ଫାମୋଟିଡିନ
Clinical data | |
---|---|
Pronunciation | /fəˈmɒtɪdiːn/ |
Trade names | Pepcid, others |
AHFS/Drugs.com | monograph |
MedlinePlus | a687011 |
data |
|
Pregnancy category | |
Routes of administration | By mouth (tablets), Intravenous |
Legal status | |
Legal status |
|
Pharmacokinetic data | |
Bioavailability | 40–45% (by mouth)[୧] |
Protein binding | 15–20%[୧] |
Metabolism | hepatic |
Elimination half-life | 2.5–3.5 hours[୧] |
Excretion | Kidney (25–30% unchanged [Oral])[୧] |
Identifiers | |
| |
ECHA InfoCard | 100.116.793 |
Chemical and physical data | |
Formula | C8H15N7O2S3 |
Molar mass | ୩୩୭.୪୪ g·mol−1 |
3D model (JSmol) | |
| |
| |
(verify) |
ଫାମୋଟିଡିନ ଏକ ଔଷଧର ନାମ ଯାହା ପେପସିଡ ନାମରେ ବିକ୍ରୟ ହୁଏ ଓ ଏହା ପାକସ୍ଥଳୀରେ ତିଆରି ହେଉଥିବା ଅମ୍ଳ ପରିମାଣ କମେଇଦିଏ ।[୨] ଅମ୍ଳ ରୋଗ, ଗ୍ୟାଷ୍ଟ୍ରୋସୋଫେଜିଆଲ ରିଫ୍ଲକ୍ସ ଡିଜିଜ ଏବଂ ଜୋଲିଞ୍ଜର ଏଲିସନ ସିଣ୍ଡ୍ରୋମ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୩] ଏହା ପାଟିରେ ଦିଆଯାଏ କିମ୍ବା ଇଞ୍ଜେକସନ ମାଧ୍ୟମରେ ଶିରାରେ ଦିଆଯାଏ | [୩] ଏକ ଘଣ୍ଟା ମଧ୍ୟରେ ଏହା କାମ କରିବା ଆରମ୍ଭ କରେ | [୩]
ଫାମୋଟିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅନ୍ତନଳୀରେ ଅସୁବିଧା ଏବଂ ମୁଣ୍ଡ ବୁଲାଇବା ଇତ୍ୟାଦି ହୁଏ | [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ଏବଂ ବାତ ହୋଇପାରେ | [୩] [୪] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ଲାଗେ କିନ୍ତୁ ଏହା ନିମନ୍ତେ ଯଥେଷ୍ଟ ଅନୁଶୀଳନ ହୋଇନାହିଁ ଓ ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ପରାମର୍ଶ ଦିଆଯାଇନଥାଏ | [୫] ଏହା ଏକ ହିଷ୍ଟାମିନ ଏଚ<sub>୨</sub> ରିସେପ୍ଟର ବିରୋଧୀ ଭାବରେ କାମ କରେ । [୩]
ଫାମୋଟିଡିନ ୧୯୭୯ ମସିହାରା ପେଟେଣ୍ଟ ହୋଇଥିଲା ଓ ୧୯୮୫ ମସିହାରେ ଡାକ୍ତରୀ ବ୍ୟବହାର କରାଗଲା । [୬] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | [୭] ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସ ମୂଲ୍ୟ 30 ପାଉଣ୍ଡ ଅଟେ । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨ ଡଲାର ଅଟେ। [୮] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୧୫ ତମ ସାଧାରଣ ପ୍ରେସକ୍ରିପନ ଔଷଧ ଥିଲା ଓ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା। [୯] [୧୦]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Truven Health Analytics, Inc. DRUGDEX® System (Internet) [cited 2013 Oct 10]. Greenwood Village, CO: Thomsen Healthcare; 2013.
- ↑ "Famotidine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Famotidine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ British national formulary : BNF 76 (76 ed.). Pharmaceutical Press. 2018. pp. 74–75. ISBN 9780857113382.
- ↑ "Famotidine Use During Pregnancy". Drugs.com (in ଇଂରାଜୀ). Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 444. ISBN 9783527607495.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୭.୦ ୭.୧ British national formulary : BNF 76 (76 ed.). Pharmaceutical Press. 2018. pp. 74–75. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Famotidine - Drug Usage Statistics". ClinCalc. Retrieved 11 April 2020.