ସିଡୋଫୋଭିର

ଉଇକିପିଡ଼ିଆ‌ରୁ
ସିଡୋଫୋଭିର
Clinical data
Trade namesVistide
AHFS/Drugs.commonograph
data
Pregnancy
category
  • AU: D
  • US: C (Risk not ruled out)
Routes of
administration
IV
Legal status
Legal status
Pharmacokinetic data
BioavailabilityComplete
Protein binding<6%
Elimination half-life2.6 hours (active metabolites: 15-65 hours)
ExcretionKidney The above pharmacokinetics are with probenecid.[୧]
Identifiers
  • ({[(S)-1-(4-amino-2-oxo-1,2-dihydropyrimidin-1-yl)-3-hydroxypropan-2-yl]oxy}methyl)phosphonic acid
ECHA InfoCard100.166.433 Edit this at Wikidata
Chemical and physical data
FormulaC8H14N3O6P
Molar mass୨୭୯.୧୯ g·mol−1
3D model (JSmol)
Specific rotation-97.3
Melting point260 °C (500 °F)
  • O=C1/N=C(\C=C/N1C[C@H](OCP(=O)(O)O)CO)N
  • InChI=1S/C8H14N3O6P/c9-7-1-2-11(8(13)10-7)3-6(4-12)17-5-18(14,15)16/h1-2,6,12H,3-5H2,(H2,9,10,13)(H2,14,15,16)/t6-/m0/s1 checkY
  • Key:VWFCHDSQECPREK-LURJTMIESA-N checkY
  (verify)

ସିଡୋଫୋଭିର, ଭିଷ୍ଟାଇଡ୍ ବେପାର ନାମ, ହେଉଛି ଏକ ଭୂତାଣୁ ବିରୋଧୀ ବା ଆଣ୍ଟିଭାଇରାଲ୍ ଯାହା ଏଚ୍.ଆଇ.ଭି. ସ‌ହିତ ସାଇଟୋମେଗାଲୋଭାଇରସ ରେଟିନାଇଟିସ ଥିଲେ ଚିକିତ୍ସା କରାଯାଏ ।[୨] ଆସାଇକ୍ଲୋଭିରମଙ୍କିପକ୍ସ ପ୍ରତିରୋଧକାରୀ ହର୍ପିସ ସିମ୍ପ୍ଲେକ୍ସ ହୂତାଣୁ ଏବଂ କେତେକ ବସନ୍ତ ରୋଗ ଟୀକାକରଣରେ କିଛି ଜଟିଳତା ଥିଲେ ଏହା ଦିଆଯାଏ । [୨] ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ଜନିତ ସମସ୍ୟା, ବାନ୍ତି, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ମୁଣ୍ଡବିନ୍ଧା, ରାସ, କେଶ ଝଡ଼ିବା, ତରଳ ଝାଡ଼ା ଏବଂ ବୁକୁଜ୍ୱାଳା ହୋଇପାରେ[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ପୁରୁଷ ବନ୍ଧ୍ୟାକରଣ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ ।[୩] ବୃକ୍‌କ ଜନିତ ସମସ୍ୟା ହେବାର ଆଶଙ୍କା କମାଇବା ପାଇଁ ଶିରାଭ୍ୟନ୍ତର ତରଳ ପଦାର୍ଥ ସ‌ହିତ ପ୍ରୋବେନେସିଡ ଦିଆଯାଏ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା ରହିଛି ।[୨] ଏହା ଭୂତାଣୁର ଡିଏନଏ ପଲିମେରେଜ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୧୯୯୬ ମସିହାରେ ସିଡୋଫୋଭିର ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୩୭୫ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୧୫ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. Cundy, Kenneth C. "Clinical Pharmacokinetics of the Antiviral Nucleotide Analogues Cidofovir and Adefovir." Clinical Pharmacokinetics 36.2 (1999): 127-43.
  2. ୨.୦ ୨.୧ ୨.୨ ୨.୩ ୨.୪ "Cidofovir Monograph for Professionals". Drugs.com (in ଇଂରାଜୀ). Archived from the original on 8 February 2018. Retrieved 5 January 2022.
  3. ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 676. ISBN 978-0857114105.
  4. Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-07-27.
  5. "Cidofovir Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 5 January 2022.