ଜ୍ୟୋତିର୍ମଠ

ଉଇକିପିଡ଼ିଆ ରୁ
Jump to navigation Jump to search
ଯୋଶୀମଠ
जोशीमठ
Joshimath
town
Ropeway at Joshimath to Auli
Ropeway at Joshimath to Auli
ଯୋଶୀମଠ is located in Uttarakhand
ଯୋଶୀମଠ
ଯୋଶୀମଠ
ଯୋଶୀମଠ is located in India
ଯୋଶୀମଠ
ଯୋଶୀମଠ
Location in Uttarakhand, India
ଅବସ୍ଥିତି: 30°34′N 79°34′E / 30.57°N 79.57°E / 30.57; 79.57Coordinates: 30°34′N 79°34′E / 30.57°N 79.57°E / 30.57; 79.57
Country India
StateUttarakhand
DistrictChamoli
ଜନସଂଖ୍ୟା (2001)
 • ମୋଟ୧୩,୨୦୨
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣUK
ୱେବସାଇଟhttp://chamoli.nic.in

ଜ୍ୟୋତିର୍ମଠ ବା ଯୋଶୀମଠ , ଭାରତୀୟ ରାଜ୍ୟଉତ୍ତରାଖଣ୍ଡର ଚାମୋଲୀ ଜିଲ୍ଲାର ଏକ ସହର ତଥା ମୁନ୍ସିପାଳ । ଏହା ସମୁଦ୍ରପତ୍ତାନ ଠାରୁ ୬୧୫୦ ଫୁଟ ଉପରେ ରହିଛି ।[୧]ଏଠାରୁ ଅନେକ ହିମାଲୟ ପର୍ବତ ଚଢାଳୀ ଦଳ ପର୍ବତ ଚଢିବା ପାଇଁ ଯାଇଥାନ୍ତି । ଏକା ଏକ ଆଦୃତ ଟ୍ରେକିଙ୍ଗ ସ୍ଥଳ ହେବା ସହ ଏକ ହିନ୍ଦୁ ତୀର୍ଥ ସ୍ଥଳ [୨]ଭାବରେ ବହୁ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁ ଧର୍ମର ଗୁରୁ ଆଦି ଶଙ୍କାରାଚାର୍ଜ୍ୟଙ୍କଦ୍ୱାରା ଭାରତରେ ପ୍ରତିଷ୍ଠା ହେଇଥିବା ୪ଟି ପିଠ ମଧ୍ୟରୁ ଏହା ଅନ୍ୟତମ  । [୩]

ଜନ ଆବାଦୀ [ସମ୍ପାଦନା]

୨୦୦୧ ମସିହା ଜନଗଣନା[୪] ଅନୁସାରେ ଯୋଶୀମଠର ଜନସଂଖ୍ୟା ୧୩,୨୦୨ ରହିଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୬୧ % ହେଇଥିବା ବେଳେ ମହିଳା ସଂଖ୍ୟା ୩୯ % ଥିଲା । ଏଠାରେ ସାକ୍ଷ୍ୟରତା ହାର ୭୭ % ଥିଲା , ଯାହା ଜାତୀୟ ହାର ୫୯.୯ % ଠାରୁ ଅଧିକ ଥିଲା। ଏଠାରେ ୬ ବର୍ଷରୁ କମ ଆବାଦୀ ୧୨ % ରହିଥିଲା । 

ଧାର୍ମିକ ତାପ୍ତର୍ଜୀ[ସମ୍ପାଦନା]

