Jump to content

ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ/Archive 3

ଉଇକିପିଡ଼ିଆ‌ରୁ

ଓଡିଆ ଅନୁବାଦ

[ସମ୍ପାଦନା]

ମୁ କିଛି ପୃଷ୍ଠା ଓଡିଆ ରେ ଅନୁବାଦ କରିବାକୁ ଇଚ୍ଛା କରୁଚି | ମାତ୍ର ମୁ କିପରି ଜାଣି ପାରିବି କି ଗୋଟେ ନିର୍ଦ୍ଦିଷ୍ଟ ପୃଷ୍ଠା ପୂର୍ବରୁ ଓଡିଆ ରେ ଅନୁବାଦିତ ହୋଇ ଅଛି କି ନାହି ।

ଉଦାହରଣ ସ୍ୱରୂପ - ସୁନାମି। ଏହାର ଓଡିଆ ପୃଷ୍ଠା ଅଛି କି ନାହି ମୁ କିପରି ଜାଣିବି।ସନ୍ତୋଷ୍ କୁମାର ବେହେରା ୦୨:୧୩, ୧୯ ଜୁଲାଇ ୨୦୧୮ (IST)

"ଓଡ଼ିଆରେ ଅନୁବାଦ କରିବା ଆଗରୁ ଓଡ଼ିଆ ଉଇକିପିଡ଼ିଆ (ଏହି ସାଇଟ)ର ଉପରେ ଥିବା ସର୍ଚ ଘରୁ ଖୋଜି ଦେଖିବେ ଟିକେ ଆଗରୁ ଲେଖାଟି ଅଛି କି ନାହିଁ । " ଧନ୍ୟବାଦ। ଉତ୍ତର ପାଇଗଲି।ସନ୍ତୋଷ୍ କୁମାର ବେହେରା ୦୨:୨୩, ୧୯ ଜୁଲାଇ ୨୦୧୮ (IST)

"cite" button in Odia wiki software

[ସମ୍ପାଦନା]

ଓଡିଆ ଉଇକିର "cite" ବଟନ୍‌ କିଛିଦିନ ହେଲା ଖୋଲୁନାହିଁ । ଏହାର କାରଣ କ'ଣ ହେଇପାରେ ? ଆଉ ନିରାକରଣ ?

ହରିହର ପ୍ରସାଦ ଶତପଥୀHpsatapathy (ମୋ ଆଲୋଚନା) ୧୨:୩୩, ୧୮ ଜୁଲାଇ ୨୦୧୮ (IST)reply

"cite" ଟ୍ୟାବ୍‍ଟି ଆସୁନାହିଁ କାହିଁକି ?

[ସମ୍ପାଦନା]

"cite" ଟ୍ୟାବ୍‍ଟି ଆସୁନାହିଁ କାହିଁକି ? , ଏହା ନ ଆସିବା ଦ୍ୱାରା ଟେମ୍ପ୍ଲେଟ ବା ଛାଂଛ ଭର୍ତ୍ତି କରି ଆଧାର ଦେ‍ଇହେଉନାହିଁ Rasmi68 (ମୋ ଆଲୋଚନା) ୧୩:୧୧, ୧୫ ଜୁଲାଇ ୨୦୧୮ (IST)reply

kete paisa miliba

[ସମ୍ପାଦନା]

kete paisa miliba103.36.149.7 ୧୫:୫୭, ୯ ମଇ ୨୦୧୮ (IST)reply

ଉଇକିପିଡ଼ିଆରେ କେବଳ ସ୍ୱେଚ୍ଛାରେ ଲେଖାଯାଏ । କୌଣସି ପ୍ରକାର ସାର୍ଟିଫିକେଟ ବା ଆର୍ଥିକ ସହଯୋଗ ମିଳେନାହିଁ । --ସୁଭାସିସ ପାଣିଘରି (ଆଳାପ) ୧୫:୦୩, ୧୯ ଅଗଷ୍ଟ ୨୦୧୮ (IST)reply

Can I translate existing article in english to odia? or it's just about creating fresh documents?

