ଡାବିଗାଟ୍ରାନ
Clinical data | |
---|---|
Trade names | Pradaxa, Pradax, Prazaxa, others |
Synonyms | Dabigatran etexilate (USAN US) |
AHFS/Drugs.com | monograph |
MedlinePlus | a610024 |
data |
|
Pregnancy category | |
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 3–7%[୩] |
Protein binding | 35%[୩] |
Elimination half-life | 12–17 hours[୩] |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
Chemical and physical data | |
Formula | C34H41N7O5 |
Molar mass | ୬୨୭.୭୫ g·mol−1 |
3D model (JSmol) | |
| |
| |
(what is this?) (verify) |
ଡାବିଗାଟ୍ରାନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରଡାକ୍ସା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ରକ୍ତ ଜମାଟ ପ୍ରତିରୋଧକ ଓ ଚିକିତ୍ସା ନିମନ୍ତେ ଦିଆଯାଏ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ରୋଗୀଙ୍କଠାରେ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ | [୩] [୪] ବିଶେଷତଃ ହିପ ଓ ଆଣ୍ଠୁ ପ୍ରତିସ୍ଥାପନ ପରବର୍ତ୍ତୀ କାଳରେ ଏହା ରକ୍ତ ଜମାଟ ପ୍ରତିରୋଧ ପାଇଁ ଓ ଜମାଟର ଇତିହାସ ଥିଲେ ବ୍ୟବହୃତ ହୁଏ ।[୩] ଏହା ୱାର୍ଫାରିନର ବିକଳ୍ପ ଭାବରେ ବ୍ୟବହୃତ ହୁଏ ଏବଂ ରକ୍ତ ପରୀକ୍ଷାଦ୍ୱାରା ମନିଟରିଂ ଆବଶ୍ୟକ ହୁଏ ନାହିଁ।[୩] ଏହା ପାଟିରେ ଦିଆଯାଏ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ପାକସ୍ଥଳୀ ପ୍ରଦାହ ହୋଇପାରେ | [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡରୁ ରକ୍ତସ୍ରାବ ଓ ଆନାଫାଇଲାକ୍ସିସ ପରି ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ ।[୩] ପ୍ରବଳ ରକ୍ତସ୍ରାବ ହେଲେ ଏହା ଇଡାରୁସିଜୁମାବ ଆଣ୍ଟିଡୋଟ୍ ଦେଲେ ବନ୍ଦ ହୋଇପାରେ।[୩] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସହିତ ଅଳ୍ପ ପ୍ରତିକ୍ରିୟା ହୁଏ । [୫] ଏହା ଏକ ଥ୍ରୋମ୍ବିନ ଇନହିବିଟର ।[୬]
ଯୁକ୍ତରାଷ୍ଟ୍ରରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡାବିଗାଟ୍ରାନ୍ ଅନୁମୋଦିତ ହୋଇଥିଲେ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୭] ଯୁକ୍ତରାଜ୍ୟରେ ୨୦୧୯ ମସିହାରେ ଏକ ମାସ ଯୋଗାଣ ମୁଲ୍ୟ ୫୧ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୧୬ ଡଲାର ଥିଲା ।[୮] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରରେ ୩୦୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୯]
ଆଧାର
[ସମ୍ପାଦନା]- ↑ "Dabigatran (Pradaxa) Use During Pregnancy". Drugs.com. 27 December 2018. Retrieved 16 May 2020.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Pradaxa FDA label
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Dabigatran Etexilate Mesylate Monograph for Professionals". Drugs.com. American Society of Health-System Pharmacists. Retrieved 27 March 2019.
- ↑ British national formulary : BNF 76 (76 ed.). Pharmaceutical Press. 2018. pp. 135–137. ISBN 9780857113382.
- ↑ Kiser, Kathryn (2017). Oral Anticoagulation Therapy: Cases and Clinical Correlation. Springer. p. 11. ISBN 9783319546438.
- ↑ ୬.୦ ୬.୧ British national formulary : BNF 76 (76 ed.). Pharmaceutical Press. 2018. pp. 135–137. ISBN 9780857113382.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "Dabigatran Etexilate Mesylate - Drug Usage Statistics". ClinCalc. Archived from the original on 28 February 2020. Retrieved 11 April 2020.