Jump to content

କେଟୋରୋଲାକ

ଉଇକିପିଡ଼ିଆ‌ରୁ
କେଟୋରୋଲାକ
Clinical data
Trade namesToradol, Acular, Sprix, others
SynonymsKetorolac tromethamine
AHFS/Drugs.comSystemic: monograph
Eyes: monograph
MedlinePlusa693001
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth, under the tongue, IM, IV, eye drops, nasal spray
    Legal status
    Legal status
    Pharmacokinetic data
    Bioavailability80 - 100% (oral) 100% IV/IM
    MetabolismLiver
    Elimination half-life3.5 h to 9.2 h, young adults;
    4.7 h to 8.6 h, elderly (mean age 72)
    ExcretionKidney: 91.4% (mean)
    Biliary: 6.1% (mean)
    Identifiers
    • (±)-5-benzoyl-2,3-dihydro-1H-pyrrolizine-1-carboxylic acid
    ECHA InfoCard100.110.314 Edit this at Wikidata
    Chemical and physical data
    FormulaC15H13NO3
    Molar mass୨୫୫.୨୭ g·mol−1
    3D model (JSmol)
    • O=C(c1ccc2n1CCC2C(=O)O)c3ccccc3
    • InChI=1S/C15H13NO3/c17-14(10-4-2-1-3-5-10)13-7-6-12-11(15(18)19)8-9-16(12)13/h1-7,11H,8-9H2,(H,18,19) checkY
    • Key:OZWKMVRBQXNZKK-UHFFFAOYSA-N checkY
      (verify)

    କେଟୋରୋଲାକ, ଏକ ବ୍ୟବସାୟୀକ ନାମ ଟୋରାଡୋଲ, ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ନିବାରଣ ନିମନ୍ତେ ବ୍ୟବହୃତ ହୁଏ | [] ନିର୍ଦ୍ଦିଷ୍ଟ ଭାବରେ ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ପାଇଁ ଏହି ଔଷଧ ଦେବାକୁ ପରାମର୍ଶ ଦିଆଯାଇଛି | [] ଚିକିତ୍ସାର ସମୟସୀମା ଛଅ ଦିନରୁ କମ୍ ଅଟେ | [] ଏହା ପାଟି, ନାକ, ଆଖି ଡ୍ରପ, ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [] [] ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା, ଫୁଲା ଏବଂ ଅଇ ଲାଗେ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ରକ୍ତସ୍ରାବ, ବୃକ୍‌କ ବିଫଳତା, ହୃଦ୍‌ପାତ, ବ୍ରୋଙ୍କୋସ୍ପାଜ୍ମ, ହୃଦଘାତ ଏବଂ ଆନାଫାଇଲକ୍‌ସିସ ହୋଇପାରେ। [] ଗର୍ଭାବସ୍ଥାର ଶେଷ ଭାଗରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [] ଏହି ଔଷଧ ସାଇକ୍ଲୋଜେନେନ ୧ ଓ ୨କୁ ଅବରୋଧ କରିବା ଫଳରେ ପ୍ରୋଷ୍ଟାଗ୍ଲାଣ୍ଡିନ ଉତ୍ପାଦନ କମିଯାଏ ।[] []

    ୧୯୭୬ରେ କେଟୋରୋଲାକ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୯ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଇଞ୍ଜେକ୍ସନ ଦିଆଯାଉଥିବା ଡୋଜର ଏନଏଚଏସର ମୂଲ୍ୟ £ ୧ରୁ କମ୍ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୧.୫୦ ଅଟେ। [] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୭୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] []

    1. 1 2 3 "Ketorolac Tromethamine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 13 April 2019.
    2. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 1144, 1302–1303. ISBN 9780857113382.
    3. 1 2 3 4 5 6 "Ketorolac Tromethamine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 13 April 2019.
    4. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 1144, 1302–1303. ISBN 9780857113382.
    5. "DailyMed - ketorolac tromethamine tablet, film coated". dailymed.nlm.nih.gov. Retrieved 14 April 2019.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 521. ISBN 9783527607495.
    7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    8. "The Top 300 of 2020". ClinCalc. Retrieved 11 April 2020.
    9. "Ketorolac Tromethamine - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.