ଛେଣ୍ଡ କଲୋନୀ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଛେଣ୍ଡ କଲୋନୀ
Chhend Colony
neighbourhood
Nickname: 
ଛେଣ୍ଡ / ଛେଣ୍ଡ୍
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସୁନ୍ଦରଗଡ଼
Area
 • ସମୁଦାୟ24 km2 (9 sq mi)
Elevation
219 m (719 ft)
Population
 (2010)
 • Total୨,୦୫,୦୦୦
 • Density90/km2 (200/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (IST)
ପିନ୍
୭୬୯୦୧୫
ଟେଲିଫୋନ କୋଡ଼୯୧ ୬୬୧
ଯାନବାହାନ ପଞ୍ଚୀକରଣOR-14
ସନ୍ଧ୍ୟାବେଳେ ଛେଣ୍ଡ କଲୋନୀର ଦୃଶ୍ୟ

ଛେଣ୍ଡ କଲୋନୀ ପଶ୍ଚିମ ରାଉରକେଲାରେ ଅବସ୍ଥିତ ଏକ ବ୍ୟବସାୟିକ ତଥା ଆବାସିକ କ୍ଷେତ୍ର । ଏଠାରେ ପ୍ରାୟତଃ ମଧ୍ୟବିତ୍ତ ଓ ଉଚ୍ଚ ଆୟକାରୀ ବର୍ଗର ଲୋକ ବାସ କରିଥାନ୍ତି । ଛେଣ୍ଡ କଲୋନୀ, ଏସିଆ ମହାଦେଶର ସର୍ବବୃହତ କଲୋନୀ ଅଟେ । ଏହା ରାଉରକେଲାର ମୁଖ୍ୟ ସହରାଞ୍ଚଳ ବାହାରେ ଅବସ୍ଥିତ । ମୁଖ୍ୟତଃ ରାଉରକେଲା ପରିଚାଳନା ଶିକ୍ଷା ପ୍ରତିଷ୍ଠାନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏହି ଅଞ୍ଚଳ ଜଣାଶୁଣା ।

ଅବଲୋକନ[ସମ୍ପାଦନା]

କଳିଙ୍ଗ ବିହାର, ଗୋପବନ୍ଧୁ ନଗର ଏବଂ ମଧୁସୂଦନ ନଗରକୁ ନେଇ ଛେଣ୍ଡ କଲୋନୀ ଗଠିତ । ଏହା ରାଉରକେଲା ଉଡ଼ାଜାହାଜ ଘାଟିଇସ୍ପାତ କାରଖାନା ପାଖାପାଖି ରହିଛି । ଏହି ଅଞ୍ଚଳଟି ଘରୋଇ ପ୍ଳଟ, ମ୍ୟାନେଜମେଣ୍ଟ (ପରିଚାଳନା) ପ୍ରତିଷ୍ଠାନ, ଫର୍ମାସୀ କଲେଜ ଏବଂ ବିପିୟୁଟି ପାଇଁ ବେଶ ଜଣାଶୁଣା । ଛେଣ୍ଡ କଲୋନୀ, ରାଉରକେଲା ସହରର ସବୁଠାରୁ ଜନବହୁଳ ଅଞ୍ଚଳ, ଜନସଂଖ୍ୟା ପାଖାପାଖି ୩.୫ ଲକ୍ଷରୁ ଊର୍ଦ୍ଧ୍ୱ ଅଟେ ।[୧]

ଆବାସିକ କଲୋନୀ[ସମ୍ପାଦନା]

  • କଳିଙ୍ଗ ବିହାର
  • ଗୋପବନ୍ଧୁ ନଗର
  • ମଧୁସୂଦନ ନଗର
  • ଟିସ୍କୋ କଲୋନୀ
  • ସରସ୍ୱତୀ କଲୋନୀ
  • କଲ୍ୟାଣୀ ନଗର
  • ଫେଜ୍ - ୨
  • କୋପରେଟିଭ କଲୋନୀ

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଗମନାଗମନ[ସମ୍ପାଦନା]

ମୁଖ୍ୟ ଷ୍ଟପ/ଷ୍ଟେସନ ଦୂରତା
ରାଉରକେଲା ରେଳ ଷ୍ଟେସନ ୫ କିମି
ରାଉରକେଲା ବସ-ଷ୍ଟପ 8 କିମି
ପାନପୋଷ ରେଳ ଷ୍ଟେସନ -- କିମି

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Rourkela Tourism Guide Book