Jump to content

ବ୍ୟବହାରକାରୀଙ୍କ ଆଲୋଚନା:Kandarpajit Kallol

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Kandarpajit Kallol,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୨୦, ୮ ମଇ ୨୦୧୩ (UTC)

ନିବେଦନ

[ସମ୍ପାଦନା]

ଆପଣ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ବ୍ରହ୍ମପୁର ଲେଖାଟିର ଅସମିୟା ଅନୁବାଦ କରିପାରିବେ କି? ମୁଁ ତାହାର ଫାଇଲ ବନେଇ ଦେଇଛି। ଆପଣ ଖାଲି ମୋର ଓଡ଼ିଆ ଲେଖାଟିକୁ ବ୍ୟବହାର କରି ତାହା ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ ଭଲ ହୋଇଥାନ୍ତା । ଧନ୍ୟବାଦ୍ ! ଲେଖକ (ମୋ ଆଲୋଚନା) ୧୩:୦୬, ୧୪ ମାର୍ଚ୍ଚ ୨୦୨୧ (IST)Reply

ଆପଣ ଯେହି ଫାଇଲ ବନେଇ ଦେଇଛନ୍ତି ସେଇଟା ବଙ୍ଗଳା ଭାଷାର। ମୁଁ ପ୍ରଥମେ ନୂଆ ଭାବରେ ଓଡ଼ିଆ ଭାଷା ଠାରୁ ଅସମୀୟା ଭାଷାରେ ଅନୁବାଦ କରିଛନ୍ତି। ମୋବାଇଲରେ କିଛି ଅଧିକ ସମୟ ଲାଗିଥାଏ। ଅସମୀୟାରେ ସମ୍ପୂର୍ଣ ହେଲା ପରେ ବଙ୍ଗଳାରେ ଚେଷ୍ଟା କରିବି। ଧନ୍ୟବାଦ। କନ୍ଧର୍ପଜିତ

କାମତାପୁରୀ ଭାଷା ଓ ଆପଣଙ୍କ ତିଆରି ଅନ୍ୟାନ୍ୟ ପ୍ରସଙ୍ଗ

[ସମ୍ପାଦନା]

ଆଦରର @Kandarpajit Kallol: ଆପଣଙ୍କୁ ସିଧାସଳଖ ଏ ପ୍ରଶ୍ନଟି ପଚାରୁଛି । ଆପଣ ଓଡ଼ିଆ ଜାଣନ୍ତି କି? ନା କେବଳ ଗୁଗୁଲ ଟ୍ରାନ୍ସଲେଟ ବା ବିଙ୍ଗ ଟ୍ରାନ୍ସଲେଟର ବା ସମାନ ଧରଣର ମେସିନ ଅନୁବାଦକ ବ୍ୟବହାରରେ ଲେଖନ୍ତି? ଯଦି ଦ୍ୱିତୀୟଟି ଠିକ ତାହେଲେ ଆପଣଙ୍କୁ ଆଉ ନୂଆ ପ୍ରସଙ୍ଗ ଅନୁବାଦ ନ କରିବାକୁ ଅନୁରୋଧ । ଆପଣ ହୁଏତ ପୁରୁଣା ପ୍ରସଙ୍ଗରେ ବୈଷୟିକ ତ୍ରୁଟି ସୁଧାରିପାରନ୍ତି କିନ୍ତୁ ଓଡ଼ିଆ ଉଇକିପିଡ଼ିଆରେ ଅଣ ଓଡ଼ିଆଭାଷୀଙ୍କଦ୍ୱାରା ସମ୍ପୂର୍ଣ୍ଣ ମେସିନ ଅନୁବାଦ ବ୍ୟବହାରରେ ପ୍ରସଙ୍ଗ ତିଆରି ମନା । ଏ ମେସେଜଟି ଏକ ଚେତାବନୀ ବୋଲି ମନେକରିବେ । Psubhashish (ମୋ ଆଲୋଚନା) ୧୦:୪୧, ୧୯ ଡିସେମ୍ବର ୨୦୨୩ (IST)Reply

