ରିଭାଷ୍ଟିଗମାଇନ

ଉଇକିପିଡ଼ିଆ‌ରୁ
ରିଭାଷ୍ଟିଗମାଇନ
Clinical data
Trade namesExelon, Prometax, others
AHFS/Drugs.commonograph
MedlinePlusa602009
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth, transdermal patch
Legal status
Legal status
Pharmacokinetic data
Bioavailability60 to 72%
Protein binding40%
MetabolismLiver, via pseudocholinesterase
Elimination half-life1.5 hours
Excretion97% in urine
Identifiers
  • (S)-3-[1-(dimethylamino)ethyl]phenyl N-ethyl-N-methylcarbamate
ECHA InfoCard100.120.679 Edit this at Wikidata
Chemical and physical data
FormulaC14H22N2O2
Molar mass୨୫୦.୩୪ g·mol−1
3D model (JSmol)
  • O=C(Oc1cc(ccc1)[C@@H](N(C)C)C)N(CC)C
  • InChI=1S/C14H22N2O2/c1-6-16(5)14(17)18-13-9-7-8-12(10-13)11(2)15(3)4/h7-11H,6H2,1-5H3/t11-/m0/s1 checkY
  • Key:XSVMFMHYUFZWBK-NSHDSACASA-N checkY
  (verify)

ରିଭାଷ୍ଟିଗମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏକ୍ସେଲନ, ହେଉଛି ଏକ ଔଷଧ ଯାହା ଆଲଜିମର ରୋଗ କିମ୍ବା ପାର୍କିନ୍‌ସନ୍ ରୋଗରେ ହେଉଥିବା ଡିମେନ୍ସିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହି ଔଷଧଦ୍ୱାରା ସାମାନ୍ୟ ଉପକାର ହୁଏ ଏବଂ ବ୍ୟବହାର ଅନ୍ତର୍ନିହିତ ରୋଗ ପ୍ରଭାବିତ ହୁଏ ନାହିଁ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଦ୍ୱନ୍ଦ୍ୱ, ହାଲୁସିନେସନ ଏବଂ ଶୋଇବା ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨][୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ମୂତ୍ର ଅବରୋଧ, ବାତ ଏବଂ ଆଲର୍ଜି ଚର୍ମ ରୋଗ ହୋଇପାରେ ।[୧] ଏହା ଏକ କୋଲିନଇଷ୍ଟରେଜ୍ ଅବରୋଧକାରୀ ଔଷଧ ଯାହା ମସ୍ତିଷ୍କରେ ଆସେଟିଲକୋଲିନ୍ ବୃଦ୍ଧି କରିଥାଏ ।[୧]

ରିଭାଷ୍ଟିଗମାଇନ ୧୯୮୫ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୭ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୪] ୧୯୯୮ ମସିହାରେ ୟୁରୋପରେ ଏବଂ ୨୦୦୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହାକୁ ଅନୁମୋଦନ କରାଯାଇଥିଲା ।[୩] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ବଟିକା ପାଇଁ ମାସକୁ ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Rivastigmine Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 October 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 319. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ "Prometax". Archived from the original on 22 June 2021. Retrieved 18 October 2021.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 540. ISBN 9783527607495. Archived from the original on 2021-08-29. Retrieved 2021-05-11.
  5. "Rivastigmine Prices, Coupons & Savings Tips - GoodRx". GoodRx. Retrieved 18 October 2021.