ଚନ୍ଦନପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଚନ୍ଦନପୁର
ଗାଁ
Country ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
Languages
 • Officialଓଡ଼ିଆ
Time zoneUTC+5:30 (IST)
ପିନ
୭୫୨୦୧୨
STD କୋଡ଼୦୬୭୫୨
ଯାନବାହାନ ପଞ୍ଚୀକରଣOD/OR13

ଚନ୍ଦନପୁର ଓଡ଼ିଶାର ପୁରୀ ଜିଲ୍ଲାର ପୁରୀ ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ଅଟେ । ଏହି ସ୍ଥାନଟି ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ ।

ଅବସ୍ଥିତି[ସମ୍ପାଦନା]

ଗମନାଗମନ[ସମ୍ପାଦନା]

ଏହା ଜିଲ୍ଲାର ସଦର ମହକୁମା ପୁରୀଠାରୁ ୧୦ କି.ମି. ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୦ କିମି ଦୂରରେ ଅବସ୍ଥିତ । ନିକଟସ୍ଥ ରେଳ ଷ୍ଟେସନ ଜାନକୀଦେଇପୁର (ଷ୍ଟେଶନ କୋଡ଼: JKDP) ଏବଂ ପୁରୀ

ଶିକ୍ଷା[ସମ୍ପାଦନା]

ଏହି ଗ୍ରାମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।

ସଂସ୍କୃତି[ସମ୍ପାଦନା]

ଏଠାରେ ପ୍ରତିବର୍ଷ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବିଶେଷତ୍ୱ[ସମ୍ପାଦନା]

ଆଧାର[ସମ୍ପାଦନା]