ମୈଥିଳୀ ଭାଷା
ଦେଖଣା
(ମୈଥିଳୀରୁ ଲେଉଟି ଆସିଛି)
ମୈଥିଳୀ | |
---|---|
मैथिली, মৈথিলী, Maithilī | |
Native to | ଭାରତ, ନେପାଳ |
ଅଞ୍ଚଳ | ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧] |
ଭାରତୀୟ-ଇଉରୋପୀୟ
| |
କାଇଥି, ମିଥିଳାକ୍ଷର | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାର ଓ ନେପାଳ |
ଭାଷା କୋଡ୍ | |
ISO ୬୩୯-୧ | bh (ବିହାରୀ) |
ISO ୬୩୯-୨ | mai |
ISO ୬୩୯-୩ | mai |
ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[୨]
ଭାଷାବିଦମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[୩]
ଇତିହାସ
[ସମ୍ପାଦନା]ବାହାର ତଥ୍ୟ
[ସମ୍ପାଦନା]- Ethnologue: Maithili
- Maithili at the Rosetta Project Archived 2007-09-27 at the Wayback Machine.
- National Translation Mission's (NTM) Maithili Pages Archived 2012-12-19 at Archive.is
- The Linguist List: The Maithili Language Archived 2009-02-21 at the Wayback Machine.
- Videha Ist Maithili ejournal -ISSN 2229-547X
- Maithili Books Archived 2021-01-26 at the Wayback Machine.
ଆଧାର
[ସମ୍ପାଦନା]- ↑ ମୈଥିଳୀ ଭାଷା at Ethnologue (16th ed., 2009)
- ↑ Lewis, M. P. (ed.) (2009) Maithili In: Ethnologue: Languages of the World, Sixteenth edition. Dallas, Texas: SIL International.
- ↑ (Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) classification of the Indo-Aryan languages].