ଗଗନଯାନ-୧

ଉଇକିପିଡ଼ିଆ‌ରୁ
ଗଗନଯାନ-୧
Namesଜି୧
ମିସନ ପ୍ରକାରଭାରତୀୟ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ, ପ୍ରଯୁକ୍ତି ପରିଦର୍ଶନ
ପରିଚାଳକଇସ୍ରୋ
ମହାକାଶ ଯାନର ବିଶେଷତ୍ୱ
ମହାକାଶ ଯାନଗଗନଯାନ
ଉତ୍ପାଦକଏଚଏଏଲ
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୨୦୨୪ର ପ୍ରଥମ ତିନିମାସରେ (ପ୍ରସ୍ତାବିତ)
ରକେଟ୍ଏଲଭିଏମ-୩
ଉତକ୍ଷେପଣ ସ୍ଥଳସତୀଶ ଧାୱନ ସ୍ପେସ ସେଣ୍ଟର
କଣ୍ଟ୍ରାକଟରଇସ୍ରୋ
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀଭୂକେନ୍ଦ୍ରିକ କକ୍ଷପଥ
Regimeନିମ୍ନ ପୃଥିବୀ କକ୍ଷପଥ
----
ଭାରତୀୟ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ
ଗଗନଯାନ-୨ →

ଗଗନଯାନ-୧ ହେଉଛି ଗଗନଯାନ କାର୍ଯ୍ୟକ୍ରମର ପ୍ରଥମ ପରୀକ୍ଷଣ ଉଡ଼ାଣ । ୨୦୨୪ର ପ୍ରଥମ ତିନି ମାସରେ ଏହାକୁ ଉତକ୍ଷେପଣ କରାଯିବାର ଯୋଜନା ରହିଛି।[୧]

ପୃଷ୍ଠଭୂମି[ସମ୍ପାଦନା]

ପ୍ରଥମେ ଏହି ଉତକ୍ଷେପଣ ଡିସେମ୍ବର ୨୦୨୦ରେ ହେବାର ଥିଲା,[୨] ପରେ ଡିସେମ୍ବର ୨୦୨୧ରେ,[୩] କିନ୍ତୁ କୋଭିଡ୍ -୧୯ ମହାମାରୀ କାରଣରୁ ଏହା ବିଳମ୍ବିତ ହୋଇଥିଲା ।[୨] ଶେଷରେ ଅପ୍ରେଲ ୨୦୨୨ ସୁଦ୍ଧା ବିମାନ ଉଡ଼ାଣ ଯୋଜନା ପ୍ରସ୍ତୁତ ହୋଇଥିଲା[୪] ଏବଂ ଟିଭି-ଡି୧ ଏବଂ ଟିଭି-ଡି୨ ପରେ ୨୦୨୪ରେ ଏହାର ଶୁଭାରମ୍ଭ ହେବ ବୋଲି ଆଶା କରାଯାଉଛି ।[୫] ୨୦୨୨ ଅପ୍ରେଲରେ କ୍ରୁ(ଦଳ) ମଡ୍ୟୁଲକୁ ଡିପ୍ରେସର କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।[୬]

ଲକ୍ଷ୍ୟ[ସମ୍ପାଦନା]

ଗଗନଯାନ ମହାକାଶ ଯାନକୁ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ମାନବ ମାନ୍ୟତା ପ୍ରାପ୍ତ ଏଲଭିଏମ ୩ ଜରିଆରେ ଉତକ୍ଷେପଣ କରାଯାଇ ୧୭୦×୪୦୮ କିଲୋମିଟର କକ୍ଷପଥରେ ପ୍ରବେଶ କରାଯିବ ।[୭] ତୃତୀୟ କକ୍ଷପଥରେ ସର୍କୁଲାରାଇଜେସନ୍ (ଚଳାଚଳ) ଅଭ୍ୟାସ କରାଯିବ । ଅବତରଣ ଟିଭି-ଡି୧ ଭଳି ସମାନ ଢାଞ୍ଚା ଅନୁସରଣ କରାଯିବ ।[୪][୮]

ଏହି ଅଭିଯାନ ପରେ ଇସ୍ରୋ ହ୍ୟୁମାନଏଡ୍ ରୋବଟ୍ ବୌମିତ୍ରକୁ ନେଇ ଗଗନଯାନ-୨ ଉତକ୍ଷେପଣ କରିବା ପୂର୍ବରୁ ଆଉ ୪ଟି ପରୀକ୍ଷଣ କରିବ।[୯]

ଆଧାର[ସମ୍ପାଦନା]

  1. Livemint (2023-03-16). "Govt shares an update on Gaganyaan, first abort mission likely in two months". mint (in ଇଂରାଜୀ). Retrieved 2023-08-13.
  2. ୨.୦ ୨.୧ Jones, Andrew (2021-02-23). "India revises Gaganyaan human spaceflight plan, delays Chandrayaan-3". SpaceNews (in ଆମେରିକୀୟ ଇଂରାଜୀ). Retrieved 2023-08-13.
  3. "First uncrewed mission of Gaganyaan in December: It's race against time for ISRO now". The Hindu (in Indian English). 2021-06-28. ISSN 0971-751X. Retrieved 2023-08-13.
  4. ୪.୦ ୪.୧ "First Gaganyaan uncrewed module to be injected in 170x408km orbit; indicates human spaceflight profile". The Times of India. 2022-04-28. ISSN 0971-8257. Retrieved 2023-08-13.
  5. "Chennai: Indian Space Research Organisation to carry out series of tests before launch of Gaganyaan". The Times of India. 2022-07-01. ISSN 0971-8257. Retrieved 2023-08-13.
  6. "Gaganyaan: First uncrewed mission to have unpressurised crew module". The Times of India. 2022-04-29. ISSN 0971-8257. Retrieved 2023-08-13.
  7. "Chandrayaan-3 a shot in the arm for Gaganyaan-1". The Times of India. 2023-07-15. ISSN 0971-8257. Retrieved 2023-08-13.
  8. "Mission Gaganyaan: Better safe than starry". The Economic Times. 2022-05-18. ISSN 0013-0389. Retrieved 2023-08-13.
  9. "First trial for Gaganyaan to be done by end of 2023, or beginning of 2024: Jitendra Singh". The Times of India. 2022-09-13. ISSN 0971-8257. Retrieved 2023-08-13.