ରିୟା ଦେ

ଉଇକିପିଡ଼ିଆ‌ରୁ
ରିୟା ଦେ
ଜନ୍ମ
ସ୍ୱର୍ଣ୍ଣାଳୀ ଦେ

୧୯୯୦
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦-ଏବେଯାଏଁ

ରିୟା ଦେ, ଜଣେ ଓଡ଼ିଆ ଅଭିନେତ୍ରୀ ।[୧] ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରିୟା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ସେ ପ୍ରେମ ଅଢ଼େଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨][୩] [୪]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 14 September 2018. Retrieved 10 September 2018.
  2. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 25 August 2018. Retrieved 31 August 2018.
  3. "Riya Dey". incredibleorissa.com. Retrieved 11 September 2015.
  4. incredibleorissa.com
  5. "ପ୍ରେମଭତ୍ତା ବାଣ୍ଟୁଛନ୍ତି ରିୟା". ସମ୍ବାଦ. No. ରବିବାର. 8 October 2023. p. 9. Archived from the original on 8 October 2023. Retrieved 8 October 2023.
  6. "'ବନ୍ଦିନୀ'ର ଦୁଃଖ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.

ବାହାର ଆଧାର[ସମ୍ପାଦନା]