[ସମ୍ପାଦନା]

Can I translate existing article in english to odia? or it's just about creating fresh documents? Satya routray (ମୋ ଆଲୋଚନା) ୧୯:୧୧, ୨୦ ଅପ୍ରେଲ ୨୦୧୮ (IST)reply

ନିହାତି କରିପାରିବେ @Satya routray and ସତ୍ୟ ବାବୁ: । ତେବେ ଓଡ଼ିଆରେ ଅନୁବାଦ କରିବା ଆଗରୁ ଓଡ଼ିଆ ଉଇକିପିଡ଼ିଆ (ଏହି ସାଇଟ)ର ଉପରେ ଥିବା ସର୍ଚ ଘରୁ ଖୋଜି ଦେଖିବେ ଟିକେ ଆଗରୁ ଲେଖାଟି ଅଛି କି ନାହିଁ । ଥିଲେ ସେଇ ଲେଖାକୁ ଉନ୍ନତ କରିବେ । ଇଂରାଜୀ ଉଇକିପିଡ଼ିଆରୁ ବାକ୍ୟଗୁଡ଼ିକୁ ଆବଶ୍ୟକ ଅନୁସାରେ ଅନୁବାଦ କରିପାରିବେ ।

ଯଦି ଲେଖାଟିଏ କେବଳ ଇଂରାଜୀରେ ଅଛି ଆଉ ଓଡ଼ିଆରେ ନାହିଁ ତାହେଲେ ତାକୁ ଅନୁବାଦ କରିପାରିବେ । ୨ଟି ବାଟ:

  1. ଇଂରାଜୀ ପ୍ରସଙ୍ଗ ଖୋଲିଲେ ବାମ ପଟେ ବିଭିନ୍ନ ଭାଷା ଦେଖାଏ । "ଓଡ଼ିଆ" ଉପରେ କ୍ଲିକ କରି ଅନୁବାଦ କରିପାରିବେ (ଏହି ଭିଡ଼ିଓ ଦେଖିଲେ କେମିତି କରନ୍ତି ବୁଝିପାରିବେ)
  2. ଦ୍ୱିତୀୟ ବାଟ ହେଲା ଇଂରାଜୀ ପ୍ରସଙ୍ଗ ପୃଷ୍ଠାରେ "Edit" "Edit source" ଉପରେ କ୍ଲିକ କରି ସେଠୁ ଲେଖା କପି କରି ଆଣିବେ । ଓଡ଼ିଆ ଉଇକିପିଡ଼ିଆ ସର୍ଚ ଘରେ ନାଁଟି ଖୋଜି ନୂଆ ପ୍ରସଙ୍ଗ ତିଆରି କରି ସେଠି ଇଂରାଜୀକୁ ପେଷ୍ଟ କରି ଅନୁବାଦ ଆରମ୍ଭ କରିପାରିବେ । ଖାଲି ମନେ ରଖିଥିବେ ଯେ ସାଇତିବା ଆଗରୁ "ଦେଖଣା"ରେ କ୍ଲିକ କରି ପରଖିନେବେ ଯେ ଲେଖାଟି ସାଇତାଗଲେ କେମିତି ଦିଶିବ । ଯଦି ଥରକରେ ଅନୁବାଦ ପୂରା ସରିନି ଆଉ କିଛି ଦିନ ଛାଡ଼ି ବାକି ତକ କରିବେ ତାହେଲେ ବଳକା ଇଂରାଜୀ ଲେଖାକୁ <!-- ENGLISH TEXT --> ଏମିତି ଚିହ୍ନ ଭିତରେ ରଖିଦେବେ । ENGLISH TEXT ହେଲା ବଳକା ଇଂରାଜୀ ଲେଖା । ଲେଖନ୍ତୁ ଆଉ କିଛି ଅସୁବିଧା ହେଲେ ଏଇଠି ଆଉଥରେ ପଚାରିପାରିବେ । --ସୁଭାସିସ ପାଣିଘରି (ଆଳାପ) ୦୮:୨୧, ୨୧ ଅପ୍ରେଲ ୨୦୧୮ (IST)reply

JAGANTH TEMPLE HISTORY

[ସମ୍ପାଦନା]

MO RA NA NITISH ,MU JAGANATH KA HISTORY BISHYARE PADHI BAKU CHHAHE ODIYA RE KEMITI PADHIBI ? 14.142.151.34 ୧୬:୦୯, ୩ ଅପ୍ରେଲ ୨୦୧୮ (IST)reply