@Psubhashish, ନମସ୍କାର । ଆପଣ କହିଥିବା ଗୁଗଳ ଅନୁବାଦରେ ଅନୁବାଦ କରିଥିଲି ସତ, କିନ୍ତୁ ସେଇଠି ଥିବା ଭୁଲ ମାନଙ୍କ ମୁଁ ଠିକ୍ କରୁଛନ୍ତି । ଠିକ୍ ଅଛି, ଆପଣମାନେ ନଚାହିଳେ ମୁଁ ଆଉ ଓଡ଼ିଆ ଭାଷାରେ ନୂଆ ପ୍ରବନ୍ଧ ଅନୁବାଦ କରିବେନି । ତାପରି ମୁଁ ପ୍ରଥମଥର ଯେବେ ବୋଡ଼ା ଭାଷା ବିଷୟର ପ୍ରବନ୍ଧକୁ ଓଡ଼ିଆରେ ଅନୁବାଦ କରିଥିଲି ଏବଂ ଗୋଟିଏ ଓଡ଼ିଆ ପ୍ରବନ୍ଧ ଅସମୀୟା ଓ ବଙ୍ଗଳାରେ ଅନୁବାଦ କରିଥିଲି ସେତେବେଳେ ଗୁଗଲ କିମ୍ବା ବିଙ୍ଗ୍ ଅନୁବାଦରେ ଓଡ଼ିଆ ଏବଂ ଅସମୀୟା ଭାଷା ନଥିଲେ । ଧନ୍ୟବାଦ । Kandarpajit Kallol (ମୋ ଆଲୋଚନା) ୧୩:୩୭, ୧୯ ଡିସେମ୍ବର ୨୦୨୩ (IST)Reply
ମୁଁ ପଚାରିବାର କାରଣ ଆପଣଙ୍କ ସମ୍ପାଦନାରେ ଅନେକ ଜାଗାରେ ଓଡ଼ିଆ ସଠିକ ଭାବରେ ଲେଖାଯାଇନଥିଲା । ସାଧାରଣଃ ମେସିନ ଅନୁବାଦ ଯୋଗୁ ଏଭଳି ଭୁଲ ରହିଥାଏ । ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଜାଣିନଥିବାରୁ ପଚାରିବାକୁ ବାଧ୍ୟ । ଯଦି ଆପଣ ଓଡ଼ିଆ ଜାଣିନାହାନ୍ତି ତାହେଲେ ନୂଆ ପ୍ରସଙ୍ଗ ଅନୁବାଦ ନ କରିବାକୁ ଅନୁରୋଧ । ଅନେକ ସମୟରେ ପ୍ରସଙ୍ଗରେ ବୈଷୟିକ (ଟେକନିକାଲ) ତଥା ଅନ୍ୟାନ୍ୟ ଫର୍ମାଟିଂ ଦୋଷ ରହିଥାଏ । ଆପଣ ନିହାତି ସେସବୁକୁ ସଜାଡ଼ିପାରିବେ । ଆଶା ମୁଁ ରୁକ୍ଷ ଭାବେ ଲେଖିନି । ସିଧାସଳଖ ନ ଲେଖିଲେ ଅନେକ ସମୟରେ ମୂଳ କଥାଟି କହିବା ଅସମ୍ଭବ । ଆମେ ଯେହେତୁ ଏକ ଛୋଟ ଦଳ ଅନେକ ଭୁଲ ସଜାଡ଼ିବା ପାଇଁ ସମୟ ଲୋଡ଼ା । ଅନେକ ଦରକାରୀ ପ୍ରସଙ୍ଗ ମଧ୍ୟ ନାହିଁ । ତେବେ ବିନା ସମ୍ପାଦନାରେ ମେସିନ ଅନୁବାଦ ବ୍ୟବହାର କରି ଲେଖିବା ତା'ର ସମାଧାନ ନୁହେଁ । Psubhashish (ମୋ ଆଲୋଚନା) ୧୪:୫୪, ୧୯ ଡିସେମ୍ବର ୨୦୨୩ (IST)Reply
ଆଦରର @Kandarpajit Kallol, ଆପଣଙ୍କୁ ଆଗରୁ ଚେତାବନୀ ଦେବା ସତ୍ତ୍ୱେ ପୁଣି ମେସିନ ଅନୁବାଦରୁ ସିଧା লোকনাথ ব্রহ্মচারী ତିଆରି କରିଛନ୍ତି ଯାହା ଉଇକିପିଡ଼ିଆ ନୀତିର ଉଲ୍ଲଂଘନ ଆଉ ସେଥି ପାଇଁ ଆପଣଙ୍କୁ ମାସେ ଅଟକାଗଲା । ଆଗକୁ‌ ସମାନ କାମ କଲେ ଆପଣଙ୍କ ଖାତା ଅଧିକ‌ କାଳ ବା ସମ୍ପୂର୍ଣ୍ଣ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୧୭:୧୨, ୪ ଜୁନ ୨୦୨୫ (IST)Reply
