ଶୀଲା ଦୀକ୍ଷିତ
ଦେଖଣା
ଶିଳା ଦିକ୍ଷିତ | |
---|---|
କେରଳର ରାଜ୍ୟପାଳ | |
କାର୍ଯ୍ୟକାଳ ୧୧ ମାର୍ଚ୍ଚ ୨୦୧୪ – ୨୫ ଅଗଷ୍ଟ ୨୦୧୪ | |
ପୂର୍ବ ଅଧିକାରୀ | ନିଖିଳ କୁମାର |
ପର ଅଧିକାରୀ | ପି ସଥାଶିବମ [୧] |
ଦିଲ୍ଲୀର ୬ଷ୍ଠ ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩ | |
ପୂର୍ବ ଅଧିକାରୀ | ସୁଷମା ସ୍ୱରାଜ |
ପର ଅଧିକାରୀ | ଅରବିନ୍ଦ କେଜରିୱାଲ |
Member of Legislative Assembly New Delhi Gole Market (1998–2008) | |
କାର୍ଯ୍ୟକାଳ ୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩ | |
ପୂର୍ବ ଅଧିକାରୀ | କୀର୍ତ୍ତି ଆଜାଦ |
ସାଂସଦ, କନୌଜ | |
କାର୍ଯ୍ୟକାଳ ୧୯୮୪ – ୮୯ | |
ପୂର୍ବ ଅଧିକାରୀ | ଛୋଟେ ସିଂହ ଯାଦବ |
ପର ଅଧିକାରୀ | ଛୋଟେ ସିଂହ ଯାଦବ |
Member of Indian delegation United Nations Commission on the Status of Women | |
କାର୍ଯ୍ୟକାଳ ୧୯୮୪ – ୮୯ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କପୁରଥଲା, ପଞ୍ଜାବ ପ୍ରଦେଶ, ଭାରତ | ୩୧ ମାର୍ଚ୍ଚ ୧୯୩୮
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବିନୋଦ ଦିକ୍ଷିତ |
ସନ୍ତାନ | ସନ୍ଦିପ ଦିକ୍ଷିତ, ଲତିକା ଦିକ୍ଷିତ ସୟିଦ |
ଶିକ୍ଷାନୁଷ୍ଠାନ | ମିରନ୍ଦା ହାଉସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
୧୩ ଅଗଷ୍ଟ, 2012 ସୁଦ୍ଧା ଆଧାର: ଦିଲ୍ଲୀ ରାଜ୍ୟପାଳ |
ଶୀଳା ଦିକ୍ଷିତ ୩୧ ମାର୍ଚ୍ଚ ୧୯୩୮ରେ ଜନ୍ମିତ ଜଣେ ଭାରତୀୟ ରାଜନେତ୍ରୀ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । କଂଗ୍ରେସ ତରଫରୁ ତିନିଥର ଲଗାତର ମୁଖ୍ୟମନ୍ତ୍ରୀ ପଦ ଜିଣିଥିଲେ । ଡିସେମ୍ବର ୨୦୧୩ରେ ଆମ ଆଦମୀ ପାର୍ଟିର ଅରବିନ୍ଦ କେଜରିୱାଲଙ୍କଠାରୁ ପରାସ୍ତ ହେବା ପରେ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେଠାରୁ ୧୧ ମାର୍ଚ୍ଚ ୨୦୧୪ରେ ଇସ୍ତଫା ଦେଇଥିଲେ । [୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶିଳା ଦିକ୍ଷିତ ୩୧ ମାର୍ଚ୍ଚ ୧୯୩୮ରେ ପଞ୍ଜାବର କପୁରଥଲାଠାରେ ଏକ କ୍ଷତ୍ରିୟ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । [୩] ସେ ଦିଲ୍ଲୀର ଜିସୁ ଏଣ୍ଡ ମେରୀ ବିଦ୍ୟାଳୟରେ କନଭେଣ୍ଟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରନ୍ଦା ହାଉସରୁ କଳାରେ (ଇତିହାସ) ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିଥିଲେ । [୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୨୦୦୮ରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ =ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ଇଣ୍ଡିଆଙ୍କଠାରୁ [ଆଧାର ଲୋଡ଼ା]
- ୨୦୦୯ ବର୍ଷର ରାଜନେତ୍ରୀ -ଏନଡିଟିଭିଦ୍ୱାରା [ଆଧାର ଲୋଡ଼ା]
- ୨୦୧୦ ଦର ସିକୋହ ପୁରସ୍କାର -ଇଣ୍ଡୋଇରାନ ସମାଜ ତରଫରୁ [୫]
- ସମାଜସେବାରେ ଶ୍ରେଷ୍ଠ ଅବଦାନ ପାଇଁ ୨୦୧୩ରେ ଦିଲ୍ଲୀର ଚଳନ୍ତି ଦଶନ୍ଧିର ମହିଳା ପ୍ରତିଭା - ଅଲ ଲେଡିଜ ଲିଗ ତରଫରୁ [୬]
=
ଆଧାର
[ସମ୍ପାଦନା]- ↑ "Sathasivam becomes Kerala governor, to take oath on September 5". India Today. 3 September 2014. Retrieved 29 January 2016.
- ↑ "Kerala Governor Sheila Dikshit resigns". 26 August 2014. Retrieved 31 August 2014.
- ↑ Iyer, Lakshmi (15 December 2003). "Metro Mater". India Today. Archived from the original on 2 December 2013.
- ↑ "Sheila Dikshit: Profile". Express India. 10 December 2003. Archived from the original on 11 October 2012. Retrieved 13 August 2012.
- ↑ "Delhi CM Sheila Dikshit honoured with Dara Shikoh award". Indiatoday. PTI. 11 Apr 2010. Retrieved 4 July 2014.
- ↑ "'21st century is going to be the century of women'". The Hindu. 24 Jul 2013. Retrieved 4 Jul 2014.
ବାହ୍ୟ ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ Sheila Dikshit
ବାବଦରେ ମାଧ୍ୟମ ରହିଛି ।
Preceded by ନିଖିଳ କୁମାର |
କେରଳର ରାଜ୍ୟପାଳ ୪ ମାର୍ଚ୍ଚ ୨୦୧୪ - ୨୫ ଅଗଷ୍ଟ ୨୦୧୪ |
Succeeded by ପି ସଥାଶିବମ |
Political offices | ||
---|---|---|
Preceded by ସୁଷମା ସ୍ୱରାଜ |
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୧୯୯୮–୨୦୧୩ |
Succeeded by ଅରବିନ୍ଦ କେଜରିୱାଲ |