ନୀତୀଶ ବାବୁ, ଜଗନ୍ନାଥଙ୍କ ବାବଦରେ ଅନେକ ପ୍ରସଙ୍ଗ ତିଆରି ହୋଇଛି । ଆପଣ ଏହି ପୃଷ୍ଠାରୁ ସେସବୁର ଲିଙ୍କ ପାଇପାରିବେ ଆଉ ପଢ଼ିପାରିବେ । ତେବେ ପଢ଼ିବା ପରେ ଯଦି କେଉଁଠି କିଛି ଭୁଲଭଟକା ପାଇଲେ ନିଜେ ସମ୍ପାଦନା କରି ସୁଧାରିପାରିବେ । କେମିତି କରନ୍ତି ଉଇକିପିଡ଼ିଆ:ଚାଟସଭାରୁ ଶିଖିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୦୮:୨୬, ୨୧ ଅପ୍ରେଲ ୨୦୧୮ (IST)reply

ଘର ବିଷୟ ରଚନା 122.15.232.210 ୧୪:୨୩, ୧ ମାର୍ଚ୍ଚ ୨୦୧୮ (IST)reply

ଉଇକିପିଡ଼ିଆ ଏକ ଜ୍ଞାନକୋଷ । ତେଣୁ ଘର ବାବଦରେ ରଚନା ରହିପାରିବନାହିଁ କିନ୍ତୁ ପ୍ରସଙ୍ଗଟିଏ ତିଆରି ହୋଇପାରିବ । ଆଗରୁ ଏଠି ଘର ପ୍ରସଙ୍ଗଟି ଅଛି । ଆପଣ ତାକୁ ପଢ଼ି ଯଦି ଉନ୍ନତ କରିବା ପାଇଁ ଚାହୁଁଛନ୍ତି ତାହେଲେ ଇଂରାଜୀ house ଲେଖାରୁ ଅନୁବାଦ କରିପାରିବେ ।--ସୁଭାସିସ ପାଣିଘରି (ଆଳାପ) ୦୮:୨୩, ୨୧ ଅପ୍ରେଲ ୨୦୧୮ (IST)reply

mu apanka pakhare kama kariba ku chahuchhi

[ସମ୍ପାଦନା]

dayakari mote sahajya karantu2405:204:F01B:5DB5:809D:43DE:1CA6:B2DD ୧୧:୨୨, ୨୯ ଜାନୁଆରୀ ୨୦୧୮ (IST)reply

ଉଇକିପିଡ଼ିଆରେ ସମସ୍ତେ ସ୍ୱେଚ୍ଛାସେବୀ ତେଣୁ ଆପଣ ନିଶ୍ଚେ ଆମ ସହ ମିଶିପାରିବେ । କେଉଁ ଭଳି ପ୍ରସଙ୍ଗରେ ଆପଣ କାମ କରିବା ପାଇଁ ବେଶୀ ଆଗ୍ରହୀ? --ସୁଭାସିସ ପାଣିଘରି (ଆଳାପ) ୦୮:୨୪, ୨୧ ଅପ୍ରେଲ ୨୦୧୮ (IST)reply

ଓଡ଼ିଆ ଅନୁବାଦ

[ସମ୍ପାଦନା]

ମୁଁ କେତୋଟି ଇଂରାଜୀ ଭାଷା ର ଓଡ଼ିଆ ଅନୁବାଦ ସଠିକ ଭାବେ କରିବାକୁ ଚାହୁଁଛି | ତେଣୁ ମୁଁ ଜଣେ ଓଡ଼ିଆ ବିଶାରଦ ଙ୍କ ସହ ଆଲୋଚନା କରିବାକୁ ଚାହେଁ ? ମୁଁ କିପରି ସାହାଯ୍ୟ ପାଇପାରିବି ?

ପ୍ରସନ୍ନ ଧଳ (ମୋ ଆଲୋଚନା) ୧୮:୩୦, ୨୫ ଜାନୁଆରୀ ୨୦୧୮ (IST)reply

ଆପଣଙ୍କ ନିଜ ତ‌ଥ୍ୟ ଆମ ସହ ବାଣ୍ଟିପାରିବେ । or.wiktionary.org ରେ ଯାଇ ଆପଣଙ୍କ ଅନୁବାଦ ଜୋଡି ପାରିବେ । ଏଥି ବିଶାରଦ କେହି ନାହାନ୍ତି, ଭାଷାପ୍ରେମୀ ଅଛନ୍ତି ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୨୩, ୨୯ ଜାନୁଆରୀ ୨୦୧୮ (IST)reply

i have a acoount so what i do now

[ସମ୍ପାଦନା]