ଜ୍ୟୋତିର୍ମଠ ଆସ୍ଥାନ ପୀଠ 

ଆଦି ଶଙ୍କର ଭାରତ  ରେ  ପୁରୀ , ଦ୍ୱରକା , ଶ୍ରୀଙ୍ଗେରୀ ଓ ଜ୍ୟୋତିର୍ମଠଠାରେ ୪ଟି ପୀଠ ସ୍ଥାପନ କରିଥିଲେ । ଏହି ୪ଟି ପୀଠର ମୁଖ୍ୟଙ୍କୁ ଶଙ୍କରଚାର୍ଜ୍ୟ କୁହାଯାଇଥାଏ । ଆଦି ଶଙ୍କରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ପରମ୍ପରା ଅନୁସାରେ ଜ୍ୟୋତିର୍ମଠ ପିଠ " ଅଥର୍ବ ବେଦ " ଦାୟିତ୍ୱରେ ରହିଥିଲା । ଏହା ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ ପୀଠ ବଦ୍ରୀନାଥ ନିକଟରେ ଅବସ୍ଥିତ ।  ..[୫]

ଦର୍ଶନୀୟ ସ୍ଥଳ ସବୁ [ସମ୍ପାଦନା]

ଶଙ୍କରଚାର୍ଜ୍ୟ ମଠ 

ଆଦି ଶଙ୍କରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ମଠରେ ବଦ୍ରିନାରାୟନଙ୍କ ମନ୍ଦିର ଓ ରାଜେଶ୍ୱରୀ ଦେବୀଙ୍କ ମନ୍ଦିର ରହିଛି । ଏଠାରେ ଏକ ଗୁମ୍ଫା ମଧ୍ୟ ରହିଛି ଯେଉଁ ସ୍ଥାନରେ ଆଦି ଶଙ୍କର ତପସ୍ୟା କରିଥିଲେ । 

ନରସିଂହ ମନ୍ଦିର 

  ଜ୍ୟୋତିର୍ମଠ ପୀଠରେ ଏହି ମନ୍ଦିର ମୁଖ୍ୟ ମନ୍ଦିର ଭାବରେ ରହିଛି । ଏଠାରେ   ବିଷ୍ଣୁଙ୍କ ନରସିଂହ ଅବତାର ଭାବରେ ମୂର୍ତି ସ୍ଥାପନ ହେଇ ପୂଜା ପାଉଛନ୍ତି । ଏହା ନିଜେ ଆଦି ଶଙ୍କରଚାର୍ଜ୍ୟ ସ୍ଥାପନ କରିଥିବାର କୁହାଯାଏ । [ଆଧାର ଲୋଡ଼ା]

ଭବିଷ୍ୟ କେଦାର ମନ୍ଦିର 

 ତପୋବନ 


ରୋପୱେ

 ଏଠାରୁ ଆଉଳିକୁ ଯିବାକୁ ପାହାଡ ଉପରେ ଏକ ରୋପୱେ ରହିଛି । ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ।  . [ଆଧାର ଲୋଡ଼ା]

କଳ୍ପେଶ୍ୱର  [୬]


ଜାତୀୟ ରାଜପଥ ୫୮ରେ ଥିବା ଉରଗ୍ରାମ ନାମକ ଏକ ପ୍ରକୃତିକ ସୁନ୍ଦରତା ବିଶିଷ୍ଟ ଗ୍ରାମରେ କଳ୍ପେଶ୍ୱର ରହିଛି । ରାଜପଥ ଦେଇ ଏହି ସ୍ଥାନରେ ପହଞ୍ଚି ହୁଏ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Shri Gaudapadacharya Math
  • Gauḍapāda
  • Govinda Bhagavatpada
  • Adi Shankara
  • Mandukya Upanishad
  • Advaita Vedanta

ଆଧାର ସମୂହ [ସମ୍ପାଦନା]

  1. Singh, V.P. Flt.Lt. "Himalayan Journal 1967-68". The Himalayan Club. Retrieved 6 June 2013.
  2. Agarwal, Meena. "The Ascent of Trisul, 1970". The Himalayan Club. Retrieved 6 June 2013.
  3. "Joshimath". x=26 February 2015.
  4. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  5. 108 Vaishnavite Divya Desams: Divya desams in Pandya Nadu. M. S. Ramesh, Tirumalai-Tirupati Devasthanam.
  6. Kalpeshwar