ମଙ୍ଗଳ

ଉଇକିପିଡ଼ିଆ‌ରୁ

♂ ଏହା ସୌରଜଗତର ଏକ ଅଂଶବିଶେଷ । ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ । [୧]

ବିଶେଷତା[ସମ୍ପାଦନା]

ରୋମାନ ଯୁଦ୍ଧ ଦେବତା ''ମାର୍ସ୍''ଙ୍କ ନାମାନୁସାରେ ଏହି ଗ୍ରହର ନାମକରଣ କରାଯାଇଛି । ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ । ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ ୧୪୨ ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର ଦୁଇଗୋଟି ଉପଗ୍ରହ ରହିଛି। ସେଗୁଡିକ ହେଲା ଡିମୋସ୍ ଓ ଫୋବସ୍ । [୨]ମଙ୍ଗଳର ଆବର୍ତ୍ତନ ସମୟ ଓ ୠତୁଚକ୍ର ପୃଥିବୀ ସହ ପାଖା ପାଖି ସମାନ।

ଆଧାର[ସମ୍ପାଦନା]

  1. Millis, John P. "Mars Moon Mystery". About.com. Space.
  2. Adler, M.; Owen, W.; Riedel, J. (June 2012). "Use of MRO Optical Navigation Camera to Prepare for Mars Sample Return". Concepts and Approaches for Mars Exploration. June 12–14, 2012. Houston, Texas.. 4337. Bibcode2012LPICo1679.4337A. http://www.lpi.usra.edu/meetings/marsconcepts2012/pdf/4337.pdf.