ପ୍ରୋବେନେସିଡ
| Clinical data | |
|---|---|
| Trade names | Probalan |
| AHFS/Drugs.com | monograph |
| MedlinePlus | a682395 |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Protein binding | 75-95% |
| Elimination half-life | 2-6 hours (dose: 0.5-1 g) |
| Excretion | kidney (77-88%) |
| Identifiers | |
| |
| ECHA InfoCard | 100.000.313 |
| Chemical and physical data | |
| Formula | C13H19NO4S |
| Molar mass | ୨୮୫.୩୬ g·mol−1 |
| 3D model (JSmol) | |
| |
| |
| (verify) | |
ପ୍ରୋବେନେସିଡ (ଆଗରୁ ବ୍ୟାବସାୟିକ ନାମ ପ୍ରୋବାଲାନ ଭାବେ ବିକ୍ରୀ ହେଉଥିଲା) ମୁଖ୍ୟତଃ ଗାଉଟ ଏବଂ ହାଇପରୟୁରିସେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ ।[୧] ଏହା β-ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ସିଡୋଫୋଭିରର କ୍ଲିୟରାନ୍ସ ହ୍ରାସ କରିବାକୁ ମଧ୍ୟ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବାନ୍ତି ଏବଂ ଅଇ ହୁଏ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି, ବୃକ୍କ ପଥର ରୋଗ ଏବଂ ଗାଉଟର ଆକ୍ରମଣ ସମୟରେ ଦେଲେ ଖରାପ ଦିଗକୁ ଗତି କରିପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା କିଡନୀର ୟୁରେଟ ପୁନଃଶୋଷଣ କ୍ଷମତାକୁ ଅବରୋଧ କରି କାମ କରେ ।[୧]
ପେନିସିଲିନ ଯୋଗାଣକୁ ବଢ଼ାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରୋବେନେସିଡ ପ୍ରଥମେ ବିକଶିତ ହୋଇଥିଲା ।[୩] ୧୯୫୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା ଏବଂ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୮ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Probenecid Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 29 October 2021.
- ↑ "Probenecid (Benemid) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 29 October 2021.
- ↑ Butler D (2005). "Wartime tactic doubles power of scarce bird-flu drug". Nature. 438 (7064): 6. doi:10.1038/438006a. PMID 16267514.
- ↑ "Probenecid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 29 October 2021.