ଲକ୍ଷମେଶ୍ୱର
Appearance
Lakshmeshwar | |
---|---|
ଦେଶ | India |
ରାଜ୍ୟ | କର୍ଣ୍ଣାଟକ |
ଜିଲ୍ଲା | ଗଦଗ୍ |
Elevation | 2,093[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୩୩,୪୧୧ |
ଭାଷା | |
• ସରକାରୀ | କନ୍ନଡ |
Time zone | UTC+5:30 (IST) |
ଲକ୍ଷମେଶ୍ୱର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲକ୍ଷମେଶ୍ୱର ୧୫.୧୨୬୯ ଉତ୍ତର ଅକ୍ଷାଂଶ ଓ ୭୫.୪୬୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୯୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲକ୍ଷମେଶ୍ୱର ସହରର ମୋଟ ଜନସଂଖ୍ୟା ୩୩୪୧୧ ଅଟେ ।[୨] ସେଥି ମଧ୍ୟରୁ ୫୦.୭୩% ଜଣ ପରୁଷ ହୋଇଥିବା ବେଳେ ୪୯.୨୭% ଜଣ ନାରୀ ଅଟନ୍ତି । ଲକ୍ଷମେଶ୍ୱରର ସାକ୍ଷରତା ହାର ୬୧.୫୭% ଅଟେ । ଏହା ଜାତୀୟ ହାରଠାରୁ ୩.୨୭% ପ୍ରତିଶତ କମ ଅଟେ । ସେଥିରୁ ୩୫.୩୯% ପ୍ରତିଶତ ପୁରୁଷ ଓ ୨୬.୧୮% ନାରୀ ଅଟନ୍ତି । ୧୩.୨୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ଲକ୍ଷମେଶ୍ୱରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.