ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ
ଦେଖଣା
ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ
ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।
କ୍ରମିକସଂଖ୍ୟା | ମୌଳିକ | ଅନୁପାତ(ଶତକଡାରେ) |
---|---|---|
୧ | ଅମ୍ଳଜାନ | ୬୫ |
୨ | କାର୍ବନ | ୧୮ |
୩ | ଉଦଜାନ | ୧୦ |
୪ | ଯବକ୍ଷାରଜାନ | ୩ |
୫ | କାଲସିୟମ | ୧.୫ |
୬ | ଫସ୍ଫରସ | ୧ |
୭ | ଗନ୍ଧକ (ସଲଫର) | ୦.୨୫ |
୮ | କ୍ଲୋରିନ | ୦.୧୫ |
୯ | ସୋଡିୟମ | ୦.୧୫ |
୧୦ | ମାଗ୍ନେସିୟମ | ୦.୦୫ |
୧୧ | ପୋଟାସିୟମ | ୦.୨ |
୧୨ | ଲୌହ | ୦.୦୦୬ |
୧୩ | ଫ୍ଲୋରିନ | ୦.୦୦୩୭ |
୧୪ | ଜିଙ୍କ | ୦.୦୦୩୨ |
୧୫ | ସିଲିକନ | ୦.୦୦୨ |
୧୬ | ଜିର୍କୋନିଅମ | ୦.୦୦୦୬ |
୧୭ | ରୁବିଡ଼ିୟମ | ୦.୦୦୦୪୬ |
୧୮ | ଷ୍ଟ୍ରୋନସିୟମ | ୦.୦୦୦୪୬ |
୧୯ | ବ୍ରୋମିନ୍ | ୦.୦୦୦୨୯ |
୨୦ | ସୀସା | ୦.୦୦୦୧୭ |
୨୧ | ନିଓବିୟମ | ୦.୦୦୦୧୬ |
୨୨ | ତମ୍ବା (କପର୍) | ୦.୦୦୦୧ |
୨୩ | ଆଲୁମିନିୟମ | ୦.୦୦୦୦୮୭ |
୨୪ | କ୍ୟାଡ଼ମିୟମ | ୦.୦୦୦୦୭୨ |
୨୫ | ବୋରୋନ | ୦.୦୦୦୦୬୯ |