ଉମରକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୪,୨୧୨ |
ଜିଲ୍ଲା: | ନବରଙ୍ଗପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ନବରଙ୍ଗପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଉମରକୋଟ (କ୍ରମିକ ସଂଖ୍ୟା: ୭୩) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉମରକୋଟ (ବି), ରାଇଘର ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡଙ୍କଠାରୁ ୯୯୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯତିନ୍ଦ୍ରନାଥ ଗଣ୍ଡଙ୍କଠାରୁ ୧୦୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୫]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗବନ୍ଧୁ ମାଝି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କଠାରୁ ୧୪,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୭ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୫]
- ୨୦୨୪ (୭୩): ନିତ୍ୟାନନ୍ଦ ଗଣ୍ଡ (ବିଜେପି)
- ୨୦୧୯ (୭୩): ନିତ୍ୟାନନ୍ଦ ଗଣ୍ଡ (ବିଜେପି)
- ୨୦୧୪ (୭୩): ସୁବାସ ଗଣ୍ଡ (ବିଜୁ ଜନତା ଦଳ|ବିଜଦ)
- ୨୦୧୧( ଉପ ନିର୍ବାଚନ ): ସୁବାସ ଗଣ୍ଡ (ବିଜଦ)
- ୨୦୦୯: (୭୩): ଜଗବନ୍ଧୁ ମାଝି (ବିଜଦ)
- ୨୦୦୪: (୯୩): ଧର୍ମୁ ଗଣ୍ଡ (ଭାଜପା)
- ୨୦୦୦: (୯୩): ପରମା ପୂଜାରୀ (କଂଗ୍ରେସ)
- ୧୯୯୫: (୯୩): ପରମା ପୂଜାରୀ (କଂଗ୍ରେସ)
- ୧୯୯୦: (୯୩): ଗୁରୁବରୁ ମାଝି (ଜନତା ଦଳ)
- ୧୯୮୫: (୯୩): ପରମା ପୂଜାରୀ (କଂଗ୍ରେସ)
- ୧୯୮୦: (୯୩): ପରମା ପୂଜାରୀ (କଂଗ୍ରେସ-ଇ)
- ୧୯୭୭: (୯୩): ରବି ସିଂହ ମାଝି (ଜନତା)
- ୧୯୭୪: (୯୩): ରବି ସିଂହ ମାଝି (ଉତ୍କଳ କଂଗ୍ରେସ)
- ୧୯୭୧: (୮୭): ରବି ସିଂହ ମାଝି (ଉତ୍କଳ କଂଗ୍ରେସ)
- ୧୯୬୭: (୮୭): ରବି ସିଂହ ମାଝି (କଂଗ୍ରେସ)
- ୧୯୬୧: (୧): ସଦାଶିବ ତ୍ରିପାଠୀ (କଂଗ୍ରେସ)
- ୧୯୫୭: (୧): ରାଧାକୃଷ୍ଣ ବିଶ୍ୱାସରାୟ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଉମରକୋଟ [୯] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଜଗବନ୍ଧୁ ମାଝି | ୪୪,୩୨୬ | ୪୦.୬୦ | - | |
ଭାଜପା | ଧର୍ମୁ ଗଣ୍ଡ | ୩୦,୧୫୫ | ୨୭.୬୨ | - | |
କଂଗ୍ରେସ | ପରମା ପୂଜାରୀ | ୨୫,୫୧୨ | ୨୩.୩୭ | - | |
ସମୃଦ୍ଧ ଓଡ଼ିଶା | ହାରାବତୀ ଗଣ୍ଡ | ୫,୨୭୬ | ୪.୮୩ | - | |
ବସପା | ରବିନାରାୟଣ ଦାଶ ସମର୍ଥ | ୩,୯୧୮ | ୩.୫୯ | - | |
ଭୋଟ ବ୍ୟବଧାନ | ୧୪,୧୭୧ | ୧୨.୯୮* | - | ||
ମତଦାନ ହାର | ୧,୦୯,୧୮୭ | ୭୦.୧୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
[ସମ୍ପାଦନା]- ↑ "Umerkote Assembly Election 2009, Orissa". empoweringindia.org. Archived from the original on 20 March 2014. Retrieved 16 June 2013.
Constituency: Umerkote (73) District : Nabarangpur
- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
14171
- ↑ "State Elections 2004 - Partywise Comparision for 93-Umarkote Constituency of ORISSA". eci.nic.in. 2006. Retrieved 16 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf