ବେନାଜେପ୍ରିଲ

ଉଇକିପିଡ଼ିଆ‌ରୁ
ବେନାଜେପ୍ରିଲ
Clinical data
Pronunciation/bəˈnæzəprɪl/
Trade namesLotensin, others
AHFS/Drugs.commonograph
MedlinePlusa692011
Routes of
administration
Oral
ATC code
Legal status
Legal status
  • ℞ (Prescription only)
Pharmacokinetic data
Protein binding96.7%
MetabolismLiver glucuronidation
Elimination half-life10-11 hours
ExcretionKidney and biliary
Identifiers
  • 2-[(3S)-3-[[(2S)-1-ethoxy-1-oxo-4-phenylbutan-2-yl]amino]-2-oxo-4,5-dihydro-3H-1-benzazepin-1-yl]acetic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEBI
ChEMBL
Chemical and physical data
FormulaC24H28N2O5
Molar mass୪୨୪.୫0 g·mol−1
3D model (JSmol)
  • O=C(OCC)[C@@H](N[C@@H]2C(=O)N(c1ccccc1CC2)CC(=O)O)CCc3ccccc3
  • InChI=1S/C24H28N2O5/c1-2-31-24(30)20(14-12-17-8-4-3-5-9-17)25-19-15-13-18-10-6-7-11-21(18)26(23(19)29)16-22(27)28/h3-11,19-20,25H,2,12-16H2,1H3,(H,27,28)/t19-,20-/m0/s1 checkY
  • Key:XPCFTKFZXHTYIP-PMACEKPBSA-N checkY
  (verify)

ବେନାଜେପ୍ରିଲ୍, ଏକ ବ୍ୟବସାୟୀକ ନାମ ଲୋଟେନସିନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଏବଂ ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପର ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଯୁକ୍ତିଯୁକ୍ତ ଚିକିତ୍ସା | [୨] ଏହା ପାଟିରେ ଦିଆଯାଏ | [୨] ବେନାଜେପ୍ରିଲ୍ / ହାଇଡ୍ରୋକ୍ଲୋରୋଥିଆଜାଇଡ ଏବଂ ଆମ୍ଲୋଡିପାଇନ/ ବେନାଜେପ୍ରିଲ୍ର ମିଶ୍ରଣ ସଂସ୍କରଣଗୁଡ଼ିକ ମଧ୍ୟ ଉପଲବ୍ଧ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ କରିବା, ମୁଣ୍ଡ ବୁଲାଇବା, କାଶ, ଏବଂ ଠିଆହେଲା ବେଳେ ମୁଣ୍ଡ ହାଲୁକା ଲାଗେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ଆଞ୍ଜିଓଇଡିମା ହୋଇପାରେ। [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ କିନ୍ତୁ ସ୍ତନ୍ୟପାନ କରାଇବା ଠିକ୍ ହୋଇପାରେ | [୩] ଏହା ଏକ ଏସିଇ ନିଷ୍କ୍ରିୟକାରୀ ଔଷଧ ଯାହା ରେନିନ-ଆଞ୍ଜିଓଟେନସିନ-ଆଲଡୋଷ୍ଟିରନ ପ୍ରଣାଳୀର କାର୍ଯ୍ୟକଳାପ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୨]

ବେନାଜେପ୍ରିଲ ୧୯୮୧ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୧] ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ମାସର ଯୋଗାଣ ଖର୍ଚ୍ଚ ପ୍ରାୟ ୧.୩୨ ଆମେରିକୀୟ ଡଲାର ଥିଲା । [୫] ୨୦୧୭ ମସିହାରେ ଏହା ୧୦୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା ଯାହାର ଯୁକ୍ତରାଷ୍ଟ୍ରରେ ସାତ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା | [୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Benazepril Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  2. ୨.୦ ୨.୧ ୨.୨ ୨.୩ ୨.୪ "Benazepril Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  3. "Benazepril Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  4. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 468. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2020". ClinCalc. Retrieved 11 April 2020.
  7. "Benazepril Hydrochloride - Drug Usage Statistics". ClinCalc. Archived from the original on 3 March 2021. Retrieved 11 April 2020.