ବ୍ୟବହାରକାରୀଙ୍କ ଆଲୋଚନା:Jnanaranjan sahu/ଅଭିଲେଖ ୧

Page contents not supported in other languages.
ଉଇକିପିଡ଼ିଆ‌ରୁ


କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Jnanaranjan sahu,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -ansuman (ମୋ ଆଲୋଚନା) ୧୭:୩୬, ୬ ସେପଟେମ୍ବର ୨୦୧୧ (UTC)

ନମସ୍କାର[ସମ୍ପାଦନା]

ଠିକରେ ବୁଝିପାରିଲିନି। ଆପଣ ଅବଦାନ କରିବା ପାଇଁ ଚାହୁଁଛନ୍ତି ନା ନିଜ ଉପରେ ଲେଖା କଥା କହୁଛନ୍ତି ?? ଆପଣଙ୍କ ସେଲ ନମ୍ବର ଦେଇପାରିବେ ? ମୋତେ କଲ କରିପାରିବେ ଏଇ ନମ୍ବରରେ ୦୯୬୧୧୬୦୩୪୩୯ -ansuman (ମୋ ଆଲୋଚନା) ୧୪:୫୦, ୧୨ ସେପଟେମ୍ବର ୨୦୧୧ (UTC)

ନମସ୍କାର ଆଜ୍ଞା[ସମ୍ପାଦନା]

ଆପଣ ନୂଆ ଲେଖା ଆରମ୍ଭ କରିବା ପୂର୍ବରୁ ଏହି ଲିଙ୍କକୁ ଯାଇ FAQ ଏବଂ Tutor ରେ ଟିକେ ସମୟ ଦେଲେ ଭଲ ହେବ । ଏହାଦ୍ଵାରା ଆପଣ ଭଲଭାବେ ଉଚ୍ଚଧରଣର ଲେଖା ଲେଖିପାରିବେ। ଉଇକିପିଡିଆ policy ଅନୁଯାଇ ଜଣେ ନିଜ ଉପରେ ଲେଖା ଲେଖିପାରିବ ନାହିଁ । ଆପଣଙ୍କ ଉପରେ ଲେଖା ଆଉ କେହି ଲେଖିଲେ ଭଲ । ଏହାଦ୍ବାରା କୌଣସି ଦ୍ଵନ୍ଦ ଉପୁଜିବ ନାହିଁ । ନିଜ ଉପରେ ଜଣେ ବଢେଇ ଚଢେଇ ଲେଖିଦେଇପାରେ, ତେଣୁ ଆପଣ ନିଜ ଉପରେ ନଲେଖିଲେ ଭଲ । ଆପଣ ଅନ୍ୟ କାହା ଉପରେ ଲେଖି ପାରିବେ । ଆପଣ ଆପଣଙ୍କ ବ୍ୟବହାରକାରୀ ପୃଷ୍ଠାରେ ନିଜ ବିଷୟରେ ଲେଖିପାରିବେ । କିଛି ଅସୁବିଧା ହେଲେ ମୋତେ ଫୋନ କରିପାରିବେ ୦୯୬୧୧୬୦୩୪୩୯

ଲିଙ୍କ FAQ ପାଇଁ WP:FAQ

Tutor ପାଇଁ WP:TUTOR

Help in english en:Wikipedia:How to edit a page -ansuman (ମୋ ଆଲୋଚନା) ୧୭:୫୭, ୧୨ ସେପଟେମ୍ବର ୨୦୧୧ (UTC)



ଧନ୍ୟବାଦ

You may want to consider using the Article Wizard to help you create articles.

If this is the first article that you have created, you may want to read the guide to writing your first article.

A tag has been placed on Jnanaranjan sahu requesting that it be speedily deleted from Wikipedia. This has been done because the article, which appears to be about a real person, individual animal(s), an organization (band, club, company, etc.), or web content, does not indicate how or why the subject of the article is important or significant: that is, why an article about it should be included in an encyclopedia. Under the criteria for speedy deletion, articles that do not indicate the subject's importance or significance may be deleted at any time. Please see the guidelines for what is generally accepted as notable.

