ସର୍ବେଶ୍ୱର ମହାନ୍ତି

ଉଇକିପିଡ଼ିଆ‌ରୁ
ସର୍ବେଶ୍ୱର ମହାନ୍ତି
ଏକ ସାମ୍ବାଦିକ ସମ୍ମିଳନୀରେ ମହାନ୍ତି
ଶ୍ରମ ଓ ନିଯୁକ୍ତି ବିଭାଗର ସଚିବ ( ଓଡ଼ିଶା ସରକାର )
କାର୍ଯ୍ୟକାଳ
୮ ମାର୍ଚ୍ଚ ୨୦୦୪ – ୩୦ ଜୁନ ୨୦୦୪
ପୂର୍ବ ଅଧିକାରୀଏ କେ ତ୍ରିପାଠୀ
ପର ଅଧିକାରୀଲିଭିନସ କିଣ୍ଡୋ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସର୍ବେଶ୍ୱର ମହାନ୍ତି

(1944-07-01)୧ ଜୁଲାଇ ୧୯୪୪
ବାସୁଦେବପୁର, ଭଦ୍ରକ, ଓଡ଼ିଶା
ମୃତ୍ୟୁ୧୬ ମଇ ୨୦୨୧(2021-05-16) (ବୟସ ୭୬)
ଭୁବନେଶ୍ୱର
ଜାତୀୟତାଭାରତୀୟ
ଜୀବନ ସାଥୀସନ୍ଧ୍ୟା ମହାନ୍ତି
ଘରସହିଦ ନଗର, ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ

ସର୍ବେଶ୍ୱର ମହାନ୍ତି (୧ ଜୁଲାଇ ୧୯୪୪ - ୧୬ ମଇ ୨୦୨୧) ଓଡ଼ିଶା କ୍ୟାଡ଼ରର ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । [୧][୨][୩] ସେ ଓଡ଼ିଶା ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗ ଏବଂ ଓଡ଼ିଶା ବିଧାନ ସଭାର ସଚିବ ଭାବରେ ଓ [୪][୫] ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୬][୭] ସେ ଜଗତସିଂହପୁର,[୮][୯][୧୦][୧୧] ଖୋର୍ଦ୍ଧା,[୧୨]କେନ୍ଦ୍ରାପଡ଼ା[୧୩][୧୪] ଜିଲ୍ଲାର ଜିଲ୍ଲାପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜାତୀୟ ମାନବ ଅଧିକାର ଆୟୋଗ ମହାନ୍ତିଙ୍କ ୧୯୯୯ ଓଡ଼ିଶା ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲାରେ କରିଥିବା ରିଲିଫ ଓ ଉଦ୍ଧାର କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ ।[୮]

ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଳକା ମହାବିଦ୍ୟାଳୟ[୧୩]ଲୋକନାଥ ମହାବିଦ୍ୟାଳୟର ପରିଚାଳନା ସମିତିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧୪] ସେ ଓଡ଼ିଆ ପତ୍ରିକା ନବରବିର ପରିଚାଳନା ସମ୍ପାଦକ ମଧ୍ୟ ଥିଲେ ।[୧୫]

ଆଧାର[ସମ୍ପାଦନା]

  1. Around Odisha Bureau. "Former IAS Officer Sarbeswar Mohanty Passed Away". www.aroundodisha.com (in English). Retrieved 10 August 2021.{{cite web}}: CS1 maint: unrecognized language (link)
  2. Pradhan, Manas (17 May 2021). "ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ" (in Odia). Odisha Bhaskar. Retrieved 17 January 2022.{{cite news}}: CS1 maint: unrecognized language (link)
  3. "ପୂର୍ବତନ ଆଇଏଏସ୍ ଅଫିସର ସର୍ବେଶ୍ୱର ମହାନ୍ତିଙ୍କ ପରଲୋକ" (in Odia). Quantum Mirror. 17 May 2021. Retrieved 17 January 2022.{{cite news}}: CS1 maint: unrecognized language (link)
  4. Brief History of Odisha Legislative Assembly (PDF) (in English). Bhubaneswar: Odisha Legislative Assembly. 2020. p. 86. Retrieved 10 August 2021.{{cite book}}: CS1 maint: unrecognized language (link)
  5. The Parliamentarian (Volumes 85-86 ed.). Northwestern University. 2004.
  6. "Ex-beurocrat Sarbeswar Mohanty passed away". Orissa Today (in English). Bhubaneswar: Orissa Today. 24 May 2021. p. 5.{{cite news}}: CS1 maint: unrecognized language (link)
  7. "DD, ETV Lock Horns Over Live Telecast Of Rath Yatra" (in English). Financial Express. 1 July 2002. Retrieved 3 January 2022.{{cite news}}: CS1 maint: unrecognized language (link)
  8. ୮.୦ ୮.୧ National Human Rights Commission Annual Report 1999-2000 (PDF). National Human Rights Commission. p. 56. Retrieved 10 August 2021.
  9. Banerjee, Ruben (January 2001). The Orissa Tragedy A Cyclone's Year of Calamity (in English). Books Today. p. 141. ISBN 9788187478218.{{cite book}}: CS1 maint: unrecognized language (link)
  10. "Curfew imposed in 3 gram panchayats in Orissa" (in English). Times of India. 21 November 2001. Retrieved 3 January 2022.{{cite news}}: CS1 maint: unrecognized language (link)
  11. "ଜଗତସିଂହପୁର ୨୩ ତମ ପୁସ୍ତକ ମେଳା-୨୦୨୨ର ସାରସ୍ୱତ ସମାରୋହ" (in Odia). Odisha Samachar. 15 January 2022. Archived from the original on 17 January 2022. Retrieved 17 January 2022.{{cite news}}: CS1 maint: unrecognized language (link)
  12. "Incumbency Chart of Collector - Welcome to Khordha District". www.khordha.nic.in/ (in English). Government of Odisha. Retrieved 10 August 2021.{{cite web}}: CS1 maint: unrecognized language (link)
  13. ୧୩.୦ ୧୩.୧ "History - Alaka Mahabidyalaya". www.alakamahabidyalaya.org (in English). Retrieved 10 August 2021.{{cite web}}: CS1 maint: unrecognized language (link)
  14. ୧୪.୦ ୧୪.୧ "Successive Presidents of the Governing Body, Loknath Mohavidyala, Patkura" (PDF). www.lokanathmohavidyalaya.org/ (in English). Retrieved 10 August 2021.{{cite web}}: CS1 maint: unrecognized language (link)
  15. "History of Nabarabi Magazine" (in English). Nabarabi. 2021. Retrieved 23 January 2022.{{cite web}}: CS1 maint: unrecognized language (link)