିୟତା ବିଷୟରେ ମଧ୍ୟ ଜଣାପଡେ । ଏଠାରେ ବିକ୍ରମାଦିତ୍ୟଙ୍କ ଶାସନ କାଳ ବିଷୟରେ ଅନେକ କଥା ଜଣାପଡିଥାଏ । ,[୩]ଏହି ଲେଖାରୁ ମୋଖରୀ ବର୍ମମାୟା ନାମକ ଜଣେ ବିଖ୍ୟାତ ସଙ୍ଗୀତଙ୍ଗ୍ୟଙ୍କ ବିଷୟ ମଧ୍ୟ ଜଣାଯାଇଥିଲା । ସେ 32 ପ୍ରକାର ରାଗରେ ଧୁରନ୍ଧର ଥିଲେ ।[୪]

 

ଅଧିକ ପଠନ [ସମ୍ପାଦନା]

  • North Karnataka
  • Tourism in North Karnataka
  • Ranebennur
  • Haveri
  • Chaudayyadanapur
  • Mylar Lingeshwar Temple at Mylar
  • Hangal
  • Bankapur
  • Kaginele

ଆଧାର [ସମ୍ପାଦନା]

  1. "Close view from the north-west of shrine and shikar of the Galageshwar Shiva Temple, Galaganath". Archived from the original on 2011-05-22. Retrieved 2008-10-27.
  2. "History of Haveri, Eeshwar at Galaganath". Retrieved 2008-10-27.
  3. "Linga called Sparsa-linga, temple of Galageshwar at Galagnath". Retrieved 2008-10-27.
  4. "Epigraphical Studies in India - Sanskrit and Dravidian, Importance of Epigraphy". Retrieved 2008-10-27.