Jump to content

ପାଲିପେରିଡୋନ

ଉଇକିପିଡ଼ିଆ‌ରୁ
ପାଲିପେରିଡୋନ
Clinical data
Trade namesInvega, Xeplion, Trevicta, others
Synonyms9-hydroxyrisperidone
AHFS/Drugs.commonograph
MedlinePlusa607005
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (OROS tablets), intramuscular
    Legal status
    Legal status
    Pharmacokinetic data
    Bioavailability28% (by mouth)
    Elimination half-life23 hours (by mouth)
    Excretion1% unchanged in urine 18% unchanged in feces
    Identifiers
    • (RS)-3-[2-[4-(6-fluoro-1,2-benzoxazol-3-yl)piperidin-1-yl]ethyl]-9-hydroxy-2-methyl-6,7,8,9-tetrahydropyrido[1,2-a]pyrimidin-4-one
    ECHA InfoCard100.117.604 Edit this at Wikidata
    Chemical and physical data
    FormulaC23H27FN4O3
    Molar mass୪୨୬.୪୯ g·mol−1
    3D model (JSmol)
    • O=C/1N5/C(=N\C(=C\1CCN4CCC(c3noc2cc(F)ccc23)CC4)C)[C@H](O)CCC5
    • InChI=1S/C23H27FN4O3/c1-14-17(23(30)28-9-2-3-19(29)22(28)25-14)8-12-27-10-6-15(7-11-27)21-18-5-4-16(24)13-20(18)31-26-21/h4-5,13,15,19,29H,2-3,6-12H2,1H3/t19-/m1/s1 checkY
    • Key:PMXMIIMHBWHSKN-LJQANCHMSA-N checkY
      (verify)

    ପାଲିପେରିଡୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଇନଭେଗା, ହେଉଛି ଏକ ଅସ୍ୱାଭାବିକ ବା ଏଟିପିକାଲ୍ ଆଣ୍ଟିସାଇକୋଟିକ୍ ଔଷଧ ଯାହା ସିଜୋଫ୍ରେନିଆ ଏବଂ ସିଜୋଫେକ୍ଟିଭ୍ ବେମାରୀ ଇତ୍ୟାଦିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଇପାରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଇପାରେ[] ଏହି ରୋଗର ଚିକିତ୍ସା ଫଳ ବିଷୟରେ ଯେତେବେଳେ ଅପ୍ରକାଶିତ ସାହିତ୍ୟକୁ ଅନ୍ତର୍ଭୁକ୍ତ କରାଯାଏ, ଲାଭଗୁଡ଼ିକ କମ୍ ହୋଇଥାଏ ଏବଂ କେବଳ ପ୍ରକାଶିତ ସାହିତ୍ୟକୁ ଦେଖିବା ଅପେକ୍ଷା କ୍ଷତି ଅଧିକ ହୋଇଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରା ସମସ୍ୟା, ପାର୍କିନସୋନିଜ୍ମ, ଅନିଚ୍ଛାକୃତ ମାଂସପେଶୀ ଚଳନ, ମୁଣ୍ଡ ବୁଲାଇବା, ଉତ୍ତେଜନା, ଉଦାସୀନତା, ଓଜନ ବୃଦ୍ଧି, ଅଇ, ଶୁଖିଲା ପାଟି, କ୍ୟୁଟି (QT) ବିସ୍ତାର, ଏବଂ ଥକ୍କା ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ୍ ଡିସକାଇନେସିଆ, ମଧୁମେହ ଏବଂ ହାଇପରପ୍ରୋଲାକ୍ଟିନେମିଆ ଅନ୍ତର୍ଭୁକ୍ତ ହୋଇପାରେ ।[] ଡିମେନସିଆ ରୋଗ‌ଗ୍ରସ୍ତ ବୟସ୍କ ବ୍ୟକ୍ତିଙ୍କ ଏହି ଔଷଧ ସେବନ ଯୋଗୁ ମୃତ୍ୟୁ ବ୍ୟବହାର ଆଶଙ୍କା ଢ଼ିଯାଇଥାଏ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।[] ଡୋପାମାଇନ୍ ଏବଂ ସେରୋଟୋନିନ୍ ଉପରେ ଏହାର ପ୍ରଭାବ ଯୋଗୁଁ ଉପକାର ମିଳୁଥିବା ବିଶ୍ୱାସ କରାଯାଏ ।[]

    ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୭ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲିପେରିଡୋନ ଅନୁମୋଦିତ ହୋଇଥିଲା ।[] [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଗୋଟିଏ ମାସରେ ବ୍ୟବ‌ହାର ଖର୍ଚ୍ଚ ପ୍ରାୟ £୧୦୫ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୪୦୦ ଡଲାର ଅଟେ ।[୧୦]

    1. "Invega- paliperidone tablet, extended release". DailyMed. Archived from the original on 24 January 2016. Retrieved 19 August 2020.
    2. "Invega Sustenna- paliperidone palmitate injection". DailyMed. 31 January 2019. Archived from the original on 13 May 2021. Retrieved 19 August 2020.
    3. "Invega Trinza- paliperidone palmitate injection, suspension, extended release". DailyMed. 31 January 2019. Archived from the original on 17 June 2021. Retrieved 19 August 2020.
    4. 1 2 3 "Invega". Archived from the original on 9 January 2021. Retrieved 25 October 2021.
    5. 1 2 3 4 5 "Paliperidone Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 25 October 2021.
    6. Hodkinson, A; Heneghan, C; Mahtani, KR; Kontopantelis, E; Panagioti, M (25 August 2021). "Benefits and harms of Risperidone and Paliperidone for treatment of patients with schizophrenia or bipolar disorder: a meta-analysis involving individual participant data and clinical study reports". BMC medicine. 19 (1): 195. doi:10.1186/s12916-021-02062-w. PMID 34429113.{{cite journal}}: CS1 maint: unflagged free DOI (link)
    7. "Paliperidone Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 25 October 2021.
    8. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
    9. BNF 81: March-September 2021. BMJ Group and the Pharmaceutical Press. 2021. p. 422. ISBN 978-0857114105.
    10. "Invega Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 January 2021. Retrieved 25 October 2021.