ବ୍ୟବହାରକାରୀଙ୍କ ଆଲୋଚନା:ଲେଖକ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଲେଖକ, ଧନ୍ୟବାଦ ଗପୁ (ମୋ ଆଲୋଚନା) ୧୯:୪୫, ୪ ମାର୍ଚ୍ଚ ୨୦୨୧ (IST)[reply]

ଆଦରର @ଲେଖକ ଆପଣ ତିଆରିକରିଥିବା ଜିଜ୍ଞାସା :ଏକ ଦ୍ଵିଭାଷୀ ବିଜ୍ଞାନ ପ୍ରସାରଣ ମଞ୍ଚ ପ୍ରସଙ୍ଗଟି ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ଅନୁପଯୁକ୍ତ । ଅଧିକନ୍ତୁ ଆପଣ ସେଥିରେ କୌଣସି ଜଣାଶୁଣା ପ୍ରକାଶନରେ ଏ ଉଦ୍ୟମ ବାବଦରେ ପ୍ରକାଶ ପାଇଥିବା ତଥ୍ୟ ବଦଳରେ ଏହାର ୱେବସାଇଟକୁ ଆଧାର ଭାବେ ବ୍ୟବହାର କରିଛନ୍ତି । ତାହା ଆଧାର ଭାବେ ରହିପାରିବ ନାହିଁ । ପ୍ରସଙ୍ଗଟି ବାବଦରେ ଅଧିକ ଖୋଜିବା ପରେ ମଧ୍ୟ କୌଣସି ଉଲ୍ଲେଖନୀୟ ପ୍ରକାଶନ ମିଳିଲାନାହିଁ ଓ ଏହା ବର୍ତ୍ତମାନ ଉଇକିପିଡ଼ିଆରେ କୌଣସି ମତେ ରଖାଯାଇପାରିବ ନାହିଁ । ଉଇକିପିଡ଼ିଆରେ କଣ ରହିପାରିବ ଓ କଣ ରହିପାରିବ ନାହିଁ ତାହା ଏହି ପୃଷ୍ଠାରୁ ପଢ଼ିପାରିବେ । ପୁନଶ୍ଚ, ଯଦି ଆପଣ ନିଜେ ଜଡ଼ିତ ଥିବା କୌଣସି ସଂସ୍ଥା ବା ଏଭଳି ଉଦ୍ୟମ ବାବଦରେ ଲେଖୁଥାନ୍ତି ତାହେଲେ ନିଜ ବ୍ୟବହାରକାରୀ ପୃଷ୍ଠାରେ ଖୋଲାଖୋଲି ଉଲ୍ଲେଖ କରିବାକୁ ଅନୁରୋଧ । ନହେଲେ ନିଜ ସଂସ୍ଥାର ପ୍ରଚାର ପ୍ରସାର ନିମନ୍ତେ ଉଇକିପିଡ଼ିଆକୁ ବ୍ୟବହାର କରିବା ଅଭିଯୋଗରେ ଆପଣଙ୍କ ଏହି ଆକାଉଣ୍ଟ କୁ ଅଟକ କରିବାର ଆଶଙ୍କା ମଧ୍ୟ ରହିଛି । ସୁଭ (ଆଳାପ) ୧୯:୨୪, ୧୪ ସେପ୍ଟେମ୍ବର ୨୦୨୧ (IST)[reply]

ଆପଣ ଚାହିଁଲେ ଏହି ପୃଷ୍ଠାଟିକୁ ହଟାଇ ପାରିବେ । ଧନ୍ୟବାଦ୍ ଲେଖକ (ମୋ ଆଲୋଚନା) ୨୦:୦୯, ୧୪ ସେପ୍ଟେମ୍ବର ୨୦୨୧ (IST)[reply]