ଟୁଇଟର

ଉଇକିପିଡ଼ିଆ‌ରୁ
(Twitterରୁ ଲେଉଟି ଆସିଛି)
ଟୁଇଟର
TypePublic
ତିଆରି କରାଯାଇଥିଲାମାର୍ଚ୍ଚ 21, 2006; 17 years ago (2006-୦୩-21)
ପ୍ରତିଷ୍ଠାତାJack Dorsey, Noah Glass, Biz Stone, Evan Williams
ମୂଖ୍ୟସ୍ଥାନSan Francisco, California, United States[୧]
ସେବା ପରିସରWorldwide
କେଉଁ ପ୍ରକାରର କମ୍ପାନୀInternet
ଲାଭIncrease US$1.4 billion (2014)[୨]
କର୍ମଚାରୀ3,900 (2015)[୩]
ସାହାଯ୍ୟକାରୀVine
ବେବସାଇଟtwitter.com
ଆଲେକ୍ସା ସ୍ଥାନSteady 9 (December 2015)[୪]
ସାଇଟର ପ୍ରକାରSocial network service
ଖାତାଖୋଲାRequired to post, follow, or be followed
ବ୍ୟବହାରକାରୀ302 million active (May 2015)[୫]
ମିଳୁଥିବା ସଂସ୍କରଣMultilingual
ପ୍ରଥମେ ଆସିଥିଲାଜୁଲାଇ 15, 2006 (2006-07-15)
ଏବେକାର ସ୍ଥିତିActive
Screenshot
Screen of X (Twitter).png
Twitter's homepage as of August 2015 (only in select countries)

ଟୁଇଟର (/ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ ।

ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୂଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି[୬] । Twitter Inc. ଏକ ସାନଫ୍ରାନ୍ସିସ୍କୋସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଛି[୭]

ମର୍ଚ୍ ୨୦୦୬ରେ ଜ୍ୟାକ୍ ଡୋର୍ସେ, ଇଭାନ୍ ଉଇଲିୟମ୍, ବିଜ୍ ସ୍ଟୋନ୍ ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।

ଇତିହାସ[ସମ୍ପାଦନା]

ସୃଷ୍ଟି[ସମ୍ପାଦନା]

A blueprint sketch, c. 2006, by Jack Dorsey, envisioning an SMS-based social network.

ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorseyଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବାଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ[୮][୯] । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା "Twttr"[୧୦] । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା ।[୧୧]

ବିସ୍ତାର[ସମ୍ପାଦନା]

୨୦୦୭ରେ ଟୁଇଟରର ବ୍ୟାପକ ବୃଦ୍ଧି ହୋଇଥିଲା । ଏବେ ଟୁଇଟରରେ ଦୈନିକ ୫୦ ଲକ୍ଷରୁ ଅଧିକ ଟୁଇଟ ହେଉଛି । ମାର୍ଚ୍ଚ ୨୦୧୦ରେ ଟୁଇଟରରେ ସମୁଦାୟ ୭୦୦୦୦ରୁ ଅଧିକ ରେଜିଷ୍ଟର ହୋଇଥିବା ବ୍ୟବହାରକରି ଅଛନ୍ତି । ଜୁନ ୨୦୧୦ ସୁଦ୍ଧା ଟୁଇଟରରେ ଦୈନିକ ବ୍ୟବହାର ବଢ଼ି ୬୫ ଲକ୍ଷ୍ୟ ଟୁଇଟ୍ସରେ ପହଞ୍ଚିଥିଲା ।

ନେତୃତ୍ୱ[ସମ୍ପାଦନା]

ସିଇଓ ଭାବରେ ଡୋରସେ କମ୍ପାନୀର ଅଭିବୃଦ୍ଧି ପାଇଁ ଭେଞ୍ଚର କ୍ୟାପିଟାଲଠାରୁ ଦୁଇଥର ଫଣ୍ଡିଙ୍ଗ ଆଣିଥିଲେ । ଯେ କି ଟୁଇଟରକୁ ବହୁତ ସାହାଯ୍ୟ କରିଆସିଛନ୍ତି । ଅକ୍ଟୋବର ୧୬, ୨୦୦୮ରେ ଉଇଲିୟମ୍ ସିଇଓର ସ୍ଥାନଟି ଗ୍ରହଣ କରି ଥିଲେ । ଏବଂ ଡୋରସେ କଂପାନୀର ଚେୟାରମ୍ୟାନଙ୍କ ଆସନଟି ଗ୍ରହଣ କରିଥିଲେ ।

ବ୍ୟବହାର[ସମ୍ପାଦନା]

ଟେକ୍ନୋଲୋଜି[ସମ୍ପାଦନା]

ସାମାଜିକ ମୂଲ୍ୟ[ସମ୍ପାଦନା]

ଦୁରଦର୍ଶନ ଏବଂ ଟୁଇଟର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "About Twitter, Inc". Archived from the original on 2015-10-28. Retrieved 2015-12-28.
  2. Jeremy Quittner (October 3, 2013). "Twitter Balance Sheet". Google. Retrieved November 14, 2013.
  3. "Twitter Company Info". Twitter. February 6, 2015. Archived from the original on October 28, 2015. Retrieved May 2, 2014.
  4. "Twitter.com Site Info". Alexa Internet. Archived from the original on April 22, 2020. Retrieved December 12, 2015.
  5. "Twitter MAU Were 302M For Q1, Up 18% YoY - Twitter (NYSE:TWTR) | Benzinga]". April 28, 2015. Retrieved May 2, 2015.
  6. "Twitter via SMS FAQ" Archived 2012-04-06 at the Wayback Machine. Retrieved April 13, 2012.
  7. "About Twitter" Archived 2015-10-28 at the Wayback Machine. Retrieved April 24, 2014.
  8. Miller, Claire Cain (October 30, 2010). "Why Twitter's C.E.O. Demoted Himself". The New York Times. Retrieved October 31, 2010.
  9. "Co-founder of Twitter receives key to St. Louis with 140 character proclamation". ksdk.com. KSDK. September 19, 2009. Retrieved September 29, 2009. After high school in St. Louis and some time at the University of Missouri-Rolla, Jack headed east to New York University.
  10. Williams, Evan (April 13, 2011). "It's true..." Twitter. Retrieved April 26, 2011.
  11. "Buy a vowel? How Twttr became Twitter". CNNMoney. November 23, 2010. Retrieved June 9, 2015.