ଉଇକିପିଡ଼ିଆ ଆଲୋଚନା:ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪
ଦେଖଣା
ଆଲୋଚନା ସଭା]ରେ ହୋଇଥିବା ଆଲୋଚନା ଏଠାରେ ଦେଖିପାରିବେ ।
- ଏହି ଗଣ-ସମ୍ପାଦନାଟିର ସମୟସୀମା ଯଦିଓ ଅଧିକ (୨୦ ଦିନ) ରଖାଯାଇଥିଲା, କିନ୍ତୁ ସ୍ୱଳ୍ପ ସଂଖ୍ୟକ ବ୍ୟବହାରକାରୀ ଓ ସମୟ ଅନୁପଯୋଗୀ ହେବା ଯୋଗୁଁ, ଆଶା ଅନୁସାରେ କାମ ହୋଇପାରୁନାହିଁ, ତେଣୁ ଗଣ-ସମ୍ପାଦନାଟିକୁ ଆଉ କିଛି ଘୁଞ୍ଚାଇବାକୁ ମୁଁ ମତ ରଖୁଛି । -ଗପୁ (ମୋ ଆଲୋଚନା) ୨୩:୪୦, ୨୦ ଜୁନ ୨୦୨୪ (IST)
- ମୁଁ ଟିକେବ୍ୟସ୍ତ ଥିବାରୁ ଯୋଡ଼ି ପାରିନି । ଆଉ କିଛି ଦିନ ବଢ଼େଇଲେ ଭଲ ହେବ । ଅନୁମାନେ ବି ଯୋଡ଼ି ପାରିବେ । ଜ୍ଞାନ ମୋତେ କିଛି କହିବେ ୧୦:୫୧, ୨୩ ଜୁନ ୨୦୨୪ (IST)
- ଏକମତ Psubhashish (ମୋ ଆଲୋଚନା) ୧୬:୩୩, ୨୩ ଜୁନ ୨୦୨୪ (IST)
- ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୩, ୨୪ ଜୁନ ୨୦୨୪ (IST)
- ମତାମତ ପାଇଁ ସାଧୁବାଦ । ଏହି ଗଣ-ସମ୍ପାଦନାକୁ ଆଉ ୧୦ ଦିନ, ଅର୍ଥାତ ୪ ଜୁଲାଇ ଯାଏଁ ବଢ଼ଗଲା ।
- ସମର୍ଥନ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୩, ୨୪ ଜୁନ ୨୦୨୪ (IST)
- ଏକମତ Psubhashish (ମୋ ଆଲୋଚନା) ୧୬:୩୩, ୨୩ ଜୁନ ୨୦୨୪ (IST)