ଉଇକିପିଡ଼ିଆ:ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪
ଦେଖଣା
ଏହି ଗଣସମ୍ପାଦନାରେ ସମୁଦାୟ ୯୩ଟି ନୂଆ ପ୍ରସଙ୍ଗ ଗଢ଼ା ଯାଇଛି ଏବଂ ୨୬୯ଟି ପ୍ରସଙ୍ଗ ଉନ୍ନତ କରାଯାଇଛି ।
ସମୟସୀମା
ସମୟସୀମା: ୪ ଜୁନ ୨୦୨୪ ରୁ ୪ ଜୁଲାଇ ୨୦୨୪
ଗଣସମ୍ପାଦନାର ନିୟମ
- ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ ଓ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଦସ୍ୟମାନଙ୍କ ବାଦବରେ ଏହି ଗଣ-ସମ୍ପାଦନାରେ ତଥ୍ୟ ଉଭୟ ଉଇକିପିଡ଼ିଆ ଓ ଉଇକିଡାଟାରେ ଯୋଡ଼ାଯିବ ।
- ନିର୍ବାଚନ କମିଶନର ୱେବ୍ସାଇଟ୍ ତଥା ବିଭିନ୍ନ ଜଣାଶୁଣା ଗଣମାଧ୍ୟମରେ ପ୍ରକାଶିତ ଖବରରୁ ତଥ୍ୟ ସଂଗ୍ରହ କରାଯାଇ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
- ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
ଆୟୋଜକ
- ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ
ଅଶଂଗ୍ରହଣ କରିଥିବା ଉଇକିଆଳି
- ଗପୁ (ମୋ ଆଲୋଚନା) ୨୩:୩୭, ୧୦ ଜୁନ ୨୦୨୪ (IST)
- ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୨୭, ୧୨ ଜୁନ ୨୦୨୪ (IST)
- ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୧, ୧୨ ଜୁନ ୨୦୨୪ (IST)
- ଜ୍ଞାନ ମୋତେ କିଛି କହିବେ ୦୦:୨୨, ୧୩ ଜୁନ ୨୦୨୪ (IST)
- ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୨୧:୨୨, ୧୩ ଜୁନ ୨୦୨୪ (IST)
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ପ୍ରସଙ୍ଗ ଯୋଡ଼ନ୍ତୁ
- ନୂତନ ଭାବରେ ଗଢ଼ାଯାଇଥିବା ପ୍ରସଙ୍ଗରେ ଆଲୋଚନାରେ
{{ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪|created=yes}}
ଏବଂ ଅଦ୍ୟତନ କରାଯାଇଥିବା ପ୍ରସଙ୍ଗର ଆଲୋଚନାରେ,{{ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪}}
ଯୋଡ଼ିବାକୁ ଅନୁରୋଧ ।
ଫଳାଫଳ
ଗଣ-ସମ୍ପାଦନା ଶେଷରେ ଫଳାଫଳ ଯୋଡ଼ାଯିବ ।
ପରିଚାଳନା
[ସମ୍ପାଦନା]ଏହି ଡ୍ୟାସବୋର୍ଡ଼ରୁ ଗଣସମ୍ପାଦନାର ଚଳିତ ବିବରଣୀ ଦେଖିହେବ ।