ଦୁଷ୍ମନ୍ତ ପଣ୍ଡା

ଉଇକିପିଡ଼ିଆ‌ରୁ
ଦୁଷ୍ମନ୍ତ ପଣ୍ଡା
ଜନ୍ମ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ବୈବାହିକ-ସାଥୀକାଜଲ ମିଶ୍ର[୧]

ଦୁଷ୍ମନ୍ତ ପଣ୍ଡା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଦୁଷ୍ମନ୍ତ ପଣ୍ଡା ଓଡ଼ିଶାରେ ଜନ୍ମ ନେଇଥିଲେ ।

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

୨୦୦୭ ମସିହାରେ ଏ ମନ ମାନେନା କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଦୁଷ୍ମନ୍ତ , ବର୍ତ୍ତମାନ ସୁଦ୍ଧା ୫ଟି ଓଡ଼ିଆ କଥାଚିତ୍ର ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ପ୍ରେମ ସବୁଠୁଁ ବଳବାନ ୨୦୧୨* ଅରୁଣ ମହାନ୍ତି
ମିତ ବସିଛି ମୁଁ ଭୂତ ସାଥୀରେ ୨୦୧୨* ସଞ୍ଜୟ ନାୟକ
ବାଇଶି ପାହାଚେ ଖେଳିବ ମୀନ ୨୦୧୧ ସଞ୍ଜୟ ନାୟକ
ତୁମେ ହିଁ ସାଥୀ ମୋର ୨୦୦୯
ଆରେ ସାଥୀ ଆ ୨୦୦୯
ମୁନ୍ନା ଏ ଲଭ ଷ୍ଟୋରୀ ୨୦୦୮ ଏନ. ପାଢ଼ୀ
ଏ ମନ ମାନେନା ୨୦୦୮ ଏନ. ପାଢ଼ୀ

ମାନ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]