ମଙ୍ଗଳଯାନ-୨

ଉଇକିପିଡ଼ିଆ‌ରୁ
ମଙ୍ଗଳଯାନ ୨
Namesମମ୍ ୨, ମାର୍ସ ଅର୍ବିଟର୍ ମିଶନ୍ ୨
ମିସନ ପ୍ରକାରମଙ୍ଗଳ ଗ୍ରହ ପରିକ୍ରମଣ
ପରିଚାଳକଇସ୍ରୋ
ମିସନ ଅବଧି୧ ବର୍ଷ (ପ୍ରସ୍ତାବିତ)
ମହାକାଶ ଯାନର ବିଶେଷତ୍ୱ
ଉପଗ୍ରହ ବସI-3K
ଉତ୍ପାଦକISAC
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୨୦୨୨-୨୦୨୩[୧]
ରକେଟ୍ଜିଏସଏଲଭି ଏମକେ ୩ or [୨]
ଉତକ୍ଷେପଣ ସ୍ଥଳSatish Dhawan
କଣ୍ଟ୍ରାକଟରଇସ୍ରୋ
ମଙ୍ଗଳ orbiter
Orbit parameters
Periareon200 km (120 mi)[୩]
Apoareon2,000 km (1,200 mi)[୩]
----
ଭାରତର ମଙ୍ଗଳ ଗ୍ରହ ଅଭିଯାନ
← ମଙ୍ଗଳଯାନ


ମାର୍ସ ଅର୍ବିଟର୍ ମିଶନ୍ ୨ (ମମ୍ ୨)କୁ ମଧ୍ୟ ମଙ୍ଗଳଯାନ ୨ ("ମଙ୍ଗଳ ଯାନ", ସଂସ୍କୃତରୁ ମଙ୍ଗଳମାନେ ମଙ୍ଗଳ ଗ୍ରହ ଏବଂ ଯାନମାନେ ଗାଡ଼ି) କୁହାଯାଇଥାଏ । ମଙ୍ଗଳଯାନ ୨ ହେଉଛି ଭାରତର ଦ୍ୱିତୀୟ ମଙ୍ଗଳ ଗ୍ରହ ଉଦ୍ଦେଶ୍ୟରେ ୨୦୨୨-୨୦୨୩ ମସିହା ମଧ୍ୟରେ ହେବାକୁ ଯାଉଥିବା ମିଶନ ।[୧][୪] ଏହି ଥର ଯାନଟି ମଙ୍ଗଳ ଗ୍ରହର ଆହୁରି ପାଖକୁ ଯାଇ ଛବି ଉତ୍ତୋଳନ କରିବାକୁ ଚେଷ୍ଟା କରିବ ।[୫]


ଇତିହାସ[ସମ୍ପାଦନା]

ମଙ୍ଗଳ ଗ୍ରହର କକ୍ଷପଥରେ ସଫଳତାର ସହ ପ୍ରଥମ ମଙ୍ଗଳଯାନର ପ୍ରବେଶ ପରେ ଇସ୍ରୋ ୨୮ ଅକ୍ଟୋବର ୨୦୧୪ରେ ଦ୍ୱିତୀୟ ମଙ୍ଗଳଯାନ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲା ।[୬] ଉତକ୍ଷେପଣରେ ସାହାଯ୍ୟ କରିବାକୁ ଜିଏସଏଲଭି ଏମକେ ୩ ରକେଟ ବ୍ୟବହାର କରାଯିବ, ଏହି ରକେଟ ପ୍ରଥମ ଥର ୫ ଜୁନ ୨୦୧୭ରେ ଉତକ୍ଷେପିତ ହୋଇଥିଲା ।[୭] ୨୦୨୨-୨୩ରେ ହେବାକୁ ଥିବା ଏହି ମିଶନ ଆଗରୁ ଏହି ରକେଟଟି ଚନ୍ଦ୍ରାୟନ ୨ ପାଇଁ ମଧ୍ୟ ଉପଯୋଗ ହେବ ।[୨][୮]