If you can assert the notability of the subject, contest the deletion by adding {{hang on}} at the top of the article, immediately below the speedy deletion ({{db-...}}) tag (if no such tag exists, the page is no longer a speedy delete candidate), and give your reasons on the article's talk page, but be aware that once tagged for speedy deletion, if the article meets the criterion, it may be deleted without delay. Please do not remove the speedy deletion tag yourself. You may freely add information to the article that would confirm the subject's notability under Wikipedia guidelines.

See the guidelines for specific types of articles: biographies, websites, bands, or companies.

ଆଦରର ଜ୍ଞାନ, ଉଇକିପିଡ଼ିଆରେ ମନରୁ ନୁହେଁ, ଆଗରୁ ଥିବା ଆଧାର (ୱେବସାଇଟ, ବହି, ଲେଖା) ବା ଇଂରାଜୀ ଉଇକିପିଡ଼ିଆର ଆଧାରରେ ନୂଆ ଲେଖା ତିଆରି କରିବା ଜଣେ ଭଲ ଉଇକିଆଳିର ମୂଳ କାମ, ତମର ଅବଦାନ ପାଇଁ ଅଶେଷ ସାଧୁବାଦ । ବିନା ଆଧାରରେ ତିଆରି ଲେଖା ସବୁକୁ ଲିଭାଇ ଦିଆଯାଏ, ତେଣୁ ଦୟାକରି ନୂଆ ଲେଖା ସବୁ ଗଢ଼ିବା ବେଳେ ଆଗରୁ ଥିବା ଲେଖାର (ଯେମିତି ଇଂରାଜୀ Pluto କୁ ଓଡ଼ିଆରେ ଅନୁବାଦ କରି ତମେ ସରସ ଓ ଉତ୍ତମ ପ୍ରସଙ୍ଗଟିଏ ପ୍ଲୁଟୋରେ ତିଆରି କରିପାରିବ, ଯାହା ନିଜ ମନରୁ ଲେଖିଲେ ସେତେ ଭଲ ହୋଇପାରେନା, ତା ଛଡ଼ା ପ୍ରସଙ୍ଗଟି ଖୁବ ଛୋଟ ବି ହୋଇଥାଏ ଯାହା କାହାକୁ ଉଇକିପିଡ଼ିଆ ପଢ଼ିବା ପାଇଁ ଆଗଭର କରିବା ନାହିଁ । ପ୍ରସଙ୍ଗଟିଏ ଛୋଟ ହେଲେ ଚାଲିବ, ହେଲେ ଧାଡ଼ିକିଆ ନହେଉ, ପଢୁଥିବା ଲୋକ ଅନ୍ତତ କିଛି ସାଧାରଣ ଜ୍ଞାନ ଆହରଣ କରୁ । ତେଣୁ ପ୍ରସଙ୍ଗ କେବଳ ସଂଖ୍ୟାରେ ନୁହେଁ ପଠନଯୋଗ୍ୟ ବି ହେବ । ସାଧୁବାଦ । --ସୁଭାସିସପାଣିଗାହିମୋତେ କହିବେ କିଛି? ୦୬:୧୭, ୨୮ ଡିସେମ୍ବର ୨୦୧୧ (UTC)

ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ[ସମ୍ପାଦନା]

ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୪:୦୨, ୧୭ ଜୁଲାଇ ୨୦୧୨ (UTC)

ଏହି ତଥ୍ୟ ଦେଇଥିବାରୁ ଏବଂ ମୋ ମତ ଏବଂ ବିଚାରକୁ ଧ୍ୟାନ ଦେବେ ବୋଲି କହିଥିବାରୁ ଧନ୍ୟବାଦ । ମୁଁ ଆଗକୁ ଆଲୋଚନାରେ ନିଶ୍ଚୟ ଭାଗ ନେବି --Jnanaranjan sahu (ମୋ ଆଲୋଚନା) ୧୭:୪୨, ୧୮ ଜୁଲାଇ ୨୦୧୨ (UTC)

Hi Jnana. It was good meeting you. Heard that some new articles have been created after our meeting. Wonderful!! Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)୧୧:୫୪, ୨୧ ମାର୍ଚ୍ଚ ୨୦୧୩ (UTC)