ଆପଣ "ଲୋକନାଥ ବ୍ରହ୍ମଚାରୀ" ପ୍ରବନ୍ଧ ତିଆରିର ଇତିହାସ ଦେଖନ୍ତୁ, ସେଇ ପ୍ରବନ୍ଧ ମୁଁ ତିଆରି କରି ନାହାନ୍ତି। ଓଡ଼ିଆ ଉଇକିପିଡ଼ିଆରେ ସେଇ ପ୍ରବନ୍ଧର ଶୀର୍ଷକ ବଙ୍ଗଳାରେ ଥିଲା, ମୁଁ କେବଳ ଶୀର୍ଷକ ବଙ୍ଗଳା ଠୁ ଓଡ଼ିଆରେ ମୁଭ କରିଥିଲି। Kandarpajit Kallol (ମୋ ଆଲୋଚନା) Kandarpajit Kallol (ମୋ ଆଲୋଚନା) ୨୧:୩୬, ୪ ଜୁନ ୨୦୨୫ (IST)Reply
@Psubhashish, ଦୟାକରି History ଦେଖନ୍ତୁ। লোকনাথ ব্রহ্মচারী ନାମର ପୃଷ୍ଠା ତିଆରି କରିଛନ୍ତି রাঘব বোয়াল। ଆଲୋ ଗୋଟିଏ IP Address ଠାରୁ ସମ୍ପାଦନା କରୁଥିଲେ। ମୁଁ କେବଳ "লোকনাথ ব্রহ্মচারী"କୁ "ଲୋକନାଥ ବ୍ରହ୍ମଚାରୀ" କରିଥିଲି। ଯିଏ ଯାନ୍ତ୍ରିକ ଅନୁବାଦ କରିଥିଲେ ତାଙ୍କ ଅଟକାଇବା ପରିବର୍ତ୍ତେ ଅଟକା ଗଲା ମୋତେ। ଏ କେମିତି ନ୍ୟାୟ? - Kandarpajit Kallol (ମୋ ଆଲୋଚନା) ୦୧:୩୦, ୫ ଜୁନ ୨୦୨୫ (IST)Reply
@Kandarpajit Kallol ଏଇଟା ମୋ ଭୁଲରୁ ହୋଇଥିଲା ଓ କ୍ଷମା ମାଗୁଛି; ଅଟକ‌ ଉଠାଇଦେଲି । Psubhashish (ମୋ ଆଲୋଚନା) ୧୫:୨୩, ୫ ଜୁନ ୨୦୨୫ (IST)Reply

ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪

[ସମ୍ପାଦନା]

ଆଦରର ଓଡିଆ ଉଇକିଆଳି,

ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link

ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78

ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।

ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।


ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!

ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁReply