Jump to content

ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ଉଇକିପିଡ଼ିଆ‌ରୁ

ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।

କ୍ରମିକସଂଖ୍ୟାମୌଳିକଅନୁପାତ(ଶତକଡାରେ)
ଅମ୍ଳଜାନ୬୫
କାର୍ବନ୧୮
ଉଦଜାନ୧୦
ଯବକ୍ଷାରଜାନ
କାଲସିୟମ୧.୫
ଫସ୍‌ଫରସ
ଗନ୍ଧକ (ସଲଫର)୦.୨୫
କ୍ଲୋରିନ୦.୧୫
ସୋଡିୟମ୦.୧୫
୧୦ମାଗ୍ନେସିୟମ୦.୦୫
୧୧ପୋଟାସିୟମ୦.୨
୧୨ଲୌହ୦.୦୦୬
୧୩ଫ୍ଲୋରିନ୦.୦୦୩୭
୧୪ଜିଙ୍କ୦.୦୦୩୨
୧୫ସିଲିକନ୦.୦୦୨
୧୬ଜିର୍କୋନିଅମ୦.୦୦୦୬
୧୭ରୁବିଡ଼ିୟମ୦.୦୦୦୪୬
୧୮ଷ୍ଟ୍ରୋନସିୟମ୦.୦୦୦୪୬
୧୯ବ୍ରୋମିନ୍୦.୦୦୦୨୯
୨୦ସୀସା୦.୦୦୦୧୭
୨୧ନିଓବିୟମ୦.୦୦୦୧୬
୨୨ତମ୍ବା (କପର୍)୦.୦୦୦୧
୨୩ଆଲୁମିନିୟମ୦.୦୦୦୦୮୭
୨୪କ୍ୟାଡ଼ମିୟମ୦.୦୦୦୦୭୨
୨୫ବୋରୋନ୦.୦୦୦୦୬୯