Your visit was inspiring. The project idea was good. I hope that, soon it'll be implemented.Now people are very excited so it is the perfect time to work. Hoping to hear from you further.--Jnanaranjan sahu (talk) ୧୫:୨୭, ୨୧ ମାର୍ଚ୍ଚ ୨୦୧୩ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ[ସମ୍ପାଦନା]


ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Jnanaranjan sahu,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଶିତିକଣ୍ଠ (ଆଲୋଚନା) ୧୮:୩୯, ୨୫ ଜାନୁଆରୀ ୨୦୧୪ (UTC)

ଧନ୍ୟବାଦ ଭାଇ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୬:୨୬, ୨୬ ଜାନୁଆରୀ ୨୦୧୪ (UTC)

ପରଖ (Trial)[ସମ୍ପାଦନା]

ପରଖ ନିଜ ଆଲୋଚନା ପୃଷ୍ଠାରେ କରନ୍ତୁ, ଉପପୃଷ୍ଠା (User talk:name/test) ରେ ମଧ୍ୟ କରିପାରିବେ । ଅନ୍ୟ ସଭ୍ୟଙ୍କ ପୃଷ୍ଠା ଯେତେଥର ସମ୍ପାଦନା କରିବେ, ସେତେଥର ଇମେଲ ସୂଚନା ଯିବ, ଥରଟିଏ ଜାଗାରେ ଅଧିକ କଲେ ସ୍ପାମ (Spam) ବୁଝାପଡିବ । -- ଅଂଶୁମାନ ତାର ଯୋଡ଼ିବେ? ୦୭:୧୬, ୧୧ ଫେବୃଆରୀ ୨୦୧୪ (UTC)

Template re truti sudhariba pare byabharakarinka prusthaku sethire update karuthili। Dhanyabad suchana pain --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୧୮, ୧୧ ଫେବୃଆରୀ ୨୦୧୪ (UTC)
ତୁମେ କଣ କରୁଛ, ମୁଁ ଦେଖିପାରୁଛି । ସ୍ଵାଗତ ଛାଞ୍ଚ ଅପଡେଟ କଲେ, ସଭ୍ୟପୃଷ୍ଠା ପୁଣି ବଦଳିବା ଆବଶ୍ୟକ ନାହିଁ । ଆଉ ଆଲୋଚନା ପୃଷ୍ଠାରେ ସ୍ଵାଗତ ନକରି ସଭ୍ୟ ପୃଷ୍ଠାରେ କଣ ପାଇଁ କରୁଛ? -- ଅଂଶୁମାନ ତାର ଯୋଡ଼ିବେ? ୦୭:୩୫, ୧୧ ଫେବୃଆରୀ ୨୦୧୪ (UTC)
kou sabhya prusthare karithili ? tike log dekhaibe ? puruna badala heithiba nihati। bahut dina tale bhul re hijaithila ebe ta semiti kichhi heini bodhe । khola manchare samaste jani paribe kie kan karuchhi hele kan pain karuchhi seita sei lokaku janaa sethi pain kahuthili, aau update n kariba suchan deithibaru dhanyabad--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୭:୪୫, ୧୧ ଫେବୃଆରୀ ୨୦୧୪ (UTC)
bhai kharap bhabibani। English re ka gote kahanti "No hard feelings" seita kahili। emiti bhul bele bele hei jae । tame ta padhithiba "bhimasyapi rane bhanga.." tenu jadi bhul heigala sudharideba। parichalak hei etiki tike kariba hele mate tike kahideithile mu jani neithanti ta aau pachari bi na thanti ta chhada agaku ahuri satarka bi hei jaithanti. । Bhai sata katha ei kali edit bishayare mu jamaa janinathili। aaga edit jaha janithili tenu aau thare mate kahideithile mu nije bi pachhaku nei asiparithanti। odiare lekhi hauni boli khyamaa kariba। aau gote katha tuma sachottata(truthfulness) upare mora tike bi sandeha nahi। ete dina hela misilini etiki janini। khali tike ragidia aau falikia bujha sethi pain। hau bhai mu chesta karibi nirbhul sampadanaa kariba pain। Dhanybad। admin access na thai gote deleted page ra content kemiti dekhi heba tike kahibe ?--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୨୫, ୧୧ ଫେବୃଆରୀ ୨୦୧୪ (UTC)