ବ୍ୟବହାରକାରୀ:Aishwarya05

    ଉଇକିପିଡ଼ିଆ‌ରୁ
    ଆଜି ଫେବୃଆରୀ (ଗୁରୁବାର), ୨୦୨୩ । ଏବେ ଓଡ଼ିଆ ଉଇକିପିଡ଼ିଆରେ ୧୬,୩୪୦ ଟି ଲେଖା (ଗଭୀରତା 129.5) ରହିଛି । ଏପର୍ଯ୍ୟନ୍ତ ଏଠାରେ ହେଇଥିବା ମୋଟ ୪,୭୪,୩୦୨ ସମ୍ପାଦନାରେ; ୩୨,୪୫୦ ପଞ୍ଜିକୃତ (୫୫ ସଚଳ) ବ୍ୟବହାରକାରୀଙ୍କ ଅବଦାନ ରହିଛି ।
    Wikipedia:Babel
    or

    ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

    Konark Wheel.jpgଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
    Search user languages

    ମୁ "ଐଶ୍ଵର୍ଯ୍ୟା" । ମୋର ପ୍ରଥମ ଅବଦାନ‌‌-ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ଓ ଦ୍ଵିତୀୟ ଅବଦାନ ଶିରିଝୋଲି

    ମୁଁ ଜିଆଇଟିରୁ ବି.ଟେକ୍ ପାସ୍ କରିଥିବା ଛାତ୍ରୀ ।

    ମୁଁ ୦୫ ଜାନୁଆରୀ ୨୦୧୬ ରେ ଓଡିଆ ଉଇକିପିଡିଆରେ ସାମିଲ୍ ହେଲି ।

    ମୁଁ ଏବେ ପାଠ ପଢା ସହିତ ଓଡିଆ ଉଇକିପିଡିଆ ପାଇଁ ସମ୍ପାଦନ କରୁଛି ।