I have a acoount in wikipedia.What I do then for writting something?2405:204:F28B:7A68:F88D:2BDE:6DE8:D1F7 ୧୮:୦୧, ୫ ଡିସେମ୍ବର ୨୦୧୭ (IST)reply

wants to read articles in oriya language

[ସମ୍ପାଦନା]

My wiki2017 (ମୋ ଆଲୋଚନା) ୦୨:୪୮, ୨୩ ଅକ୍ଟୋବର ୨୦୧୭ (IST)reply

କବିତା ଲେଖିବା ନିମନ୍ତେ

[ସମ୍ପାଦନା]

ପ୍ରଥମେ ମୋର ନମସ୍କାର......... ସାର୍ / ମାଡାମ ଏହି page ରେ ନିଜସ୍ୱ୍ୱ ଲେଖା ଯଥା କବିତା ,ଗଳ୍ପ, short ଷ୍ଟୋରୀ, ପିଲାଙ୍କ ମଜା ମଜା କଥା ଇତ୍ଯାଦି ଲେଖାଯାଇ ପାରିବ କି????? Odia maja by kahnu charan sahu (ମୋ ଆଲୋଚନା) ୧୯:୫୪, ୧୨ ଅଗଷ୍ଟ ୨୦୧୭ (IST)reply

ପାରିଶ୍ରମିକ

[ସମ୍ପାଦନା]

ଓଡିଆ ଭାଷାରେ ଉଇକିପିଡିଆ ଉପଲବଧ ହୋଇଥିବା ବିଷୟ ଜାଣି ଅତି ଆନନ୍ଦିତ. ଯଦି ଏଠାରେ ଲେଖିବା ପାଇଁ କିଛି ପାରିଶ୍ରମିକ ମିଳେ, ତେବେ ଲେଖିବା ପାଇଁ ପ୍ରୋସ୍ଚାହନ ଓ ଆଗ୍ରହ ମିଳିପାରିବ. ପାରିଶ୍ରମିକ ବିଷୟରେ ଯଦି କିଛି ତଥ୍ୟ ଥାଏ, ତେବେ ଯୋଗାନ୍ତୁ. ଧନ୍ୟବାଦ ଷିକ୍ତ ସତପଥୀ124.124.202.146 ୧୨:୧୬, ୧୪ ଜୁନ ୨୦୧୭ (IST)reply

ଉଇକିପିଡ଼ିଆରେ ଅବଦାନ କରିବା ନିମନ୍ତେ କୌଣସି ପାରିଶ୍ରମିକ ମିଳେ ନାହିଁ । ଅର୍ଥ ବିନିମୟରେ ସିଧାସଳଖ ପ୍ରସଙ୍ଗ ଯୋଗାଡ଼ କରିବା ଉଇକିପିଡ଼ିଆର ନୀତି ବିରୁଦ୍ଧ । ଉଇକିପିଡ଼ିଆ ଏକ ଅଣଲାଭକାରୀ ସଂସ୍ଥା, ଏଠାରେ ସମସ୍ତେ ନିଜ ଇଚ୍ଛାରେ କାମ କରିଥାନ୍ତି । ସ୍ଵେଚ୍ଛାସେବୀ ମାନଙ୍କୁ କୌଣସି ପ୍ରକାର ବାଧ୍ୟ କରାଯାଏ ନାହିଁ । ତେବେ ବିଭିନ୍ନ ଉଇକିମେଳଣରେ ଯୋଗଦେବା ନିମନ୍ତେ ଉଇକିଆଳିଙ୍କୁ ଆର୍ଥିକ ସହାୟତା ଦିଆଯାଇଥାଏ ଏହାଛଡ଼ା ନିୟମିତ ଉଇକିଆଳିଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଅନେକ ସମୟରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । -ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୩୦, ୧୪ ଜୁନ ୨୦୧୭ (IST)reply

ଉଇକି ଲେଖାଟିଏ ଅନୁବାଦ କରିବା

[ସମ୍ପାଦନା]

