ଛେଣ୍ଡ କଲୋନୀ
ଦେଖଣା
ଛେଣ୍ଡ କଲୋନୀ Chhend Colony | |
|---|---|
neighbourhood | |
| Nickname: ଛେଣ୍ଡ / ଛେଣ୍ଡ୍ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ସୁନ୍ଦରଗଡ଼ |
| Area | |
| • ସମୁଦାୟ | 24 km2 (9 sq mi) |
| Elevation | 219 m (719 ft) |
| Population (2010) | |
| • Total | ୨,୦୫,୦୦୦ |
| • Density | 90/km2 (200/sq mi) |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫:୩୦ (IST) |
| ପିନ୍ | ୭୬୯୦୧୫ |
| ଟେଲିଫୋନ କୋଡ଼ | ୯୧ ୬୬୧ |
| ଯାନବାହାନ ପଞ୍ଚୀକରଣ | OR-14 |

ଛେଣ୍ଡ କଲୋନୀ ପଶ୍ଚିମ ରାଉରକେଲାରେ ଅବସ୍ଥିତ ଏକ ବ୍ୟବସାୟିକ ତଥା ଆବାସିକ କ୍ଷେତ୍ର । ଏଠାରେ ପ୍ରାୟତଃ ମଧ୍ୟବିତ୍ତ ଓ ଉଚ୍ଚ ଆୟକାରୀ ବର୍ଗର ଲୋକ ବାସ କରିଥାନ୍ତି । ଛେଣ୍ଡ କଲୋନୀ, ଏସିଆ ମହାଦେଶର ସର୍ବବୃହତ କଲୋନୀ ଅଟେ । ଏହା ରାଉରକେଲାର ମୁଖ୍ୟ ସହରାଞ୍ଚଳ ବାହାରେ ଅବସ୍ଥିତ । ମୁଖ୍ୟତଃ ରାଉରକେଲା ପରିଚାଳନା ଶିକ୍ଷା ପ୍ରତିଷ୍ଠାନ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏହି ଅଞ୍ଚଳ ଜଣାଶୁଣା ।
ଅବଲୋକନ
[ସମ୍ପାଦନା]କଳିଙ୍ଗ ବିହାର, ଗୋପବନ୍ଧୁ ନଗର ଏବଂ ମଧୁସୂଦନ ନଗରକୁ ନେଇ ଛେଣ୍ଡ କଲୋନୀ ଗଠିତ । ଏହା ରାଉରକେଲା ଉଡ଼ାଜାହାଜ ଘାଟି ଓ ଇସ୍ପାତ କାରଖାନା ପାଖାପାଖି ରହିଛି । ଏହି ଅଞ୍ଚଳଟି ଘରୋଇ ପ୍ଳଟ, ମ୍ୟାନେଜମେଣ୍ଟ (ପରିଚାଳନା) ପ୍ରତିଷ୍ଠାନ, ଫର୍ମାସୀ କଲେଜ ଏବଂ ବିପିୟୁଟି ପାଇଁ ବେଶ ଜଣାଶୁଣା । ଛେଣ୍ଡ କଲୋନୀ, ରାଉରକେଲା ସହରର ସବୁଠାରୁ ଜନବହୁଳ ଅଞ୍ଚଳ, ଜନସଂଖ୍ୟା ପାଖାପାଖି ୩.୫ ଲକ୍ଷରୁ ଊର୍ଦ୍ଧ୍ୱ ଅଟେ ।[୧]
ଆବାସିକ କଲୋନୀ
[ସମ୍ପାଦନା]- କଳିଙ୍ଗ ବିହାର
- ଗୋପବନ୍ଧୁ ନଗର
- ମଧୁସୂଦନ ନଗର
- ଟିସ୍କୋ କଲୋନୀ
- ସରସ୍ୱତୀ କଲୋନୀ
- କଲ୍ୟାଣୀ ନଗର
- ଫେଜ୍ - ୨
- କୋପରେଟିଭ କଲୋନୀ
ଶିକ୍ଷାନୁଷ୍ଠାନ
[ସମ୍ପାଦନା]- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
- ରାଉରକେଲା ପରିଚାଳନା ଶିକ୍ଷା ପ୍ରତିଷ୍ଠାନ
- କନକ ମଞ୍ଜରି ଫର୍ମାସିଟିକାଲ୍ ଶିକ୍ଷା ପ୍ରତିଷ୍ଠାନ
- ଚିନ୍ମୟ ବିଦ୍ୟାଳୟ
- ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ପ୍ରତିଷ୍ଠାନ
- Music Circle
- ସରକାରୀ ଆଇଟିଆଇ (ITI)
- ହୃଷୀକେଶ ରାୟ ମହାବିଦ୍ୟାଳୟ
ଗମନାଗମନ
[ସମ୍ପାଦନା]| ମୁଖ୍ୟ ଷ୍ଟପ/ଷ୍ଟେସନ | ଦୂରତା |
|---|---|
| ରାଉରକେଲା ରେଳ ଷ୍ଟେସନ | ୫ କିମି |
| ରାଉରକେଲା ବସ-ଷ୍ଟପ | 8 କିମି |
| ପାନପୋଷ ରେଳ ଷ୍ଟେସନ | -- କିମି |
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Rourkela Tourism Guide Book
ଉଇକିମିଡ଼ିଆ କମନ୍ସରେ Chhend Colony
ବାବଦରେ ମାଧ୍ୟମ ରହିଛି ।