ବ୍ୟବହାରକାରୀ:Aishwarya05

ଉଇକିପିଡ଼ିଆ‌ରୁ
ଆଜି ୨୮ ଅପ୍ରେଲ (ରବିବାର), ୨୦୨୪ । ଏବେ ଓଡ଼ିଆ ଉଇକିପିଡ଼ିଆରେ ୧୭,୯୯୭ ଟି ଲେଖା (ଗଭୀରତା 129.5) ରହିଛି । ଏପର୍ଯ୍ୟନ୍ତ ଏଠାରେ ହେଇଥିବା ମୋଟ ୫,୩୦,୬୯୭ ସମ୍ପାଦନାରେ; ୩୬,୩୬୭ ପଞ୍ଜିକୃତ (୪୫ ସଚଳ) ବ୍ୟବହାରକାରୀଙ୍କ ଅବଦାନ ରହିଛି ।
Wikipedia:Babel
or

ଏହି ସଭ୍ୟଙ୍କର ମାତୃଭାଷା; ଓଡ଼ିଆ

ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
Search user languages

ମୁ "ଐଶ୍ଵର୍ଯ୍ୟା" । ମୋର ପ୍ରଥମ ଅବଦାନ‌‌-ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା ଓ ଦ୍ଵିତୀୟ ଅବଦାନ ଶିରିଝୋଲି

ମୁଁ ଜିଆଇଟିରୁ ବି.ଟେକ୍ ପାସ୍ କରିଥିବା ଛାତ୍ରୀ ।

ମୁଁ ୦୫ ଜାନୁଆରୀ ୨୦୧୬ ରେ ଓଡିଆ ଉଇକିପିଡିଆରେ ସାମିଲ୍ ହେଲି ।

ମୁଁ ଏବେ ପାଠ ପଢା ସହିତ ଓଡିଆ ଉଇକିପିଡିଆ ପାଇଁ ସମ୍ପାଦନ କରୁଛି ।