ବିଷୁବ ମିଳନ

ଉଇକିପିଡ଼ିଆ‌ରୁ

ବିଷୁବ ମିଳନ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହୋଇଥାଏ । ପ୍ରଜାତନ୍ତ୍ରର ପ୍ରତିଷ୍ଠାତା, ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ଉତ୍ସବ ଆରମ୍ଭ କରିଥିଲେ । ରାଜ୍ୟରେ ଏବେ ଆୟୋଜିତ ସାହିତ୍ୟ ଉତ୍ସବମାନଙ୍କ ମଧ୍ୟରେ ‘ପ୍ରଜାତନ୍ତ୍ର ବିଷୁବ ଉତ୍ସବ’ ହେଉଛି ସର୍ବ ପୁରାତନ[୧] । ଦୀର୍ଘ ୭୪ ବର୍ଷ ଧରି କଟକରେ ଓଡ଼ିଆ ନୂଆ ବର୍ଷ ବା ବିଷୁବ ସଂକ୍ରାନ୍ତି ଅବସରରେ ଏହା ଆୟୋଜିତ ହୋଇଆସୁଛିବ୍ୟବହାରକାରୀ:MKar/ପ୍ରଜାତନ୍ତ୍ର ପ୍ରଚାର ସମିତି

ଅନ୍ୟ ମାନଙ୍କ ମଧ୍ୟରେ ନିମାଇଁ ଚରଣ ହରିଚନ୍ଦନ, କମଳାକାନ୍ତ ଲେଙ୍କା, ରମେଶ ଚନ୍ଦ୍ର ଭଞ୍ଜ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଓ ଚିନ୍ତାମଣି ବେହେରା ପ୍ରଭୃତି ବିଭିନ୍ନ ସମୟରେ ପୁରସ୍କୃତ ହୋଇଛନ୍ତି।