ଜ୍ୟୋତିର୍ମଠ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଯୋଶୀମଠ
जोशीमठ
Joshimath
town
Ropeway at Joshimath to Auli
Ropeway at Joshimath to Auli
Country India
StateUttarakhand
DistrictChamoli
Population
 (2001)
 • Total୧୩,୨୦୨
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK
Websitehttp://chamoli.nic.in

ଜ୍ୟୋତିର୍ମଠ ବା ଯୋଶୀମଠ , ଭାରତୀୟ ରାଜ୍ୟଉତ୍ତରାଖଣ୍ଡର ଚାମୋଲୀ ଜିଲ୍ଲାର ଏକ ସହର ତଥା ମୁନ୍ସିପାଳ । ଏହା ସମୁଦ୍ରପତ୍ତାନଠାରୁ ୬୧୫୦ ଫୁଟ ଉପରେ ରହିଛି ।[୧]ଏଠାରୁ ଅନେକ ହିମାଲୟ ପର୍ବତ ଚଢାଳୀ ଦଳ ପର୍ବତ ଚଢିବା ପାଇଁ ଯାଇଥାନ୍ତି । ଏକା ଏକ ଆଦୃତ ଟ୍ରେକିଙ୍ଗ ସ୍ଥଳ ହେବା ସହ ଏକ ହିନ୍ଦୁ ତୀର୍ଥ ସ୍ଥଳ [୨]ଭାବରେ ବହୁ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କୁ ଆକର୍ଷିତ କରିଥାଏ । ହିନ୍ଦୁ ଧର୍ମର ଗୁରୁ ଆଦି ଶଙ୍କାରାଚାର୍ଜ୍ୟଙ୍କଦ୍ୱାରା ଭାରତରେ ପ୍ରତିଷ୍ଠା ହେଇଥିବା ୪ଟି ପିଠ ମଧ୍ୟରୁ ଏହା ଅନ୍ୟତମ  । [୩]

ଜନସଂଖ୍ୟା [ସମ୍ପାଦନା]

୨୦୦୧ ମସିହା ଜନଗଣନା[୪] ଅନୁସାରେ ଯୋଶୀମଠର ଜନସଂଖ୍ୟା ୧୩,୨୦୨ ରହିଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୬୧ % ହେଇଥିବା ବେଳେ ମହିଳା ସଂଖ୍ୟା ୩୯ % ଥିଲା । ଏଠାରେ ସାକ୍ଷ୍ୟରତା ହାର ୭୭ % ଥିଲା , ଯାହା ଜାତୀୟ ହାର ୫୯.୯ %ଠାରୁ ଅଧିକ ଥିଲା। ଏଠାରେ ୬ ବର୍ଷରୁ କମ ସଂଖ୍ୟା ୧୨ % ରହିଥିଲା । 

ଧାର୍ମିକ ତାପ୍ତର୍ଜୀ[ସମ୍ପାଦନା]

ଜ୍ୟୋତିର୍ମଠ ଆସ୍ଥାନ ପୀଠ 

ଆଦି ଶଙ୍କର ଭାରତ  ରେ  ପୁରୀ , ଦ୍ୱରକା , ଶ୍ରୀଙ୍ଗେରୀ ଓ ଜ୍ୟୋତିର୍ମଠଠାରେ ୪ଟି ପୀଠ ସ୍ଥାପନ କରିଥିଲେ । ଏହି ୪ଟି ପୀଠର ମୁଖ୍ୟଙ୍କୁ ଶଙ୍କରଚାର୍ଜ୍ୟ କୁହାଯାଇଥାଏ । ଆଦି ଶଙ୍କରଙ୍କଦ୍ୱାରା ଆରମ୍ଭ କରାଯାଇଥିବା ପରମ୍ପରା ଅନୁସାରେ ଜ୍ୟୋତିର୍ମଠ ପିଠ " ଅଥର୍ବ ବେଦ " ଦାୟିତ୍ୱରେ ରହିଥିଲା । ଏହା ହିନ୍ଦୁ ଧର୍ମର ଗୁରୁତ୍ୱପୂର୍ଣ ପୀଠ ବଦ୍ରୀନାଥ ନିକଟରେ ଅବସ୍ଥିତ ।  ..[୫]

ଦର୍ଶନୀୟ ସ୍ଥଳ ସବୁ [ସମ୍ପାଦନା]

ଶଙ୍କରଚାର୍ଜ୍ୟ ମଠ 

ଆଦି ଶଙ୍କରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ମଠରେ ବଦ୍ରିନାରାୟନଙ୍କ ମନ୍ଦିର ଓ ରାଜେଶ୍ୱରୀ ଦେବୀଙ୍କ ମନ୍ଦିର ରହିଛି । ଏଠାରେ ଏକ ଗୁମ୍ଫା ମଧ୍ୟ ରହିଛି ଯେଉଁ ସ୍ଥାନରେ ଆଦି ଶଙ୍କର ତପସ୍ୟା କରିଥିଲେ । 

ନରସିଂହ ମନ୍ଦିର 

  ଜ୍ୟୋତିର୍ମଠ ପୀଠରେ ଏହି ମନ୍ଦିର ମୁଖ୍ୟ ମନ୍ଦିର ଭାବରେ ରହିଛି । ଏଠାରେ   ବିଷ୍ଣୁଙ୍କ ନରସିଂହ ଅବତାର ଭାବରେ ମୂର୍ତି ସ୍ଥାପନ ହେଇ ପୂଜା ପାଉଛନ୍ତି । ଏହା ନିଜେ ଆଦି ଶଙ୍କରଚାର୍ଜ୍ୟ ସ୍ଥାପନ କରିଥିବାର କୁହାଯାଏ । [ଆଧାର ଲୋଡ଼ା]

ଭବିଷ୍ୟ କେଦାର ମନ୍ଦିର 

 ତପୋବନ 


ରୋପୱେ

 ଏଠାରୁ ଆଉଳିକୁ ଯିବାକୁ ପାହାଡ ଉପରେ ଏକ ରୋପୱେ ରହିଛି । ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ।  . [ଆଧାର ଲୋଡ଼ା]

କଳ୍ପେଶ୍ୱର  [୬]


ଜାତୀୟ ରାଜପଥ ୫୮ରେ ଥିବା ଉରଗ୍ରାମ ନାମକ ଏକ ପ୍ରକୃତିକ ସୁନ୍ଦରତା ବିଶିଷ୍ଟ ଗ୍ରାମରେ କଳ୍ପେଶ୍ୱର ରହିଛି । ରାଜପଥ ଦେଇ ଏହି ସ୍ଥାନରେ ପହଞ୍ଚି ହୁଏ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Shri Gaudapadacharya Math
  • Gauḍapāda
  • Govinda Bhagavatpada
  • Adi Shankara
  • Mandukya Upanishad
  • Advaita Vedanta

ଆଧାର [ସମ୍ପାଦନା]

  1. Singh, V.P. Flt.Lt. "Himalayan Journal 1967-68". The Himalayan Club. Archived from the original on 26 February 2015. Retrieved 6 June 2013.
  2. Agarwal, Meena. "The Ascent of Trisul, 1970". The Himalayan Club. Archived from the original on 26 February 2015. Retrieved 6 June 2013.
  3. "Joshimath". x=26 February 2015.
  4. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  5. 108 Vaishnavite Divya Desams: Divya desams in Pandya Nadu. M. S. Ramesh, Tirumalai-Tirupati Devasthanam.
  6. Kalpeshwar