ଶ୍ରୀଧର ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ଜନ୍ମ୧ ଅକ୍ଟୋବର ୧୯୦୨(1902-10-01)
ମୃତ୍ୟୁ୨୪ ଅପ୍ରେଲ ୧୯୮୮ (୮୫ ବର୍ଷ)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ନାଗରିକତାଭାରତୀୟ

ଶ୍ରୀଧର ଦାସ (୦୧ ଅକ୍ଟୋବର ୧୯୦୨ - ୨୪ ଅପ୍ରେଲ ୧୯୮୮)[୧], ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୨] ବହୁ ବିଶିଷ୍ଟ ଇଂରାଜୀ ଲେଖକଙ୍କର ପୁସ୍ତକକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • ବାଉଣ୍ଟି ଜାହାଜରେ ବିଦ୍ରୋହ (ଜନ୍ ବାରୋଙ୍କ ପୁସ୍ତକର ଓଡ଼ିଆ ଅନୁବାଦ) - ୧୯୭୭ (ଗ୍ରନ୍ଥ ପ୍ରକାଶନୀ)
  • ଟମ୍ ସଏର (ମାର୍କ ଟୟେନଙ୍କ ପୁସ୍ତକ Tom sawyerର ଅନୁବାଦ) - ୧୯୭୧ (ଗ୍ରନ୍ଥ ପ୍ରକାଶନୀ)
  • ଶେକସପିଅର କାହାଣୀ - ୧୯୭୦ (ଗ୍ରନ୍ଥମନ୍ଦିର)
  • ଓଏକ୍ ଫିଲଡର ଭାଇକାର୍ (ଅଲିଭର୍ ଗୋଲଡସ୍ମିଥଙ୍କ ମୂଳ ପୁସ୍ତକ Wake fielder vicarର ଅନୁବାଦ) - ୧୯୭୬ (ଗ୍ରନ୍ଥମନ୍ଦିର)
  • ଅହମିକା ଓ ଭ୍ରାନ୍ତି (ଜେନ୍ ଅଷ୍ଟିନଙ୍କ ପୁସ୍ତକର ଅନୁବାଦ) - ୧୯୭୩ (ଗ୍ରନ୍ଥମନ୍ଦିର)
  • ବିଚିତ୍ର ତାବିଜ (ୱାଲଟର ସ୍କଟଙ୍କ ପୁସ୍ତକର ଅନୁବାଦ) - ୧୯୭୦ (ଗ୍ରନ୍ଥମନ୍ଦିର)
  • ଆଇଭାନହୋ (ୱାଲଟର ସ୍କଟଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ରତ୍ନଦ୍ୱୀପ ( ରବର୍ଟଲୁଇ ଷ୍ଚେଭିନସନଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ଚନ୍ଦ୍ରକାନ୍ତ ମଣି (ୱିଲକ୍ କଲିନଙ୍କ ପୁସ୍ତକର ଅନୁବାଦ) - ୧୯୭୨ (ଗ୍ରନ୍ଥମନ୍ଦିର)
  • ଅଲିଭର୍ ଟୁଇଷ୍ଟ (ଚାର୍ଲସ୍ ଡିକେନସନଙ୍କ ପୁସ୍ତକର ଅନୁବାଦ) - ୧୯୭୨ (ଗ୍ରନ୍ଥମନ୍ଦିର)
  • ମୋପାସାଁ କାହାଣୀ (ଗାୟ ଡି ମୋପାସାଣ୍ଟଙ୍କ ପୁସ୍ତକର ଅନୁବାଦ) - ୧୯୭୭ (ଗ୍ରନ୍ଥମନ୍ଦିର)
  • ହିତୋପଦେଶ (ବିଷ୍ଣୁର୍ଶମାଙ୍କ ପୁସ୍ତକର ଅନୁବାଦ) - ୧୯୭୧ (ଗ୍ରନ୍ଥମନ୍ଦିର)
  • ଶକୁନ୍ତଳା (କାଳିଦାସଙ୍କ ପୁସ୍ତକର ଅନୁବାଦ) - ୧୯୭୩ (ଗ୍ରନ୍ଥମନ୍ଦିର)
  • ଚେକଭ୍ କାହାଣୀ - ୧୯୭୨ (ଗ୍ରନ୍ଥମନ୍ଦିର)

ଅନ୍ୟାନ୍ୟ[ସମ୍ପାଦନା]

  • ସିଦ୍ଧ ଚନ୍ଦ୍ରିକା - ୧୯୫୧ (ଦାଶରଥି ପୁସ୍ତକାଳୟ)
  • ରାମାୟଣ କାହାଣୀ - ୧୯୭୩ (ଗ୍ରନ୍ଥମନ୍ଦିର)
  • ଅଗ୍ନିପରୀକ୍ଷା
  • ମାଳବିକା ଅଗ୍ନିମିତ୍ର ଓ ଉର୍ବଶୀ - ୧୯୮୦ (ଗ୍ରନ୍ଥମନ୍ଦିର)
  • ରୁଷଦେଶର କାହାଣୀ - ୧୯୯୬ (କୈଶରିକ)
  • ସାଧୁସୁନ୍ଦର ଦାସ - ୧୯୫୩ (ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍ସଲି)
  • ଜୀବନ ବର୍ତ୍ତିକା - ୧୯୯୬ (ଗ୍ରନ୍ଥମନ୍ଦିର)
  • ପଂଚ ଦୀପ - ୧୯୯୭ (ୟୁନାଇଟେଡ଼ ବୁକ୍ ହାଉସ)
  • ସୁଅ ମୁହଁର ପତର

ଶ୍ରୀଧର ଦାସଙ୍କ ଜୀବନୀ[ସମ୍ପାଦନା]

  • ଅଧ୍ୟାପକ ଶ୍ରୀଧର ଦାସ (ରବିନାରାୟଣ ମହାରଣାଙ୍କଦ୍ୱାରା ଲିଖିତ) - ୨୦୦୮ (ଓଡ଼ିଶା ସାହିତ୍ୟ ଏକାଡେମୀ)
  • ଆଦର୍ଶ ମଣିଷ ଶ୍ରୀଧର ଦାସ (ବିଭୂତି ପଟ୍ଟନାୟକଙ୍କଦ୍ୱାରା ସଂପାଦିତ) - ୨୦୦୩ (ପ୍ରାଚୀ ପ୍ରକାଶନୀ)[୩]

ଆତ୍ମଜୀବନୀ[ସମ୍ପାଦନା]

  • ଖରସୁଆଁରୁ କୁଳବିରି (ଆତ୍ମଜୀବନୀ) (ନିଶାକାର ଦାସଙ୍କଦ୍ୱାରା ଏହା ଇଂରାଜୀରେ From Kharasuan to Kulabiri: An Autobiography ନାମରେ ଅନୁବାଦିତ ହୋଇଛି)[୪]

ଆଧାର[ସମ୍ପାଦନା]

  1. Words on Canvas: J.P. Das and His Work. Sole Distributor, Harman Publishing House. 2005.
  2. Suryanarayan Das (2010). Lord Jagannath. Sanbun Publishers. pp. 27–. ISBN 978-93-80213-22-4.
  3. "National Library of India". http://opac.nationallibrary.gov.in. National Library. Retrieved 6 February 2019. External link in |website= (help)
  4. Nishakar Das (2006). From Kharasuan to Kulabiri: An Autobiography. Rupantar. ISBN 978-81-901759-5-1.