ଟ୍ରାନସ୍‌ଲେସନ୍ ଉଇଜାର୍ଡ ଖୋଲିଗଲାପରେ କେଉଁଁ କେଉଁଁ ପାହାଚ ଦେଇ ଅନୁବାଦ କରିହୁଏ , ଅର୍ଥାତ ପ୍ରତି ଶବ୍ଦର ଅନୁବାଦ ହୁଏ କିମ୍ବା ସମୁଦାୟ ଲେଖାର ଏକକାଳୀନ ଅନୁବାଦ ହୁଏ, ଏହା ବୁଝାଉଥିବା ଏକ ଡେମୋ ଭିଡିଓ କିମ୍ବା ସହାୟକ ପୃଷ୍ଠା ଅଛି କି ? ଅଥବା ଏ ସମ୍ପର୍କରେ ପ୍ରାଞ୍ଜଳ ଭାବରେ କିପରି ବୁଝିହେବ ? ଦୟାକରି କହନ୍ତୁ Hpsatapathy (ମୋ ଆଲୋଚନା) ୧୧:୪୪, ୧୨ ଜୁନ ୨୦୧୭ (IST)reply

ମେଟାଉଇକିର ଅନୁବାଦ ସହାୟତା ପୃଷ୍ଠା, ୟୁଟ୍ୟୁବ ଭିଡିଓ୧, ୟୁଟ୍ୟୁବ ଭିଡିଓ୨ ଓ ୟୁଟ୍ୟୁବ ଭିଡିଓ୩ରୁ ଏବାବଦରେ ସାମାନ୍ୟ ଧାରଣା ପାଇପାପାରିବେ ବୋଲି ଆଶା ।-ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୬:୨୫, ୧୪ ଜୁନ ୨୦୧୭ (IST)reply

ଓଡିଆ ୱିକିରେ ଦେଇଥିବା ଅଲେଖ୍ୟ ଟିଏରେ ଫୋଟୋ ଦେବା ବିଷୟରେ

[ସମ୍ପାଦନା]

ସମ୍ପାଦକ ବନ୍ଧୁ ,

   ମୁଁ ଲକ୍ଷ୍ମୀନାରାୟଣ କଲେଜ ବିଷୟରେ ଓଡିଆ ରେ ଗୋଟେ ଲେଖା ଦେଲି । ବାକି ସବୁ ତ ଠିକ ଦେଇପାରିଲି । ହେଲେ ଏଥିରେ ମୁ ନିଜେ ଉଠେଇଥିବା କିଛି ଫୋଟୋ ଯାହାକି ପ୍ରସଙ୍ଗ ସହ ଯଥାର୍ଥ ହେବ ଓ ଲେଖାଟିକୁ ଆହୁରି ପ୍ରାଞ୍ଜଳ କରିବ, ତାହା କିପରି ଦେଇ ହେବ ଜାଣି ପାରିଲି ନାହି । ଆପଣ ଦୟା କରି ଏ ବିଷୟରେ ବୁଝାଇବେ । ମୋବାଇଲରୁ ଫୋଟୋ ଅପଲୋଡ କରିହେବ ।   Susant purohit (ମୋ ଆଲୋଚନା) ୧୩:୪୭, ୭ ସେପ୍ଟେମ୍ବର ୨୦୧୬ (IST)reply
ପ୍ରସଙ୍ଗରେ ନିଜେ ଉଠାଇଥିବା ଛବିଟିଏ ବ୍ୟବହାର କରିବା ନିମନ୍ତେ, ପ୍ରଥମେ ଛବିଟିକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ଼ କରନ୍ତୁ । କମନ୍ସରେ ଛବି କିପରି ଅପଲୋଡ଼ କରିବେ ଜାଣିବା ନିମନ୍ତେ ଅପଲୋଡ଼ ଫର୍ମ ପୃଷ୍ଠାଟି ଦେଖନ୍ତୁ । (ଆଣ୍ଡ୍ରଏଡ଼) ମୋବାଇଲରୁ ଛବି ଅପଲୋଡ଼ କରିବା ନିମନ୍ତେ ଉଇକିମିଡ଼ିଆ କମନ୍ସ ଆପ ବ୍ୟବହାର କରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୦୭, ୭ ସେପ୍ଟେମ୍ବର ୨୦୧୬ (IST)reply

ଓଡ଼ିଆ ୱିକି ରେ ନଥିବା ପ୍ରସଙ୍ଗ ଅନୁବାଦ ପାଇଁ

[ସମ୍ପାଦନା]

