ବ୍ୟବହାରକାରୀଙ୍କ ଆଲୋଚନା:Neoman82

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Neoman82,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --Srikant Kedia ୧୬:୧୩, ୧୭ ଡିସେମ୍ବର ୨୦୧୩ (UTC)

ନୂଆ ଲେଖା[ସମ୍ପାଦନା]

ବନ୍ଧୁ, ଆପଣଙ୍କ ଲେଖା ପାଇଁ ଧନ୍ୟବାଦ । ଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଙ୍କ ଉପରେ ଲେଖା ଅଛି । ଆପଣ ସେଠି ଲେଖା ଯୋଡିପାରିବେ କିନ୍ତୁ ସେମାନଙ୍କ କବିତା ପାଇଁ ଅଲଗା ପୃଷ୍ଠା ମାତୃଭୂମି କବିତା, କାଳିଜାଇ କବିତା ରଖିବା କିଛି ଆବଶ୍ୟକ ନାହିଁ ମୋ ମତରେ, ଆଉ ଆଧାର ମଧ୍ୟ ମିଳିବା କଷ୍ଟ । କବିଙ୍କ ଲେଖାରେ ତିନି-ଚାରି ଧାଡି ରଖିହେବ, ଏବଂ କବିତା ଥିବା ବାହାର ସାଇଟର ଲିଙ୍କ ଦେଲେ ବି ହେବ । ମୃତ୍ୟୁଞ୍ଜୟ ଭାଇ କଣ କହୁଛନ୍ତି ? -- ଅଂଶୁମାନ ତାର ଯୋଡ଼ିବେ? ୧୫:୧୧, ୯ ଫେବୃଆରୀ ୨୦୧୪ (UTC)

ମୋ ମତରେ କବିତା ଗୁଡ଼ିକ ଉଇକିକଥାରେ ରଖିବା ଉଚିତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୦୧, ୧୦ ଫେବୃଆରୀ ୨୦୧୪ (UTC)