Jump to content

ଚିଟାଗଙ୍ଗ

ଉଇକିପିଡ଼ିଆ‌ରୁ
ଚଟ୍ଟଗ୍ରାମ
চট্টগ্রাম
ମହାନଗର
ଚଟ୍ଟଗ୍ରାମ
Chittagong Skyline
[[File:|Chittagong city skyline|260px]]
PatengaEthnological Museum of Chittagong
Port of Chittagong & Karnaphuli River
Countryବଙ୍ଗଳାଦେଶ
DivisionChittagong Division
DistrictChittagong District
Establishment1340 CE
Granted city status1947
Area
  ମହାନଗର168.07 km2 (64.89 sq mi)
Elevation
4 m (13.12 ft)
Population
 (2016)
  ମହାନଗର୮୪,୪୦,୦୦୦[]
  Density19,800/km2 (51,000/sq mi)
  Urban
୬୦,୨୫,୯୮୫
  Metro
୯୪,୫୩,୪୯୬
  Literacy rate
୬୨.୩%
Time zoneUTC+6 (BST)
Postal code
4000, 4100, 42xx
National Calling Code+880 31
Calling Code02
GDP (2005)$52 billion[]


ଚଟ୍ଟଗ୍ରାମ ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ପ୍ରମୁଖ ଉପକୂଳବର୍ତୀ ସହର ଏବଂ ବାଣିଜ୍ୟିକ କେନ୍ଦ୍ର ଅଟେ । ୨୦୧୭ ଜନଗଣନାରେ ଏହି ସହରର ଜନସଂଖ୍ୟା ୮୭ ଲକ୍ଷ ଥିଲା। ଏହା ଦେଶର ଦ୍ୱିତୀୟ ବୃହତ୍ତମ ସହର ଅଟେ । ଏହା ଏକ ନିଜନାମୀ ଜିଲ୍ଲା ଏବଂ ବିଭାଗର ରାଜଧାନୀ ଏବଂ ପ୍ରଶାସନିକ ଆସନ । ଏହି ସହର ଚଟ୍ଟଗ୍ରାମ ପାର୍ବତୀୟ ଅଞ୍ଚଳ ଏବଂ ବଙ୍ଗୋପସାଗର ମଧ୍ୟରେ ଓ କର୍ଣ୍ଣାଫୁଲି ନଦୀ କୂଳରେ ଅବସ୍ଥିତ । ଢାକା ପରେ ଆଧୁନିକ ଚଟ୍ଟଗ୍ରାମ ବାଂଲାଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଅଟେ।

ଭୂଗୋଳ

[ସମ୍ପାଦନା]

ଚଟ୍ଟଗ୍ରାମ ୨୨° ୨୦′ ୦୬ ″ ଉତ୍ତର ଓ ୯୧° ୪୯′ ୫୭ ″ ପୂର୍ବରେ ଅବସ୍ଥିତ । ଏହା ଦକ୍ଷିଣ-ପୂର୍ବ ବାଂଲାଦେଶର ଚଟ୍ଟଗ୍ରାମ ପାର୍ବତୀୟ ଅଞ୍ଚଳର ଉପକୂଳ ଅଞ୍ଚଳରେ ବିସ୍ତୃତ । କର୍ଣ୍ଣାଫୁଲି ନଦୀ ସହରର ଦକ୍ଷିଣ କୂଳରେ ପ୍ରବାହିତ ହୋଇ ଏହର ପଶ୍ଚିମ ଦିଗରେ ୧୨ କିଲୋମିଟର (୭ ମାଇଲ) ଦୂରରେ ବଙ୍ଗୋପସାଗରରେ ପ୍ରବେଶ କରେ । ୩୫୧ ମିଟର (୧,୧୫୨ ଫୁଟ) ଉଚ୍ଚତା ବିଶିଷ୍ଟ ଚଟ୍ଟଗ୍ରାମ ଜିଲ୍ଲାର ସୀତାକୁଣ୍ଡା ପର୍ବତ ହେଉଛି ସର୍ବୋଚ୍ଚ ପର୍ବତ । ସହର ଭିତରେ, ସର୍ବୋଚ୍ଚ ଶିଖର ହେଉଛି ୮୫.୩ ମିଟର (୨୮୦ ଫୁଟ) ଉଚ୍ଚ ବାଟାଲି ହିଲ୍ । ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀରୁ ପ୍ରମୁଖ ପଙ୍କ ପ୍ରବାହ ସହରର ଚାରିପଟେ ଜୁଆର ସମତଳ ସୃଷ୍ଟି କରେ ।

  1. "Population & Housing Census-2011: Union Statistics" (PDF). Bangladesh Bureau of Statistics. p. 39. Archived from the original (PDF) on 8 December 2015. Retrieved 15 December 2015.