ବ୍ୟବହାରକାରୀଙ୍କ ଆଲୋଚନା:Aishwarya05

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Aishwarya05, ଧନ୍ୟବାଦଶିତିକଣ୍ଠ (ଆଲୋଚନା) ୧୪:୪୫, ୮ ଜାନୁଆରୀ ୨୦୧୬ (UTC)

ଗୁଣପୁର ବାବଦରେ ଅବଦାନ[ସମ୍ପାଦନା]

ନମସ୍କାର Aishwarya05, ଗୁଣପୁର ବାବଦରେ ଆପଣଙ୍କ ଅବଦାନ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆଶାକରେ ଆପଣ ଗୁଣପୁର ଉପଖଣ୍ଡ ଓ ରାୟଗଡା ଜିଲ୍ଲା ବାବଦରେ ଅଧିକରୁ ଅଧିକ ତଥ୍ୟ ଯୋଡ଼ି ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରିବାରେ ସହଯୋଗ କରିବେ । ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୧୪:୪୯, ୮ ଜାନୁଆରୀ ୨୦୧୬ (UTC)

Gup chup for you![ସମ୍ପାଦନା]

ପ୍ରିୟ ବ୍ୟବହାରକାରୀ, ଓଡିଆ ଉଇକିକୁ ଆପଣଙ୍କ ଅବଦାନ ପାଇଁ ଗୁପ୍‌ଚୁପ୍‌ ଖାଇ ଆଉ ଏକ ପୃଷ୍ଠା ଲେଖନ୍ତୁ । Hpsatapathy (ମୋ ଆଲୋଚନା) ୦୬:୩୬, ୧୪ ଜାନୁଆରୀ ୨୦୧୬ (IST)[reply]
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)[reply]