ଚନ୍ଦନପୁର
ଦେଖଣା
ଚନ୍ଦନପୁର | |
|---|---|
ଗାଁ | |
| Country | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ପୁରୀ |
| Languages | |
| • Official | ଓଡ଼ିଆ |
| Time zone | UTC+5:30 (IST) |
| ପିନ | ୭୫୨୦୧୨ |
| STD କୋଡ଼ | ୦୬୭୫୨ |
| ଯାନବାହାନ ପଞ୍ଚୀକରଣ | OD/OR13 |
ଚନ୍ଦନପୁର ଓଡ଼ିଶାର ପୁରୀ ଜିଲ୍ଲାର ପୁରୀ ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ଅଟେ । ଏହି ସ୍ଥାନଟି ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ ।
ଅବସ୍ଥିତି
[ସମ୍ପାଦନା]ଗମନାଗମନ
[ସମ୍ପାଦନା]ଏହା ଜିଲ୍ଲାର ସଦର ମହକୁମା ପୁରୀଠାରୁ ୧୦ କି.ମି. ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୦ କିମି ଦୂରରେ ଅବସ୍ଥିତ । ନିକଟସ୍ଥ ରେଳ ଷ୍ଟେସନ ଜାନକୀଦେଇପୁର (ଷ୍ଟେଶନ କୋଡ଼: JKDP) ଏବଂ ପୁରୀ ।
ଶିକ୍ଷା
[ସମ୍ପାଦନା]ଏହି ଗ୍ରାମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
[ସମ୍ପାଦନା]ଏଠାରେ ପ୍ରତିବର୍ଷ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ ।