ଉଇକିପିଡ଼ିଆ:ମେଳଣ/କଟକ/୩

ଉଇକିପିଡ଼ିଆ‌ରୁ

20°27′31″N 85°52′01″E / 20.45858°N 85.866888°E / 20.45858; 85.866888

ସାରକଥା[ସମ୍ପାଦନା]

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ସାଧାରଣ ଲୋକଙ୍କୁ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଇଥାଏ ।


ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ରବିବାର, ୨୦୧୫-ଡିସେମ୍ବର-୬ ସକାଳ ୧୦:୦୦ ଟା IST
ସ୍ଥାନ :
ଜ୍ୟୋତି ବହି ଡିପୋଟ, ନୟାସଡ଼କ

Date: : Sunday, 2015-December-5 10:00 AM IST


କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ ।ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

ଓଡ଼ିଆରେ[ସମ୍ପାଦନା]

  • ଉଇକିପିଡ଼ିଆ ବାବଦରେ ଆଲୋଚନା
  • CIS-A2Kର ନୁଆ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା।
  • ପ୍ରୋଗ୍ରାମ ଆସୋସିଏଟର କର୍ତ୍ତବ୍ୟ ନିର୍ଧାରିତ କରିବା।

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

ଶୁଭେଚ୍ଛା (Best wishes)[ସମ୍ପାଦନା]

ଫଟ (Photos)[ସମ୍ପାଦନା]

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:CategoryCuttack_Odia_Workshop_2012Jan15