ଜାନୁୟାରୀ ୨୦୧୬ ମସିହାରେ ଭାରତ ଏବଂ ଫ୍ରାନ୍ସ ମିଶିକରି ମଙ୍ଗଳଯାନ ୨ କରିବେ ବୋଲି ଏକ ଚୁକ୍ତିନାମାରେ ହସ୍ତାକ୍ଷର କରିଥିଲେ, କିନ୍ତୁ ଏପ୍ରିଲ ୨୦୧୮ ସୁଧା ଭାରତ, ଫ୍ରାନ୍ସକୁ ଏହି ପ୍ରକଳ୍ପରେ ଏପର୍ଯ୍ୟନ୍ତ ସାମିଲ କରିବାକୁ ନାହିଁ ।[୯] [୧୦] ୨୦୧୭ ମସିହାର ଆର୍ଥିକ ବଜେଟରେ ଏହି ମିଶନ ପାଇଁ ଭାରତୀୟ ସରକାର ଅର୍ଥ ବିନିମୟ କରିବେ ବୋଲି ଘୋଷଣା କରିଛନ୍ତି । ଏବେ ସୁଧା ଇସ୍ରୋ ବୈଜ୍ଞାନିକମାନେ କିଭଳି ଯନ୍ତ୍ର (କେବଳ ମଙ୍ଗଳ ଗ୍ରହର ମାଧ୍ୟାକର୍ଷଣୀୟ କକ୍ଷରେ ରହି ପରିକ୍ରମଣ କରିବ କିମ୍ବା ଗୋଟିଏ ଜାଗାରେ ତଳକୁ ଓଲ୍ହାଇ ପଡ଼ି ସେଠି ରହିଯିବ କିମ୍ବା ତଳକୁ ଓଲ୍ହାଇ ସେଠିକାର ମାଟିରେ ବୁଲି ବୁଲି ତଥ୍ୟ ସଂଗ୍ରହ କରି ପଠେଇବ) ମଙ୍ଗଳ ଗ୍ରହକୁ ପଠାଇବେ ସେଥିପ୍ରତି ଗବେଷଣା ଚାଲୁରଖିଛନ୍ତି ।[୪]

ବିକାଶ[ସମ୍ପାଦନା]

ଯାନ୍ତ୍ରିକ ମଡେଲ ଏବଂ ବାୟୁହୀନ ପରୀକ୍ଷା ସମାପ୍ତ ହୋଇଗଲାଣି ।[୧୧][୧୨][୧୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Haider, Syed A. (2018). "Indian Mars and Venus Missions: Science and Exploration". 42rd Committee on Space Research Scientific Assembly. 14-22 July 2018. Pasadena, California.. p. 432. B4.1-0010-18. http://cospar2018.org/wp-content/uploads/2018/07/COSPAR-2018-Abstract-Book_July21-2018-UPDATE.pdf. 
  2. ୨.୦ ୨.୧ Fattah, Md Saim (29 October 2014). "India plans second Mars mission in 2018". News18.com.
  3. ୩.୦ ୩.୧ D. S., Madhumathi (10 August 2016). "ISRO sets the ball rolling for Mars Mission-2". The Hindu. Retrieved 10 August 2016.
  4. ୪.୦ ୪.୧ Bagla, Pallava (17 February 2017). "India eyes a return to Mars and a first run at Venus". Science. doi:10.1126/science.aal0781. Retrieved 1 May 2017.
  5. Laxman, Srinivas (29 October 2016). "With 82 launches in a go, Isro to rocket into record books". The Times of India. Times News Network. Retrieved 3 October 2018.
  6. "We plan to launch 2nd Mars Mission in 2018, says ISRO satellite Centre Director". Business Today. Indo-Asian News Service. 30 October 2014. Retrieved 3 October 2018.
  7. Singh, Surendra (6 June 2017). "GSLV Mk III breaks Isro's jinx of failure in debut rocket launches". The Times of India. Times News Network. Retrieved 8 June 2018.
  8. "Mars-2 Mission to Launch in 2018, Says Isro". NDTV. Indo-Asian News Service. 30 October 2014. Retrieved 3 September 2015.
  9. Singh, Kanishk (28 January 2016). "India's French Connection: CNES and ISRO jointly will develop Mangalyaan 2". The TeCake. Archived from the original on 24 October 2016. Retrieved 29 March 2016.
  10. Singh, Surendra (17 April 2018). "India, France to work together on inter-planetary missions". The Times of India. Times News Network. Retrieved 3 October 2018.
  11. Rajwi, Tiki (19 July 2018). "ISRO's space academy eyeing Mars and Venus". The New Indian Express. Express News Service. Retrieved 3 October 2018.
  12. "Announcement of Opportunity (AO) for future Mars Orbiter Mission (MOM-2)". Indian Space Research Organisation. Archived from the original on 15 January 2018. Retrieved 14 January 2018.
  13. "ISRO seeking proposals for Mars Orbiter Mission-2". The Indian Express. 26 November 2016. Retrieved 14 January 2018.