ବନ୍ଧୁ , ଇଂରେଜୀ ୱିକି ରେ ଥିବା କିଛି ଲେଖା ଓଡ଼ିଆ ୱିକି ରେ ଉପଲବ୍ଧ ନ ଥିଲେ ତାକୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ୱିକି ରେ ସ୍ତାନିତ କରିବାର ଉପାୟ ଯଦି ବଟେଇବେ ମୁଁ କିଛି ପ୍ରସଙ୍ଗ ଅନୁବାଦ କରି ଓଡ଼ିଆରେ ଦେଇ ପାରିବି । ମୋତେ ଏହି ବିଷୟରେ କଣ କରିବାକୁ ହେବ ଆପଣ ଜଣେଇବେ । ଧନ୍ୟବାଦ Susant purohit (ମୋ ଆଲୋଚନା) ୨୦:୧୬, ୩ ସେପ୍ଟେମ୍ବର ୨୦୧୬ (IST)reply

ଆଦରର ସୁଶାନ୍ତବାବୁ, ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଆପଣଙ୍କୁ ଭଲ ଭାବେ ବୁଝାଇବା ପାଇଁ ଆପଣଙ୍କ ସ‌ହ ଯୋଗାଯୋଗ କରିବାକୁ ଚାହୁଁଛୁ । ଆପଣ ଆପଣଙ୍କ ଇମେଏଲ ଆଇଡି ଦେବେ କିମ୍ବା ୯୪୩୭୪ ୦୩୪୨୭, ଏଥିରେ ଫୋନ କରିବାକୁ ଅନୁରୋଧ । କିଛି ଅସୁବିଧା ନଥିଲେ ଆପଣଙ୍କ ଫୋନ ନମ୍ବର ମଧ୍ୟ ଦେଇ ପାରିବେ ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୦୪, ୩ ସେପ୍ଟେମ୍ବର ୨୦୧୬ (IST)reply
ଇଂରାଜୀ ଉଇକିରୁ ଅନୁବାଦ ହେବାକୁ ଥିବା ପ୍ରସଙ୍ଗ ତାଲିକାରେ ଥିବା ପ୍ରସଙ୍ଗ କିମ୍ବା ନିଜ ପସନ୍ଦରେ ଯେକୌଣସି ପ୍ରସଙ୍ଗକୁ ଓଡ଼ିଆ ଉଇକି ନିମନ୍ତେ ଅନୁବାଦ କରିପାରିବେ । ଆପଣ ନିଜ ପରଖଯାଗାରେ ପ୍ରଥମେ ଅନୁବାଦ କରି ପରେ ପ୍ରସଙ୍ଗ ପୃଷ୍ଠାକୁ ଘୁଞ୍ଚାଇ ପାରିବେ । ବୁଝିବାରେ କିଛି ଅସୁବିଧା ହେଲେ ବା ଅନ୍ୟ କିଛି ଜାଣିବାକୁ ଥିଲେ ପୁଣି ପଚାରନ୍ତୁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୪୭, ୩ ସେପ୍ଟେମ୍ବର ୨୦୧୬ (IST)reply


ଯାଜପୁର ଜିଲ୍ଲା

[ସମ୍ପାଦନା]

ମହାଶୟ, ଯାଜପୁର ଜିଲ୍ଲାର କ୍ଷେତ୍ରଫଳ ଲେଖିବାକୁ ବାରମ୍ବାର ଚେଷ୍ଟା ସତ୍ତ୍ୱେ ମୁଁ ସମର୍ଥ ହେଉ ନାହିଁ। କେହି ସାହାଯ୍ୟ କରିବେ କି?

ଏହି ଛାଞ୍ଛ ବା template re କିଛି ଅସୁବିଧା ଅଛି । ସୁଧାରିବାକୁ ପଡିବ ।Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୨୪, ୨୯ ଜାନୁଆରୀ ୨୦୧୮ (IST)reply

ପୃଷ୍ଠା ଦେଖିବା ସଂଖ୍ୟା

[ସମ୍ପାଦନା]

ଗୋଟିଏ ପୃଷ୍ଠାକୁ କେତେଜଣ ଲୋକ ପଢୁଛନ୍ତି ବା ଦେଖୁଛନ୍ତି ତାହାର କିଛି ଗଣନ ଅଙ୍କ ଆମେ ଚାହିଁଲେ ଦେଖିପାରିବା କି? ଯଦି ହଁ ତେବେ କେଉଁଠି? ।--ସୌମେନ୍ଦ୍ର (ଆଳାପ) 03:53, 23 ଜୁଲାଇ ୨୦୧୮ (IST)

