ଉଇକିପିଡ଼ିଆ:ମାସର ବଛା ଲେଖା
| ||
ଆଗାମୀ ମାସର ବଛା ଲେଖା ଅନୁରୋଧ
[ସମ୍ପାଦନା]ଅକ୍ଟୋବର ମାସର ବଛା ଲେଖା ପ୍ରଧାନ ପୃଷ୍ଠାରେ ସ୍ଥାନିତ ହେଇସାରିଛି । ଏବେ କେବଳ ଯେକୌଣସି ପରବର୍ତ୍ତୀ ମାସ ନିମନ୍ତେ ମନୋନୟନ କରିବାକୁ ଅନୁରୋଧ । |
ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।
ମାସର ବଛା ଲେଖା ଅନୁରୋଧ, ୨୦୧୬
[ସମ୍ପାଦନା]ଜାନୁଆରୀ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:
ଫେବୃଆରୀ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)
- ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)
ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)
- ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)
ମାର୍ଚ୍ଚ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ: ଦୋଳପର୍ବ
- ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)
ଅପ୍ରେଲ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)
- ପ୍ରସଙ୍ଗର ନାମ: ଆନି ବେସାନ୍ତ -Rajalaxmi Mishra (ମୋ ଆଲୋଚନା) ୧୬:୫୩, ୨୩ ମାର୍ଚ୍ଚ ୨୦୧୬ (IST)
- Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)
- ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)
- ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)
- ପ୍ରସଙ୍ଗର ନାମ: ବାଦ୍ୟ ଯନ୍ତ୍ର--Aliva Sahoo (ମୋ ଆଲୋଚନା) ୨୦:୪୬, ୨୬ ମାର୍ଚ୍ଚ ୨୦୧୬ (IST)
- ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)
- ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)
ମଇ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)
ଜୁନ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)
- : ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)
ଜୁଲାଇ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)
ଅଗଷ୍ଟ ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)
ସେପ୍ଟେମ୍ବର ପାଇଁ ମନୋନୟନ
[ସମ୍ପାଦନା]- ପ୍ରସଙ୍ଗର ନାମ: ଶକ୍ତିମାନ -- Abha Pradhan (ଯୋଗାଯୋଗ କରନ୍ତୁ) |ଅବଦାନ) ୧୭:୪୬, ୧୯ ଅଗଷ୍ଟ ୨୦୧୬ (IST)
- ପ୍ରସଙ୍ଗର ନାମ: କଜଳପାତି --Rajalaxmi Mishra (ମୋ ଆଲୋଚନା) ୦୦:୩୮, ୨୪ ଅଗଷ୍ଟ ୨୦୧୬ (IST)
ଅକ୍ଟୋବର ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:
ନଭେମ୍ବର ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ:
ଡିସେମ୍ବର ପାଇଁ ମନୋନୟନ
[ସମ୍ପାଦନା]ପ୍ରସଙ୍ଗର ନାମ: