ବେନାଜେପ୍ରିଲ
Clinical data | |
---|---|
Pronunciation | /bəˈnæzəprɪl/ |
Trade names | Lotensin, others |
AHFS/Drugs.com | monograph |
MedlinePlus | a692011 |
Routes of administration | Oral |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 96.7% |
Metabolism | Liver glucuronidation |
Elimination half-life | 10-11 hours |
Excretion | Kidney and biliary |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
ChEBI | |
ChEMBL | |
Chemical and physical data | |
Formula | C24H28N2O5 |
Molar mass | ୪୨୪.୫0 g·mol−1 |
3D model (JSmol) | |
| |
| |
(verify) |
ବେନାଜେପ୍ରିଲ୍, ଏକ ବ୍ୟବସାୟୀକ ନାମ ଲୋଟେନସିନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପର ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଯୁକ୍ତିଯୁକ୍ତ ଚିକିତ୍ସା | [୨] ଏହା ପାଟିରେ ଦିଆଯାଏ | [୨] ବେନାଜେପ୍ରିଲ୍ / ହାଇଡ୍ରୋକ୍ଲୋରୋଥିଆଜାଇଡ ଏବଂ ଆମ୍ଲୋଡିପାଇନ/ ବେନାଜେପ୍ରିଲ୍ର ମିଶ୍ରଣ ସଂସ୍କରଣଗୁଡ଼ିକ ମଧ୍ୟ ଉପଲବ୍ଧ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ କରିବା, ମୁଣ୍ଡ ବୁଲାଇବା, କାଶ, ଏବଂ ଠିଆହେଲା ବେଳେ ମୁଣ୍ଡ ହାଲୁକା ଲାଗେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ଆଞ୍ଜିଓଇଡିମା ହୋଇପାରେ। [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁକୁ କ୍ଷତି ପହଞ୍ଚାଇପାରେ କିନ୍ତୁ ସ୍ତନ୍ୟପାନ କରାଇବା ଠିକ୍ ହୋଇପାରେ | [୩] ଏହା ଏକ ଏସିଇ ନିଷ୍କ୍ରିୟକାରୀ ଔଷଧ ଯାହା ରେନିନ-ଆଞ୍ଜିଓଟେନସିନ-ଆଲଡୋଷ୍ଟିରନ ପ୍ରଣାଳୀର କାର୍ଯ୍ୟକଳାପ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୨]
ବେନାଜେପ୍ରିଲ ୧୯୮୧ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୧] ୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ମାସର ଯୋଗାଣ ଖର୍ଚ୍ଚ ପ୍ରାୟ ୧.୩୨ ଆମେରିକୀୟ ଡଲାର ଥିଲା । [୫] ୨୦୧୭ ମସିହାରେ ଏହା ୧୦୪ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା ଯାହାର ଯୁକ୍ତରାଷ୍ଟ୍ରରେ ସାତ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା | [୬] [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Benazepril Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Benazepril Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
- ↑ "Benazepril Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 468. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Benazepril Hydrochloride - Drug Usage Statistics". ClinCalc. Archived from the original on 3 March 2021. Retrieved 11 April 2020.