ବୋଲ୍‌ଡ (Bold) ଲେଖା

Ankit Kumar Padhi Balasore

[ସମ୍ପାଦନା]
ଫାଇଲ:Ankit Kumar Padhi Balasore

ବୋଲ୍‌ଡ (Bold)ତେରେଛା ଲେଖା (Italic text) ଲେଖା Ankit kumar Padhi

was born in city hospital,rourkela,of odisha state in 12 may,2006.His father is an agricultural science lecturer and OARC sub project managing expert. Ankit's mother is a housewife and grandfather is a retired steel plant worker. Now he has shifted to azimabad, balasore.

EDUCATION: He is studying in Modern Public School,Meghadamburu,balasore. He is also practising SPOKEN ENGLISH in balasore.

friends-Ankit will follow DOSTI.COM in November,2018
        He will save his friends like Simran, Jiban,Subhankar,Soham,Dibya,Aaditya.

E-mail- ankitpadhi5555@gmail.com Facebook account name-tapan padhi


About[ in short] Name-ankit kumar padhi father name-tapan padhi mother name-banashree padhi address-in front of liberty fashion, azimabad,balasore,odisha mob-9778140790 prizes- academic debate prize,spellathon bhubhaneswar,academic creative writing, etc

swadhinata para ra odisha

[ସମ୍ପାଦନା]

Data highlighted with red not be taken into consideration.

[ସମ୍ପାଦନା]

Data highlighted with red not be taken into consideration.

lata jatiya udvid'

Banki Bisayare aau adhika kichhi lekha rahile bhala huanta

[ସମ୍ପାଦନା]

Banki Bisayare aau adhika kichhi lekha rahile bhala huanta

ଧର୍ମପଦର ଶେଷ ସଂଗୀତ କବିତାଟିର କବି କିଏ ?

[ସମ୍ପାଦନା]

ଧର୍ମପଦର ଶେଷ ସଂଗୀତ କବିତାଟିର କବି କିଏ ?

satyabrata barik

Agami 50 barsha pare mahakasha parikalpana

[ସମ୍ପାଦନା]

Aତେରେଛା ଲେଖା (Italic text)

आधुनीक panchasakha

HOW TO CREATE A NEW PAGE

[ସମ୍ପାଦନା]

Please guide how to create a new page in Odia language.

ସୌଭାଗ୍ୟ ରଞ୍ଜନ ମିଶ୍ର

[ସମ୍ପାଦନା]

ସୌଭାଗ୍ୟ ରଞ୍ଜନ ମିଶ୍ର ଏକାଧାରରେ ଜଣେ କବି,ସାମ୍ୱାଦିକ, ପର୍ବତାରୋହୀ ଏବଂ ସାମାଜିକ କର୍ମୀ , ବ୍ରଜସୁନ୍ଦର ଉଚ୍ଚବିଦ୍ୟାଳୟରୁ ମ୍ୟାଟ୍ରିକ୍ ସରିବାପରେ

"I completely agree with your recent editorial

Gopa bandhu dash Na sahitya kurti

[ସମ୍ପାଦନା]

ତେରେଛା ଲେଖା (Italic text)

nfij f nsfnjn fv pfgmo

Meaning of madala panji and definition

ଅଧୁନିକ ସିକ୍ଷା ବ୍ୟବସ୍ଥାରେ ଇନ୍ତେରନେଟ୍ ର ଭୁମିକା

[ସମ୍ପାଦନା]

ଅଧୁନିକ ସିକ୍ଷା ବ୍ୟବସ୍ଥାରେ ଇନ୍ତେରନେଟ୍ ର ଭୁମିକା

Micro organism

[ସମ୍ପାଦନା]

Micro organism

ମହାଭାରତ2405:204:F290:BEF6:FBCC:4CB1:778E:779D ୧୬:୨୭, ୫ ଅକ୍ଟୋବର ୨୦୧୮ (IST)

[ସମ୍ପାଦନା]

ଦ୍ରୋଣଙ୍କର ସ୍ତ୍ରୀ ନାମ କ'ଣ