Jump to content

ବାଙ୍ଗିରିପୋଷି

ବାଙ୍ଗ୍ରିପୋଷି
  ସହର  
ବାଙ୍ଗ୍ରିପୋଷି
ବାଙ୍ଗ୍ରିପୋଷିର ଅବସ୍ଥାନ
ଓଡ଼ିଶାରେ ଭାରତ
ଦିଗବାରେଣି 22°10′0″N 86°32′0″E / 22.16667°N 86.53333°E / 22.16667; 86.53333
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ମୟୁରଭଞ୍ଜ
ପାଖ ସହର ବାରିପଦ‍ା
ସଂସଦ ବାଙ୍ଗ୍ରିପୋଷି
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)

ବାଙ୍ଗ୍ରିପୋଷି ,ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଏକ ସହର ଓ ନିର୍ବାଚନ ମଣ୍ଡଳୀ ।


ବାଙ୍ଗିରିପୋଷି ଏକ ସହର ଯାହା ସମୁଦ୍ର ପତ୍ତନଠାରୁ ୫୭୧ ଫୁଟ ଉର୍ଧରେ ଅବସ୍ତିତ।

ଇତିହାସ

[ସମ୍ପାଦନା]

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

ଏହା ଶିମିଳିପାଳ ପାଦ ଦେଶରେ ଅଛି । ଏଠି ଅନେକ ମନ୍ଦିର ଓ ଦର୍ଶନୀୟ ସ୍ଥାନ ଅଛି । ଏଠାରେ ରହିବା ପାଇ ମଧ୍ୟ ସୁବିଧା ରହିଛି ।

    ଅଧିକ ତଥ୍ୟ

    [ସମ୍ପାଦନା]